‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ରୁଷିଆ ୟୁକ୍ରେନର ଡୋନାସ୍କ, ଲୁହାନସ୍କ ସହିତ ଖେର୍ସନ ଏବଂ ଜାପୋରିଜଝିୟାକୁ ଅକ୍ତିଆର କରିବାକୁ ଚାହୁଁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରୁଷିଆ କହିଛି ଏହି ଅଭିଯାନ ଜାରି ରହିବ।

ୟୁକ୍ରେନ ସୈନ୍ୟ କହିଛନ୍ତି, ଅତି କମ୍‌ରେ ସେ ୧୦୦ ରୁଷିଆ ସୈନ୍ୟଙ୍କୁ ହତ୍ୟା କରିଛନ୍ତି। ୭ଟି ଟ୍ୟାଙ୍କର ଏବଂ ଦୁଇଟି ଅସ୍ତ୍ରଶସ୍ତ୍ର ଡିପୋକୁ ଧ୍ୱଂସ କରିଛନ୍ତି। ଖେର୍ସନକୁ ସଂଯୋଗ କରୁଥିବା ରେଳ ସେବା ମଧ୍ୟ ବ୍ୟାହତ ହୋଇଛି। ୟୁକ୍ରେନ ଅଧିକାରୀ କହିଛନ୍ତି, ରୁଷିଆ ରାତିରେ ଖାର୍କିଭ ଏବଂ ମାଇକୋଲାଇଭ ଉପରେ ପ୍ରବଳ ବୋମା ବିସ୍ଫୋରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ଛାଡିଛନ୍ତି ଜେଲେନ୍‌ସ୍କି ଖବର ମଧ୍ୟରେ ଭିଡିଓ ଜାରି କଲେ ରାଷ୍ଟ୍ରପତି

କ୍ୱିଭ୍‌,୮ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବାକୁ ୧୨ ଦିନ ପୂରଣ ହୋଇ ସାରିଛି । ୧୩ ଦିନରେ ବି ରୁଷିଆ ପକ୍ଷରୁ ଆକ୍ରମଣକୁ...

ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି।...

କରୋନା ଆକ୍ରାନ୍ତଙ୍କ ସ୍ମୃତିଶକ୍ତି ହ୍ରାସ ପାଉଛି, ମନରେ ସୃଷ୍ଟି ହେଉଛି ଭ୍ରମ !

ଆନାପୋଲିସ୍‌, ୨୭।୯: କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏନେଇ ମେରୀଲାଣ୍ଡର ଜନ୍‌ ହପକିନ୍ସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ...

ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୪।୧୨: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସି ପରିହାସର ଶିକାର ହେଉଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଏଥର ମଧ୍ୟ ସେମିତି ଏକ...

ସଙ୍କଟରେ ବୋରିସ ଜନସନ ସରକାର

ଲଣ୍ଡନ,୬।୭: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରୁ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ୱିଲ କୁଇନ୍ସ ଏବଂ ଲୌରା ଟ୍ରଟ ଇସ୍ତଫା ଦେଇଛନ୍ତି।...

ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ...

ପ୍ରତ୍ୟର୍ପଣ ପାଇଁ ଡୋମିନିକା ରାଜି

ରୋଷେଉ,୩ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଅଡ଼ୁଆ ବଢ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଜାଲିଆତି କରି ଫେରାର ହୋଇଥିବା...

ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୧ ନବଜାତ ଶିଶୁ ଜୀବନ୍ତ ଦଗ୍ଧ…

ଡାକାର, ୨୬।୫ : ସେନେଗାଲର ଟିଓ୍ବାଉନେ ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୧ ନବଜାତ...

Advertisement
Archives

Model This Week