ଅନ୍ତର୍ଜାତୀୟ

ଜେଲନସ୍କି କହିଲେ ଖାଲି କର ଦୋନେସ୍କ, ଖେରସନରେ ୟୁକ୍ରେନର ଆକ୍ରମଣ

କ୍ୱିଭ,୩୧ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୬ମାସ ହୋଇଥିଲେ ବି ଏବେବି ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ଏବେ ଦୋନେସ୍କରେ ଉଭୟ ଦେଶ ଆକ୍ରମଣକୁ ଯୋରଦାର କରିଛନ୍ତି । ଖେରସନରେ ବି ଭିଷଣ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ…

ଆଡଲ୍ଫ ହିଟ୍‌ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍‌ରେ ହେଲା ବିକ୍ରି

ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦ ଟଙ୍କାରେ ନିଲାମ କରାଯାଇଛି। ଜର୍ମାନ ଓ୍ବାଚ୍‌ ଫାର୍ମ ହ୍ୟୁବର୍‌ ଦ୍ୱାରା ନିର୍ମିତ ଏହି…

ଗୃହଯୁଦ୍ଧ ମୁହାଁ ଇରାକ୍‌, ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ…

ବାଗଦାଦ୍‌, ୩୦।୭ : ଇରାକ୍‌ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ ଶିଆ ଗୋଷ୍ଠୀର ହଜାରେରୁ ଅଧିକସମର୍ଥକ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ଇରାନ…

‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ରୁଷିଆ ୟୁକ୍ରେନର ଡୋନାସ୍କ, ଲୁହାନସ୍କ ସହିତ ଖେର୍ସନ ଏବଂ…

ଟ୍ରେନ୍‌-ବସ୍‌ ମୁହାଁମୁହିଁ, ୭ ଛାତ୍ର-୪ ଶିକ୍ଷକ ମୃତ…

ଢାକା, ୩୦।୭ : ବାଂଲାଦେଶର ଚଟଗାଁସ୍ଥିତ ଜଗୁଆଳୀ ବିହୀନ ରେଳ କ୍ରସିଂରେ ଏକ ମିନିବସର ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ ଜଣ…

ଆର୍ଥିକ ସଙ୍କଟ ଯୋଗୁ ବଢୁଛି ଗଣିକା ବୃତ୍ତି, ଚିନ୍ତାରେ ସରକାର…

କଲମ୍ବୋ, ୩୦।୭ : ଅର୍ଥିକ ସଙ୍କଟ ଘେରି ରହିଥିବା ଶ୍ରୀଲଙ୍କା ସାମ୍ନାରେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଚାକିରୀ ହରାଇଥିବା ଅଧିକାଂଶ ମହିଳା ବର୍ତ୍ତମାନ ରୋଜଗାର ପାଇଁ ଗଣିକା ବୃତ୍ତି ଆପଣେଇବାକୁ ହେବାକୁ ବାଧ୍ୟ ହେଉଛନ୍ତି। ଏନେଇ ସରକାରଙ୍କ ଚିନ୍ତା…

ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଛନ୍ତି ଆତଙ୍କବାଦୀ, ୬ ମାସରେ ୪୩୪ ଆକ୍ରମଣରେ ୩୨୩ ପାକିସ୍ତାନୀ ସୈନ୍ୟ ମୃତ…

ଇସଲାମାବାଦ, ୩୦।୭ : ପାକିସ୍ତାନର ସୁରକ୍ଷା ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେବଳ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସୁରକ୍ଷା ବାହିନୀ ଉପରେ ୪୩୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୩୨୩ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ…

ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ: ଛାତ୍ର-ଶିକ୍ଷକଙ୍କ ସମେତ ୧୧ମୃତ

ଢାକା,୩୦।୭: ବାଂଲାଦେଶରୁ ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଉଚ୍ଚଶିକ୍ଷା ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଏକ ଦଳ ସେମାନଙ୍କ ଶିକ୍ଷକମାନଙ୍କ ସହିତ ଟୁର୍‌ରେ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଟ୍ରେନ୍‌ ସହ ମାଇକ୍ରୋବସ୍‌ର ଧକ୍କା…

ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ

ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ କଳାସାଗରରେ ପହଞ୍ଚି ଶସ୍ୟ ରପ୍ତାନି ବ୍ୟବସ୍ଥା ନିଜେ ଯାଞ୍ଚ କରିଛନ୍ତି। ରୁଷିଆ ୟୁକ୍ରେନ ଉପରେ…

ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ

ବ୍ରାସିଲିଆ,୩୦।୭: କରୋନା ପରେ ଏବେ ଧିରେ ଧିରେ କାୟା ମେଲାଉଛି ‘ମଙ୍କିପକ୍ସ’ସଂକ୍ରମଣ। ଏହାରି ଭିତରେ ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୪୧ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁଯାୟୀ,…

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌,୩୦।୭: ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ୨୬ବର୍ଷୀୟା ମହିଳା ଅଧିକାରୀଙ୍କୁ ପୋଲିସ ବିଭାଗର ଉଚ୍ଚପଦ ମିଳିଛି। ପୁରୁଷ…

ପୃଥିବୀରେ ଖସିବ ଚାଇନା ରକେଟ

ବେଜିଂ,୩୦।୭: ଚାଇନାର ନିର୍ମାଣାଧୀନ ମହାକାଶ ଷ୍ଟେଶନକୁ ନୂତନ ବିଜ୍ଞାନ ଉପକରଣ ନେଇ ଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଓ୍ବାଇ୩ ଏବେ ପୃଥିବୀକୁ ଖସୁଛି। ଏହା ଚଳିତ ସପ୍ତାହ ଶେଷ ଭାଗରେ ଖସିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ପଡ଼ିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri