ଆଡଲ୍ଫ ହିଟ୍‌ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍‌ରେ ହେଲା ବିକ୍ରି

ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦ ଟଙ୍କାରେ ନିଲାମ କରାଯାଇଛି। ଜର୍ମାନ ଓ୍ବାଚ୍‌ ଫାର୍ମ ହ୍ୟୁବର୍‌ ଦ୍ୱାରା ନିର୍ମିତ ଏହି ଘଣ୍ଟାରେ ତାଙ୍କ ପ୍ରତୀକ ଏବଂ ଇଂରାଜୀରେ ଏଏଚ୍‌ ଖୋଦିତ ହୋଇଛି। ଏହି ଘଣ୍ଟା ମେରିଲ୍ୟାଣ୍ଡର ଆଲେକ୍‌ଜାଣ୍ଡାର୍‌ ଐତିହାସିକ ନିଲାମରେ ଜଣେ ଅଜ୍ଞାତ ବିଡରଙ୍କୁ ବିକ୍ରି କରାଯାଇଥିଲା।

ନିଲାମ ହାଉସ କହିଛି, ଜର୍ମାନୀର କୁଳପତି ହେବା ପରେ ୨୦ ଏପ୍ରିଲ ୧୯୩୩ରେ ତାଙ୍କର ୪୪ ତମ ଜନ୍ମଦିନରେ ଏହି ଘଣ୍ଟା ହିଟଲରଙ୍କୁ ଦିଆଯାଇଥିଲା। ନିଲାମଧାରୀ କହିଛନ୍ତି, ଅନୁସନ୍ଧାନକାରୀ ଏବଂ ସାମରିକ ଐତିହାସିକମାନେ ଏହାକୁ ପ୍ରାମାଣିକ ଏବଂ ଆଡଲ୍ଫ ହିଟଲରଙ୍କ ଘଣ୍ଟା ବୋଲି ବିବେଚନା କରିଛନ୍ତି।

୧୯୪୫ ମେ’ ୪ରେ ଯେତେବେଳେ ପ୍ରାୟ ୩୦ ଜଣ ଫରାସୀ ସୈନିକଙ୍କ ଏକ ଦଳ ହିଟଲରଙ୍କ ପାର୍ବତୀୟ ସ୍ଥଳ ବରଧୋକ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଘଣ୍ଟାକୁ ଯୁଦ୍ଧର ସ୍ମୃତି ଭାବରେ ନିଆଯାଇଥିଲା।

ନିଲାମ ହାଉସ ଅନୁଯାୟୀ, ଦଳର ଅନ୍ୟତମ ସଦସ୍ୟ ସାଞ୍ଜରେଟ୍‌ ରବର୍ଟ ମିଗ୍‌ନାଟ ଘଣ୍ଟା ସହିତ ଫ୍ରାନ୍ସକୁ ଫେରି ନିଜ ସମ୍ପର୍କୀୟଙ୍କ ଭାଇଙ୍କୁ ବିକ୍ରି କରିଥିଲେ। ଏହି ଘଣ୍ଟା ପୂର୍ବରୁ କେବେ ବିକ୍ରି ପାଇଁ ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ…

ନୂଆଦିଲ୍ଲୀ,୧୧।୧ : ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ ବୋଲି କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ...

୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ

ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ...

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ...

ୟୁନିସେଫ୍‌ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ସୋସିଆଲ ମିଡ଼ିଆରେ ଭାଇରାଲ

ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ସୋଲୋମନ ଦ୍ୱିପରେ ୬.୦ ତୀବ୍ରତାର ଭୂକମ୍ପ

ମଲଂଗୋ,୨୮ ।୩: ସୋଲୋମନ ଦ୍ୱିପରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ଭୂକମ୍ପର ତୀବ୍ରତା...

ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର...

ଚାଇନା ଦେଲା ଶାନ୍ତି ପ୍ରସ୍ତାବ

ବେଜିଂ,୨୫ା୨: ୟୁକ୍ରେନ୍‌ରେ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଚାଇନା ଶୁକ୍ରବାର ଶାନ୍ତି ପ୍ରସ୍ତାବ ଦେଇଛି। କିନ୍ତୁ ପାଶ୍ଚାତ୍ୟ ଶକ୍ତିଗୁଡ଼ିକ ଏହାକୁ ତତ୍କାଳ ଅଗ୍ରାହ୍ୟ କରିବା ସଙ୍ଗେ...

Advertisement
Archives

Model This Week