ଅନ୍ତର୍ଜାତୀୟ

ଡିଲ ପୂର୍ବରୁ ହଠାତ୍ ଟୁଇଟର ହେଡକ୍ୱାର୍ଟର ପହଞ୍ଚିଲେ ଏଲନ ମସ୍କ, ସାଙ୍ଗରେ ନେଇଥିଲେ ଏମିତି ଜିନିଷ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା

କାଲିଫର୍ନିଆ,୨୭ ।୧୦: ବହୁତ ଦିନର ଅପେକ୍ଷା ପରେ ବୁଧବାର ସେହି ସମୟ ଉପନୀତ ହୋଇଥିଲା ଯେତେବେଳେ ଏଲନ ମସ୍କ ଟୁଇଟର ଅଫିସ ପହଞ୍ଚିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପର୍ଯ୍ୟନ୍ତ ୪୪ ବିଲିୟନ ଡଲାର ଡିଲକୁ ସମ୍ପୂର୍ଣ୍ଣ କରିବାର ୨ ଦିନ…

୨୦୫୦ ସୁଦ୍ଧା ସବୁ ଶିଶୁଙ୍କୁ ପ୍ରଭାବିତ କରିବ ଗ୍ରୀଷ୍ମପ୍ରବାହ

ଜାତିସଂଘ, ୨୭।୧୦: ୟୁରୋପରେ ଗ୍ରୀଷ୍ମପ୍ରବାହର ନାଟକୀୟ ପରିବର୍ତ୍ତନ ଉକ୍ତ ମହାଦେଶକୁ ଗଭୀର ପ୍ରଭାବିତ କରିବା ଆଶଙ୍କା ଉପୁଜିଥିବାବେଳେ ଏସିଆ ଓ ଆଫ୍ରିକା ଅତି ଉଚ୍ଚ ତାପମାତ୍ରାରେ କବଳିତ ହେବେ। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା…

ରୁଷିଆକୁ ‘ଡାର୍ଟି ବମ୍‌’ଭୟ

ମସ୍କୋ/କିଭ୍‌, ୨୭ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ ମାସ ଧରି ଆକ୍ରମଣ ଜାରି ରଖିଥିବାବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍‌’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ…

ୟୁନିଲିଭର ଶାମ୍ପୁରେ କ୍ୟାନ୍‌ସର ଭୟ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୭ା୧୦ : କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଲୋକେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ନେଇ ସଚେତନ ହୋଇଥିବାବେଳେ ସେସବୁର ଉପକାର ଓ ଅପକାର ସମ୍ପର୍କିତ ସୂଚନା ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଗ୍ରାହକମାନଙ୍କୁ ସହଜରେ ଠକି ହେବନାହିଁ ବୋଲି…

ଜେଲେନସ୍କିଙ୍କ କଡା ଅଭିଯୋଗ, ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୪୦୦ ଇରନୀ ଡ୍ରୋନ ବ୍ୟବହାର କରିଛି ରୁଷିଆ

କ୍ୱିଭ,୨୭ ।୧୦: ଦୀର୍ଘ ପ୍ରାୟ ୯ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏହା ଏବେବି ଥମିବାର ନାଁ ନେଉନି । ଆମେରିକା ସମେତ କିଛି ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ ବି ଏହା ଭ୍ଲାଦିମିର…

ଘନ କୁହୁଡ଼ି ନେଲା ୩ ଛାତ୍ରଙ୍କ ଜୀବନ

ହାଇଦ୍ରାବାଦ/ଓ୍ବାଶିଂଟନ,୨୬ା୧୦: ଆମେରିକାରେ ଘନ କୁହୁଡ଼ି ଯୋଗୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୩ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଆମେରିକାର କନେକ୍ଟିକଟ୍‌ ରାଜ୍ୟରେ ଏକ ଟ୍ରକ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଧକ୍କା ହୋଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କ…

ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ

ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ସୁନକ: ରୁଷିଆ କହିଲା…

ଲଣ୍ଡନ/କିଭ୍‌,୨୬।୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ସେ ୟୁକ୍ରେନର ଲୋକଙ୍କ ପାଇଁ ବ୍ରିଟେନର ଏକତା ଏବଂ ସମର୍ଥନ ବିଷୟରେ କହିଛନ୍ତି। ବୁଧବାର ଏନେଇ ସୁନକ ଟୁଇଟ କରି…

ହାତରେ ସୁରକ୍ଷା ସୂତା ବାନ୍ଧି ପ୍ରଥମ ଭାଷଣ ଦେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୬।୧୦: ଋଷି ସୁନାକ ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ କଞ୍ଜରବେଟିଭ୍‌ ପାର୍ଟିର ଏମ୍‌ପିମାନେ ଟୋରି ନେତୃତ୍ୱ ନିର୍ବାଚନରେ ଋଷି ସୁନକଙ୍କୁ ବହୁଳ ଭାବେ ସମର୍ଥନ ଜଣାଇ ନିଜର ନୂତନ ନେତା ବାଛିଥିଲେ।…

ଆମେରିକା ପାଇଲଟ ଚାଇନା ସୈନ୍ୟଙ୍କୁ ଦେଉଥିଲେ ତାଲିମ, ଅଷ୍ଟ୍ରେଲିଆରୁ ଗିରଫ…

ବେଜିଂ/ଓ୍ବାଶିଂଟନ,୨୬।୧୦ : ଚାଇନାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ପୂର୍ବତନ ଯୁଦ୍ଧ ବିମାନ ପାଇଲଟଙ୍କୁ ଅଷ୍ଟ୍ରେଲିଆରୁ ଗିରଫ କରାଯାଇଛି। ଏହି ଆମେରିକୀୟ ପାଇଲଟ ଚାଇନାର ବାୟୁସେନା ପାଇଲଟମାନଙ୍କୁ ବିମାନ ପ୍ରଶିକ୍ଷକ ଭାବରେ ତାଲିମ ଦେଉଥିଲେ। ଆମେରିକାର ଅନୁରୋଧ କ୍ରମେ ଏହି ପୂର୍ବତନ…

ଜଳବାୟୁ ପରିବର୍ତ୍ତନ ଯୋଗୁ ଆସିବ ଭବିଷ୍ୟତରେ ନୂଆ ମହାମାରୀ…

ଓ୍ବାଶିଂଟନ,୨୬।୧୦ : ପରବର୍ତ୍ତୀ ମହାମାରୀ କୌଣସି ବାଦୁଡି କିମ୍ବା ପ୍ରାଣୀଙ୍କଠାରୁ ଆସି ନପାରେ। ଏହା ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ସମଗ୍ର ବିଶ୍ୱରେ ତରଳୁଥିବା ବରଫରୁ ନୂଆ ଭୂତାଣୁ ଆସିପାରେ ବୋଲି ପ୍ରାଣୀ ବିଜ୍ଞାନୀ ପତ୍ରିକା ‘ପ୍ରୋସିଡିଙ୍ଗସ…

କୁକୁର ରଖିବାକୁ ଅମଙ୍ଗ ହେଉଛନ୍ତି ଅଷ୍ଟ୍ରେଲିଆ ଲୋକେ, ବାହାରେ ଛାଡି ଦେଉଛନ୍ତି…

ମେଲବୋର୍ନ,୨୬।୧୦ : କରୋନା ମହାମାରୀ ଯୋଗୁୁ ଅଷ୍ଟ୍ରେଲିଆରେ ଅର୍ଥନୀତି ସଙ୍କଟ ଜନକ ହୋଇଛି। ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ସେମାନଙ୍କ ସମ୍ମୁଖରେ ଏବେ ସମସ୍ୟା ହେଉଛି କିଭଳି ପରିବାର ସଦସ୍ୟ ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେବା। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri