ଅନ୍ତର୍ଜାତୀୟ

ଜିରୋ-କୋଭିଡ୍‌ ନୀତି ହଟିଲେ ୨୦ ଲକ୍ଷଙ୍କ ଘଟିପାରେ ମୃତ୍ୟୁ

ବେଜିଂ,୪।୧୨: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତିକୁ ବିରୋଧକରି ସପ୍ତାହେ ହେଲା ଦେଶରେ ବିକ୍ଷୋଭ ଜାରି ରହିଛି। ୧୯୮୯ ଟିଆନାନ୍‌ମେନ୍‌ ସ୍କୋୟାର ବିକ୍ଷୋଭ ପରେ ଗତ ୩୩ ବର୍ଷ ମଧ୍ୟରେ ଚାଇନାରେ ଏଭଳି ବିକ୍ଷୋଭ କେବେ ଦେଖାଯାଇ ନ ଥିଲା।…

ଭାରତ ବିରୋଧରେ ବିଷ ଓଗାଳିଲେ ପାକ ସେନା ମୁଖ୍ୟ ଅସିମ ମୁନିର

ଇସଲାମାବାଦ,୪ ।୧୨: ପାକିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ (ସିଓଏଏସ) ଜେନରାଲ ଅସିମ ମୁନିର ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଜେନରାଲ ଅସିମ ମୁନିର ଶନିବାର (୩ ଡିସେମ୍ବର) ଏକ ଉସକାଇବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି…

ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…

ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। ଛାତ୍ରବୃତ୍ତି ପାଇଁ ଆବେଦନ…

ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…

ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ ବିଦେଶୀ…

ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କଲେ ଏକଛତ୍ରବାଦୀ ଶାସକ କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୨ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ଦେଶରେ ପିଲାମାନଙ୍କର ନାମକରଣ ଉପରେ କଟକଣା ଲଗାଇଛନ୍ତି। କିମ ଜୋଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନଙ୍କର ଏପରି ନାମକରଣ କରାଯିବା ଉଚିତ ନୁହେଁ ଯାହା…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୧୮ କିଲୋମିଟର ଗଭୀରରେ ଅବସ୍ଥିତ। ଦେଶର ଜିଓଫିଜିକ୍ସ ଏଜେନ୍ସି ବିଏମ୍‌କେଜି ଦ୍ୱାରା…

୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…

ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍‌ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି। ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ ପରେ…

ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ପଠାଯାଉଛି ରକ୍ତାକ୍ତ ପ୍ୟାକେଟ, ଚିଠି ସହ ମିଳୁଛି ପ୍ରାଣୀଙ୍କ ଆଖି

କ୍ୱିଭ,୩ ।୧୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ପ୍ରାୟ ୧୦ ମାସ ହେବ ଯୁଦ୍ଧ ଲାଗି ରହିଛି । ଏଥିରେ ଉଭୟ ଦେଶର ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲେ ବି କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର…

ଆଣବିକ ଯୁଦ୍ଧ ମୁହାଁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ମସ୍କୋ/କ୍ୱିଭ,୩।୧୨ : ଗତ ୧୦ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ଆଶଙ୍କା ଏବେ ବୃଦ୍ଧି ପାଇଛି। ୟୁକ୍ରେନ ସେନା ଦାବି କରିଛି ଯେ ରୁଷିଆ ବର୍ତ୍ତମାନ ଆଣବିକ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି।…

ପାକିସ୍ତାନ ଦୂତାବାସ ଆକ୍ରମଣ ମାମଲା : ଜବାବ ତଲବ ପରେ ଆଫଗାନ ରାଷ୍ଟ୍ରଦୂତ ହାଜର…

ଇସଲାମାବାଦ,୩।୧୨ : କାବୁଲରେ ଥିବା ପାକିସ୍ତାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇସଲାମାବାଦରେ ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଥିଲା। ପରେ ସେ ହାଜର ହୋଇଥିଲେ। କାବୁଲରେ ଏହାର ମିଶନ ପ୍ରମୁଖଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପାକିସ୍ତାନ ସରକାର…

ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…

ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା।…

ନୂଆ ନିଯୁକ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଲେ ପାକ ସେନା ମୁଖ୍ୟ

ଇସଲାମାବାଦ,୩ ।୧୨: ପାକିସ୍ତାନ ସେନାର ନୂଆ ମୂଖ୍ୟ ଜେନରାଲ ମୁନିର ସେନାରେ ବଡ ଧରଣର ପରିବର୍ତ୍ତନ କରି ଜଣେ ଇଞ୍ଜିନୟରଙ୍କୁ ଅନ୍ତର ସେବା ଜନସମ୍ପର୍କ(ଆଇଏସପିଆର)ର ମୁଖ୍ୟ ଭାବେ ନିଯୁକ୍ତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ‘ଡନ’ ନ୍ୟୁଜର ସୂଚନା ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri