ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା ଇରାନ ବିଶ୍ୱବିଦ୍ୟାଳୟ,ଘୋଷଣା କଲା ଛାତ୍ରବୃତ୍ତି…

ତେହେରାନ,୪।୧ : ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଏହା ଦ୍ୱାରା ସେମାନଙ୍କର ଉଚ୍ଚଶିକ୍ଷା ସହଜ ହୋଇ ପାରିବ।

ତାଲିବାନ ଦେଶରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଉପରେ ବିଭିନ୍ନ କଟକଣା ଜାରି କରିବା ଆରମ୍ଭ କରିଛି। ଆମେରିକା ସମେତ ଅନ୍ୟ ଦେଶ ତଥା ଜାତିସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ: ୧୦ ମୃତ

ହେନାନ୨୦।୭: ଚାଇନାର ହେନାନରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ...

ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ...

ରୁଷିଆକୁ ଝଟ୍‌କା ଦେଲା ଭାରତ

ନ୍ୟୁୟର୍କ,୧୧।୧୦: ୟୁକ୍ରେନ ସଙ୍କଟ ମାମଲାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଭାରତ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନର ଚାରୋଟି...

ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି...

ଭାରତ- ଇଣ୍ଟରନେଟ୍‌ କମ୍ପାନୀ ସହ କାମ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...

ଲାଲ୍‌ଗ୍ରହରେ ଜୀବସତ୍ତା ଅନ୍ବେଷଣ

ଓ୍ବାଶିଂଟନ,୩୧ା୭:ପର୍ସିଭରାନ୍ସ ୭ ମାସ ପରେ ମଙ୍ଗଳରେ ଅବତରଣ କରିବ। ୩.୫୦୦ ବିଲିୟନ ବର୍ଷ ପୂର୍ବେ ଲାଲ୍‌ଗ୍ରହରେ ଥିବା ଜେଜିରୋ ହ୍ରଦ ଏକ ବୃହତ୍‌ ଗର୍ତ୍ତରେ ପରିଣତ...

ଯୁଦ୍ଧ ନେଇ ଚାଇନାର ଶାନ୍ତି ମନ୍ତବ୍ୟ, ଭାରତ ସହିତ ମିଳିମିଶି ରହିବୁ …

ବେଜିଂ, ୧୨।୬ : ଚାଇନାର ଦୁଇ ପ୍ରକାର ଚେହେରା ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ପରିସ୍ଥିତି ତିକ୍ତ...

ମୋଦିଙ୍କ ୨୧ ଦିନ ଲକ୍‌ଡାଉନ୍‌: କରୋନା ସଂକ୍ରମିତ ଦେଶଙ୍କ ପାଇଁ ଏକ ଆଦର୍ଶ

ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week