ମ୍ୟାନମାରରେ ଫସିରହିଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କଲା ବୈଦେଶିକ ମନ୍ତ୍ରଣାଳୟ
ନାପିଦ୍ୱ,୫।୧୦: ମ୍ୟାନମାରରେ ଫସିରହିଥିବା ଅନେକ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଉଦ୍ଧାର କରିଛି। ମ୍ୟାନମାରରେ ନକଲି ଚାକିରି ରାକେଟରେ ଫସିରହିଥିବା ୪୫ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ ପ୍ରାୟ ୩୨ଜଣ ଭାରତୀୟଙ୍କୁ…
ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ
ଷ୍ଟୋକ୍ହୋମ୍,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍ଙ୍କୁ ନୋବେଲ ପୁରସ୍କାର ପ୍ରଦାନ…
ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…
ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି। ହ୍ବାଇଟ ହାଉସ…
ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି
ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କହିଛନ୍ତି, ତାଇଓ୍ବାନ ଷ୍ଟ୍ରାଇଟ୍ରେ ଚାଇନା ଏକ ଅନୌପଚାରିକ…
ଆଉ ଏକ ବିବାଦରେ ଛନ୍ଦି ହେଲା ପାକିସ୍ତାନ
ବ୍ରୁସେଲ୍ସ,୫ା୧୦: ପାକିସ୍ତାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଇସଲାମାବାଦ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ଏହା ପରେ ପାକିସ୍ତାନର ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ…
ନୁର ଖାନ ଏୟାର ବେସ୍ରୁ କ୍ୱିଭ୍ ଯାଉଛି ଗୋଳା ବାରୁଦ…
ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଯୋଗାଉଛି। ୟୁରୋପ ଭିତ୍ତିକ ପ୍ରକାଶନ ଜିଓ-ପଲିଟିକ ଦ୍ୱାରା ପ୍ରକାଶିତ…
ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା
କିଭ୍,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି ଧାରଣା ନ ଥିଲା ଯେ, ୟୁକ୍ରେନ ନିଜକୁ ଏତେ ଦିନ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇ…
ମୋଦିଙ୍କ ସହ କଥା ହେଲେ ଜେଲେନ୍ସ୍କି: କହିଲେ…
କିଭ୍/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଫୋନ୍ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍ସ୍କି ମୋଦିଙ୍କ…
ଫ୍ଲୋରିଡାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା
ଫ୍ଲୋରିଡା,୫।୧୦: ସାରା ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଗାଁଠୁ ସହର ଦେଶରୁ ବିଦେଶ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ। କରୋନା ପାଇଁ ଗତ ୨ବର୍ଷ ହେଲା ଦୁର୍ଗାପୂଜା ପାଳନ କେବଳ ରୀତିନୀତିରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ…
ବୁଧବାର ରସାୟନ ବିଜ୍ଞାନରେ ନୋବେଲ, ଶୁକ୍ରବାର ଶାନ୍ତି ପାଇଁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ବୁଧବାର ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ଏଥି ସହିତ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯିବ। ସେହିପରି ଚଳିତ ୨୦୨୨ବର୍ଷ ପାଇଁ ନୋବେଲ…
ପଦାର୍ଥ ବିଜ୍ଞାନରେ ଆଲେନ-କ୍ଲାଉଜର-ଆଣ୍ଟୋନଙ୍କୁ ନୋବେଲ…
ଷ୍ଟକହୋମ,୪।୧୦ : ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ମଙ୍ଗଳବାର ଆଲେନ ଆସ୍ପେକ୍ଟ, ଜନ ଏଫ କ୍ଲାଉଜର ଏବଂ ଆଣ୍ଟୋନ ଜିଲିଙ୍ଗଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ ବିଜେତାମାନେ ଏନଟାଙ୍ଗେଲଡ…
କାଲିଫର୍ନିଆରେ ୪ ଭାରତୀୟ ଅପହୃତ, ୮ ମାସର ଶିଶୁକନ୍ୟା ବି ସାମିଲ…
ସ୍କ୍ରାମେଣ୍ଟୋ,୪।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଚାରିଜଣ ଭାରତୀୟ ମୂଳ ଲୋକଙ୍କୁ ଅପହରଣ କରାଯାଇଛି। ଏହି ଅପହରଣରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି। ସୋମବାର ମର୍ସିଡ…
Archives


