ଅନ୍ତର୍ଜାତୀୟ

ହିଜାବ ନ ପିନ୍ଧିବାରୁ ଆଥ୍‌ଲେଟ୍‌ଙ୍କ ଘର ଭାଙ୍ଗିଦେଲେ ସରକାର

ତେହରାନ,୪ା୧୨: ଇରାନୀୟ ରକ୍‌ କ୍ଲାଇମର ଏଲ୍‌ନାଜ୍‌ ରେକାବିଙ୍କ ପୈତୃକ ଘରକୁ ସରକାର ଭାଙ୍ଗିଦେଇଛନ୍ତି। ତାଙ୍କ ଦୋଷ ହେଲା ଗତ ଅକ୍ଟୋବରରେ ଦକ୍ଷିଣ କୋରିଆରେ ଆୟୋଜିତ ଏକ ଇଭେଣ୍ଟରେ ସେ ବିନା ହିଜାବରେ ଭାଗନେଇଥିଲେ। ଉଚ୍ଛେଦକାରୀମାନେ ବୁଲ୍ଡୋଜର ଲଗାଇ ୩୯ ବର୍ଗ ମିଟର…

ବାପାଙ୍କ ଆଖି ଆଗରେ ପୁଅକୁ ଟାଣିନେଲା କୁମ୍ଭୀର

ମାଲେସିଆ,୪।୧୨: ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି। ଶିଶୁ ପୁତ୍ରର ବୟସ ୧ବର୍ଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ କୁମ୍ଭୀର…

ଜାପାନରେ କମି ଚାଲିଛି ଶିଶୁ ଜନ୍ମହାର, ଚିନ୍ତାରେ ସରକାର

ଟୋକିଓ,୪ ।୧୨: ଜାପାନରେ ଚଳିତ ବର୍ଷ ଶିଶୁ ଜନ୍ମହାର ଏତେ ପରିମାଣରେ କମ୍ ହୋଇଛି ଯେ ଏବେ ଏହା ରେକର୍ଡ କରିଛି । ଏଥିରୁ ଅନୁମାନ କରାଯାଉଛି କି ଜାପାନର ଜନସଂଖ୍ୟା ଅନୁମାନ ପୂର୍ବରୁ କମ୍ ହୋଇ ୧୦ କୋଟିରୁ ତଳକୁ…

ଇରାନରେ ୪ ଜଣଙ୍କୁ ଫାଶୀ, ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ତେହେରାନ,୪ ।୧୨: ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଇରାନରେ ରବିବାର ୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ଇରାନର ସୁପ୍ରିମ କୋର୍ଟ ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍‌…

ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ ପୀଡିତ ଥିବା କୁହାଯାଇଛି, ଯାହା କ୍ରେମଲିନ ଦ୍ୱାରା ପ୍ରମାଣିତ ହୋଇନାହିଁ କିମ୍ବା ଅସ୍ବୀକାର କରାଯାଇ…

୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…

ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ ଯୋଗୁ ପ୍ରତିବର୍ଷ ପ୍ରାୟ ୧ କୋଟି ୭୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ। ଏହି…

ୟୁକ୍ରେନ ହାରିଲେ ୟୁରୋପ ସମେତ ଆମେରିକା ହେବ ପ୍ରଭାବିତ…

ମସ୍କୋ/କ୍ୱିଭ୍‌,୪।୧୨ : ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ ଡେର୍‌ ଲେଏନଙ୍କ ରୁଷିଆ ସହିତ ଯୁଦ୍ଧରେ ଏକ ଲକ୍ଷ ୟୁକ୍ରେନ ସୈନିକ ଏବଂ ୨୦ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ପାଶ୍ଚାତ୍ୟ ଦେଶର ଲୋକମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି…

ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର, ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ୧୪ ଏକର କ୍ୟାମ୍ପସରେ ମୋବାଇଲ ଫୋନ ବ୍ୟବହାର କରିବାକୁ…

ଜି-୨୦ ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ସମସ୍ତ ଦେଶକୁ ଏକଜୁଟ କରିବେ ମୋଦି : ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଟୁଇଟ…

ନୂଆଦିଲ୍ଲୀ/ପ୍ୟାରିସ,୪।୧୨ : ଭାରତ ଜି -୨୦ର ଅଧ୍ୟକ୍ଷ ହେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିଜର ଏକ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସେ ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ…

୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…

ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ ଦାବି ଆଗରେ ମୁଣ୍ଡ ନୋଇବାକୁ ପ୍ରସ୍ତୁତ ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ ସରକାର ନତମସ୍ତକ…

ଉନ୍ନତ ଟିକା ବ୍ୟବହାର କରିବାକୁ ଚାହୁଁନାହାନ୍ତି ଜିନ୍‌ପିଙ୍ଗ୍‌: ଆମେରିକା

ଓ୍ବାଶିଂଟନ,୪ା୧୨: ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଏଭ୍‌ରିଲ୍‌ ହେନ୍ସ କହିଛନ୍ତି, ଯଦିଓ ନିକଟରେ ହୋଇଥିବା ବିରୋଧ କମ୍ୟୁନିଷ୍ଟ ଦଳର ଶାସନକୁ ବିପଦରେ ପକାଉ ନାହିଁ, ତଥାପି ଶି’ ଜିନ୍‌ପିଙ୍ଗଙ୍କ ବ୍ୟକ୍ତିଗତ ସ୍ଥିତିକୁ ପ୍ରଭାବିତ କରିପାରନ୍ତି। ଶି’ଙ୍କ ଜିରୋ-କୋଭିଡ୍‌ ନୀତି ତୀବ୍ର ଅର୍ଥନୈତିକ…

ହଣ୍ଟର ବାଇଡେନ୍‌ଙ୍କ ଲାପ୍‌ଟପ୍‌ ଷ୍ଟୋରି, ଚର୍ଚ୍ଚାରେ ୨ ଭାରତୀୟ ବଂଶୋଦ୍ଭବ

ସାନ୍‌ ଫ୍ରାନ୍ସସିସ୍କୋ,୪।୧୨(ପି.ଟି./ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ତଥା ଟୁଇଟର ସିଇଓ ଏଲନ୍‌ ମସ୍କ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍‌ ରୋ ଖାନ୍ନାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆ ସାଇଟ୍‌ର କେତେକ ଭିତିରି ଫାଇଲକୁ ଜାରି କରିଛନ୍ତି। ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅବ୍ୟବହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri