ହିଜାବ ଆନ୍ଦୋଳନକୁ ସମର୍ଥନ କଲେ ବାଇଡେନ;ଆପତ୍ତି ଉଠାଇଲା ଇରାନ
ତେହେରାନ,୧୬।୧୦: ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଦେଶବ୍ୟାପୀ ବିରୋଧକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସାହସ…
ଚାଇନାକୁ କଡ଼ା ଜବାବ ଦେଲା ତାଇଓ୍ବାନ
ତାଇପେଇ,୧୬ା୧୦: ତାଇଓ୍ବାନ ଚାଇନାର ବିବୃତ୍ତି ଉପରେ କଡ଼ା ଜବାବ ଦେଇଛି। ତାଇଓ୍ବାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ବାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ। ଏହାପୂର୍ବରୁ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଥିଲେ, ବେଜିଂ ତାଇଓ୍ବାନକୁ…
୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ ପୁଟିନ
ମସ୍କୋ୧୬।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ। ସେଠାରେ କୌଣସି ସଫଳତା ମିଳିବା ଆଶା ନ ଥିବାରୁ ସେ ଏପରି ନିଷ୍ପତ୍ତି ଦେଇଛି। ରବିବାର ରୁଷିଆର ରାଷ୍ଟ୍ରପତିଙ୍କ…
ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…
ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର…
ପାକିସ୍ତାନ ସବୁଠୁ ବିପଜ୍ଜନକ ରାଷ୍ଟ୍ର: ବାଇଡେନ୍
ଓ୍ବାଶିଂଟନ,୧୬।୧୦: ପାକିସ୍ତାନ ବିଶ୍ୱରେ ଅନ୍ୟତମ ସବୁଠୁ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ପାକ୍ ଅଣୁଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ହେଁ ସେଗୁଡ଼ିକୁ ସୁସଂଗଠିତ ଭାବେ ସୁରକ୍ଷିତ ରଖିବାର ଦକ୍ଷତା ଏହାର ନାହିଁ। କାଲିଫର୍ନିଆର ଲସ୍ ଏଞ୍ଜେଲସ୍ଠାରେ ଡେମୋକ୍ରାଟିକ୍…
ଆହୁରି ଶକ୍ତିଶାଳୀ ହେବେ ଜିନ୍ପିଙ୍ଗ୍
ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍ପିଙ୍ଗ୍ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ରବିବାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଞ୍ଚବର୍ଷୀୟ ବୈଠକ ବସିବ। ରାଷ୍ଟ୍ରପତି ଶି ଜିନ୍ପିଙ୍ଗ(୬୯)…
ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା ନିଜେ ନିଷ୍ପତ୍ତି ନିଏ। ଆମେରିକାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ…
ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…
ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ ହଂକାୀଂ ଅରାଜକତାକୁ ଶାସନରେ ପରିଣତ କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଆୟୋଜିତ ଏହି…
ଚାଇନାରେ ସିସିପି ବୈଠକ ଆରମ୍ଭ, ତୃତୀୟ ଥର କ୍ଷମତା ଦଖଲ ପାଇଁ ଜିନପିଙ୍ଗଙ୍କ ପ୍ରସ୍ତୁତି…
ବେଜିଂ,୧୬।୧୦ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ୨୦ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି। ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୨ରେ ଶେଷ ହେବ। ବିଶେଷ କଥା ହେଉଛି ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ…
ବ୍ରିଟେନରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ, ଋଷି ସୁନାକଙ୍କ ଲାଗି ସୁଯୋଗ…
ଲଣ୍ଡନ,୧୬।୧୦ : ବ୍ରିଟେନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି। ଏକ ମାସ ପୂର୍ବରୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀଙ୍କ ଭାବେ ନିର୍ବାଚିତ ହୋଇଥିଲେ । ବିପଦ ପଛର କାରଣ…
ରୁଷିଆ ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ, ୧୧ ମୃତ, ୧୫ ଆହତ
କ୍ୱିଭ,୧୬ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।…
ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଆହତ, ଲୋକେ କହୁଛନ୍ତି ଫୁଟିଛି ଗୁଳି
ତେହେରାନ,୧୬ ।୧୦: ଇରାନର ରାଜଧାନୀ ତେହେରାନର ଇଭିନ ଜେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଜେଲରେ ଅନେକ ରାଜନେତା ବନ୍ଦୀ ଭାବେ ରହୁଥିବା ବେଳେ ଦୁଇଟି ଦେଶର ନାଗରିକତା ରଖିଥିବା ଅନେକ କଏଦୀ ବି ଏହି ଜେଲରେ ରହୁଛନ୍ତି ।…
Archives


