ଅନ୍ତର୍ଜାତୀୟ

ଚାଇନାରେ ପୁଣି ଲକ୍‌ଡାଉନ୍‌

ବେଜିଂ,୧୪ା୧୦: ଚାଇନାରେ କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କଲାଣି। ଫଳରେ ଚିନ୍ତାରେ ପଡ଼ିଛନ୍ତି ସରକାର। ଗତ ୩ ମାସ ମଧ୍ୟରେ ଚାଇନାରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଛି। କରୋନା ମାମଲା ବୃଦ୍ଧି ପାଉଥିବା ବେଳେ…

ଆମେରିକାରେ ପାକିସ୍ତାନ ମନ୍ତ୍ରୀ ଅପମାନିତ: ଚୋର-ଚୋର ସ୍ଲୋଗାନ ଦେଲେ ଲୋକେ

ନ୍ୟୁୟର୍କ,୧୪।୧୦: ପାକିସ୍ତାନରେ ସରକାର ବଦଳିଥାଇପାରେ, କିନ୍ତୁ ବିଶ୍ୱ ସ୍ତରରେ ଏହାର ଚରିତ୍ର ସମାନ ରହିଛି। ଅତୀତରେ ମଧ୍ୟ ପାକିସ୍ତାନ ଅନେକ ଥର ଅନ୍ତର୍ଜାତୀୟ ସ୍ତରରେ ବିରୋଧର ସମ୍ମୁଖୀନ ହୋଇଥିଲା, ଏହି ଧାରା ଅବ୍ୟାହତ ରହିଛି। ବର୍ତ୍ତମାନ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କୁ ଆମେରିକାରେ ପ୍ରବଳ…

ପ୍ରଥମଥର ପାଇଁ ଚାଇନାରେ ଲାଗିଲା ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର

ବେଜିଂ,୧୪।୧୦: ଚାଇନାରେ ବର୍ତ୍ତମାନର ସରକାର ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମଥର ପାଇଁ ବେଜିଂର ଦୋକାନ ବାହାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର ଲାଗିଛି। ଚାଇନା ରାଜଧାନୀ ବେଜିଂ ରାସ୍ତାରେ ଏହି ବ୍ୟାନରଗୁଡିକର ଲାଗିଛି। ଯାହାର ଫଟୋ…

୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ…

କୋହିନୁର ପିନ୍ଧିବେ ନାହିଁ ରାଣୀ କାମିଲା, ଭାରତୀୟ ଅଧିକାରୀ କହିଲେ ଏହା ଔପନିବେଶିକ ଅତୀତର ସ୍ମୃତିକୁ ଫେରାଇ ଆଣିବ

ଲଣ୍ଡନ,୧୪ ।୧୦: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ରାଜ ପରିବାରର କିଙ୍ଗ ଚାର୍ଲସ ତୃତୀୟ ଇଂଲଣ୍ଡର ନୂଆ ରାଜା ଓ ତାଙ୍କ ପତ୍ନୀ କାମିଲା ନୂଆ ରାଣୀ ହୋଇଛନ୍ତି । ନୂଆ ରାଜାଙ୍କ ରାଜ୍ୟାଭିଷେକ ପୂର୍ବରୁ ରାଣୀ…

ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ଓ୍ବାଶିଂଟନ୍‌,୧୪।୧୦: ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଉତ୍ତର କାରୋଲିନାରେ ଘଟିଥିବା ଏହି ଗୁଳିକାଣ୍ଡରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏହା ସହିତ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ…

ଅବଦୁଲ ଲତିଫ ରଶିଦ ଇରାକ ରାଷ୍ଟ୍ରପତି ନିର୍ବାଚିତ

ବାଗଦାଦ,୧୪।୧୦: ଇରାକ ପାର୍ଲାମେଣ୍ଟ ସଦସ୍ୟମାନେ କୁର୍ଦ୍ଦିଶ ନେତା ଅବଦୁଲ ଲତିଫ୍‌ ରଶିଦ୍‌ଙ୍କୁ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି। ଫଳରେ ବର୍ଷେ ହେଲା ଲାଗିରହିଥିବା ରାଜନୈତିକ ଅଚଳାବସ୍ଥା ଦୂର ହୋଇ ନୂଆ ସରକାର ଗଠନ ଲାଗି ପଥ ପରିଷ୍କାର ହୋଇଯାଇଛି। ଗୁରୁବାର…

ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ରୁଷିଆ

ମସ୍କୋ/କିଭ୍‌/ଲଣ୍ଡନ,୧୪ା୧୦: ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସାମରିକ ମେଣ୍ଟରେ ୟୁକ୍ରେନ୍‌ ସାମିଲ ହେଲେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରରେ ଘମାଘୋଟ ଲଢ଼େଇ ହେବ। ଏହି ସଂଘର୍ଷରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ବୋଲି ଗୁରୁବାର ରୁଷିଆ ସୁରକ୍ଷା…

ଝୁଲିଲା ଭାରତ, ବ୍ରିଟେନ ଏଫ୍‌ଟିଏ

ନୂଆଦିଲ୍ଲୀ/ଲଣ୍ଡନ,୧୪ା୧୦:ବ୍ରିଟେନରେ ବସବାସ କରୁଥିବା ଉଚ୍ଚ ଦକ୍ଷତାସମ୍ପନ୍ନ ପ୍ରବାସୀଙ୍କ ମଧ୍ୟରେ ଭାରତୀୟମାନେ ଲଗାତର ସର୍ବାଗ୍ରେ ରହିଆସିଛନ୍ତି। ସଦ୍ୟ ତଥ୍ୟାନୁସାରେ ଚଳିତବର୍ଷ ପ୍ରାୟ ୧,୧୮,୦୦୦ ଭାରତୀୟ ଛାତ୍ରୀଛାତ୍ର ବ୍ରିଟେନର ଷ୍ଟୁଡେଣ୍ଟ ଭିଜା ପାଇଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ୮୯% ଅଧିକ। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ…

ୟୁକ୍ରେନ୍‌ର ମାଇକୋଲିଭ ଉପରେ ରୁଷିଆର ମିଶାଇଲ ବର୍ଷା, ଇରାନୀ ଡ୍ରୋନରୁ କ୍ୱିଭ ଉପରେ ଆକ୍ରମଣ

କ୍ୱିଭ,୧୪ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବେଳକୁ ବେଳ ଚିନ୍ତା ବଢିବାରେ ଲାଗିଛି । ଗୁରୁବାର ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିନ୍ଦା କରାଯାଉଥିବା ବେଳେ ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ମାଇକୋଲିଭ…

ଇରାକକୁ ମିଳିଲା ନୂଆ ରାଷ୍ଟ୍ରପତି

ବାଗଦାଦ,୧୩।୧୦: ଇରାକ ପାର୍ଲାମେଣ୍ଟ ସଦସ୍ୟମାନେ କୁର୍ଦ୍ଦିଶ ନେତା ଅବଦୁଲ ଲତିଫ୍‌ ରଶିଦ୍‌ଙ୍କୁ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି। ଫଳରେ ବର୍ଷେ ହେଲା ଲାଗିରହିଥିବା ରାଜନୈତିକ ଅଚଳାବସ୍ଥା ଦୂର ହୋଇ ନୂଆ ସରକାର ଗଠନ ଲାଗି ପଥ ପରିଷ୍କାର ହୋଇଯାଇଛି।…

ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ

ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri