ଅନ୍ତର୍ଜାତୀୟ

ନିର୍ଣ୍ଣାୟକ ମୋଡ଼ରେ ଆଣବିକ ଚୁକ୍ତି

ଓ୍ବାଶିଂଟନ/ତେହରାନ,୨୫ା୮: ୨୦୧୫ ଇରାନ ଆଣବିକ ଚୁକ୍ତିର ପୁନଃ ପ୍ରଚଳନ ପାଇଁ ତେହରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଗକୁ ବଢ଼ିବା ନିମନ୍ତେ ଚଳିତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଷ୍ପତ୍ତି ନେଇପାରନ୍ତି। ତେବେ ଏହି ଐତିହାସିକ ଡିଲ୍‌କୁ ପୁଣି ଥରେ…

ମିଳିଲା ମଙ୍ଗଳ ମାଟି ଉପଯୋଗୀ ଉଦ୍ଭିଦ

ନୂଆଦିଲ୍ଲୀ, ୨୫ା୮: ମଙ୍ଗଳରେ ମନୁଷ୍ୟ ରହିପାରିବା ଭଳି ପରିବେଶ ସୃଷ୍ଟି ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଜଳ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପାଇଁ…

ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଏକ ରେଲୱେ ଷ୍ଟେଶନରେ ରକେଟ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣରେ…

ଆମେରିକାର ଫାଷ୍ଟ ଲେଡି ପୁଣିଥରେ କରୋନା ପଜିଟିଭ

ୱାଶିଂଟନ,୨୫ ।୮: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ଦୃଷ୍ଟି ରଖିଛନ୍ତି । ୨୪ ଅଗଷ୍ଟରେ ତାଙ୍କର ଏକ…

ଇଶାନିନ୍ଦା ଆଇନ ପାଲଟିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାରର ମାଧ୍ୟମ, ୨୦୨୧ରେ ୫୮୫ ଗିରଫ…

ଇସଲାମାବାଦ, ୨୪।୮ : ପାକିସ୍ତାନରେ ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ହତ୍ୟା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇଶା ନିନ୍ଦା ଆଇନ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାରର ସବୁଠାରୁ ବଡ…

ୟୁକ୍ରେନ୍‌ ଛାଡ଼ିବାକୁ ଆମେରିକୀୟଙ୍କୁ ପରାମର୍ଶ

କିଭ୍‌/ଓ୍ବାଶିଂଟନ୍‌, ୨୪।୮: ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ୟୁକ୍ରେନ୍‌ ବୁଧବାର ଏହାର ୩୧ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଦିନ ରୁଷିଆ କିଭ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା ରହିଛି। ସାଧାରଣ ନାଗରିକ ଏବଂ ସରକାରୀ…

ଡ୍ରଗ୍ସ ଟେଷ୍ଟରେ ପ୍ରଧାନମନ୍ତ୍ରୀ ପାସ୍‌

ହେଲସିଙ୍କି,୨୪।୮: ଏକ ପାର୍ଟିରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ୍‌ ନାଚଗୀତ କରୁଥିବାର ଫଟୋ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍‌ନା କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଡ୍ରଗ୍ସ ନେଇ ପାର୍ଟି କରିଥିବା ବିରୋଧୀ ଅଭିଯୋଗ ଆଣିବା ପରେ ଏହା ଗୁରୁତ୍ୱର…

ବଳାତ୍କାର ଭିଡିଓ ପୋଷ୍ଟକଲେ ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ରୋମ, ୨୪ା୮: ଇଟାଲୀର ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଦକ୍ଷିଣପନ୍ଥୀ ନେତ୍ରୀ ଜିଓରଜିଆ ମେଲୋନି ଟୁଇଟରରେ ୟୁକ୍ରେନୀୟ ମହିଳାଙ୍କ ବଳାତ୍କାର ଭିଡିଓ ପୋଷ୍ଟ କରି ବିବାଦରେ ଫସିଛନ୍ତି। ଏହାକୁ ନେଇ ମେଲୋନିଙ୍କ ବିପକ୍ଷବାଦୀ ରାଜନୈତିକ ଦଳ ସମେତ ମାନବାଧିକାର କର୍ମୀ ସମାଲୋଚନା କରିଛନ୍ତି।…

ସୁରକ୍ଷା ପରିଷଦରେ ଭାରତ କଡ଼ା ଆଭିମୁଖ୍ୟ,ଆତଙ୍କବାଦ ନେଇ ଦୋମୁହାଁ ମାପଦଣ୍ଡ ବନ୍ଦ କରୁ ଚାଇନା…

ଜେନେଭା, ୨୩।୮ : ଆତଙ୍କବାଦ ଉପରେ ଦୋମୁହାଁ ମାପଦଣ୍ଡ ଗ୍ରହଣ ନକରିବାକୁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଚେତାବନୀ ଦେଇଛି। ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଯଥାସ୍ଥିତିରେ ପରିବର୍ତ୍ତନ କରିବାକୁ ଚାହୁଁଥିବା କୌଣସି ବାଧ୍ୟତାମୂଳକ କିମ୍ବା…

ଇମ୍ରାନ୍‌ଙ୍କୁ ପାଗଳ କରିଛି କ୍ଷମତା ଲୋଭ…

ଇସଲାମାବାଦ୍‌, ୨୩।୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ନିକଟରେ ତାଙ୍କ ବିରୋଧରେ ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ ହୋଇଛି। ଏବେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଇମ୍ରାନଙ୍କ ନାମ ନ ନେଇ…

ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବଙ୍କୁ ୧୨ ବର୍ଷ ଜେଲ ଦଣ୍ଡାଦେଶ…

କୁଆଲାମ୍ପୁର, ୨୩।୮ : ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ଝଟ୍‌କା ଦେଇଛନ୍ତି। ରାଜ୍ୟ ପାଣ୍ଠିରୁ ଲୁଟ ସମ୍ପର୍କିତ ମାମଲାରେ କୋର୍ଟ ରଜାକଙ୍କୁ ୧୨ ବର୍ଷର ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏପି…

ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ

ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଆମେରିକାରେ ଅଧିକ ମାମଲା ରେକର୍ଡ କରାଯାଇଛି। ଆଫ୍ରିକା ମହାଦ୍ୱୀପ ପରେ ଆମେରିକା ହେଉଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri