ମେକ୍ସିକୋର ପ୍ରତିଶୋଧ ନେଲା ରୁଷିଆ: ଡୋନେଟସ୍କରେ ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କଲା…

ମସ୍କୋ,୪।୧ : ରୁଷିଆରେ ମେକ୍ସିକୋରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ଆକ୍ରମଣରେ ୬୩ ରୁଷିଆ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ରୁଷିଆ ଡୋନେଟସ୍କର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୩୦ ୟୁକ୍ରେନ ସୈନ୍ୟଙ୍କୁ ହତ୍ୟା କରିଛି। ରୁଷିଆର ବାୟୁସେନା ରିପୋର୍ଟ କରିଛି ଯେ କ୍ରାସନୋୟ, ପେଟ୍ରୋଭସ୍କୋ, ନେଭେଲସ୍କୋ, ଜର୍ଜିଆଭକା ଏବଂ ପୋବେଡା ଉପରେ ହୋଇଥିବା ଆକ୍ରମଣରେ ସର୍ବାଧିକ ୯୦ ୟୁକ୍ରେନ ସୈନ୍ୟଙ୍କର ମୃତ୍ୟୁ ଘଟିଛି।

ଜୋଲୋଟାୟା ନିଭା ଏବଂ ନୋଭୋଦୋନେସ୍କୋଏରେ ୩୦ ଜଣ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏଥିସହ ଅବଶିଷ୍ଟ ୧୦ ୟୁକ୍ରେନ ସୈନ୍ୟଙ୍କର ଖାରକିଭରେ ମୃତ୍ୟୁ ହୋଇଥିବାର ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ସହ ଗୁଣନର ସରଳ ଟ୍ରିକ୍‌

ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ...

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ...

ସାବଧାନ ! ସ୍ମାର୍ଟଫୋନ୍‌ରୁ ଶୀଘ୍ର ଡିଲିଟ୍‌ କରନ୍ତୁ ଏସବୁ ଆପ୍‌…

ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍‌ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ଟାର୍ଗେଟ୍‌ କରିଛି। ଏସବୁ ଆପ୍‌କୁ ଶୀଘ୍ର ନିଜ...

ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ

ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ...

୪ ମିନିଟରେ ମିଳିବ କରୋନା ରିପୋର୍ଟ

ବେଜିଂ,୯।୨: କରୋନା ମହାମାରୀରୁ ବିଶ୍ୱ କେବେ ମୁକୁଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଏନେଇ ବିଶ୍ୱ ଏହା ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବି ଏହାର...

ରୁଷ୍‌ ସଂସ୍କୃତିମନ୍ତ୍ରୀ କରୋନା ପଜିଟିଭ୍‌

ମସ୍କୋ,୭।୫: ରୁଷ୍‌ ସଂସ୍କୃତିମନ୍ତ୍ରୀ ଓଲ୍‌ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ତାଙ୍କ ପ୍ରବକ୍ତା ଆନ୍ନା ଉଷାଚ୍ୟୁଭା ସୂଚନା ଦେଇଛନ୍ତି। ତାଙ୍କୁ...

ମରିୟମଙ୍କ ସାକ୍ଷାତ୍‌କାରକୁ ଜବରଦସ୍ତ ବନ୍ଦ କରି ଦିଆଗଲା

ଇସଲାମାବାଦ,୧୨।୭: ପାକିସ୍ତାନ ମିଡିଆ ସେନସରଶିପ୍‌କୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ନେତା ମିରିୟମ ନଓ୍ବାଜଙ୍କ ସାକ୍ଷାତ୍‌କାରକୁ ପାକିସ୍ତାନ ନ୍ୟୁଜ ଚ୍ୟାନେଲ...

କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ ହେବନାହିଁ କରୋନା!

ୱାଶିଂଟନ,୬ ।୧୦: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପୂର୍ବରୁ କୁହାଯାଉଥିଲା ଯେ କୌଣସି ସ୍ଥାନକୁ ଅବା ବସ୍ତୁକୁ ଛୁଇଁବା ପରେ ପ୍ରଥମେ ହାତକୁ ସାନିଟାଇଜ...

Advertisement
Archives

Model This Week