୫୭ ଲକ୍ଷ ବନ୍ୟା ପ୍ରପୀଡ଼ିତ ପାକିସ୍ତାନୀ ଗମ୍ଭୀର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ
ଇସ୍ଲାମାବାଦ,୪।୧୦: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନ ହୋଇଥିବା ୫୭ ଲକ୍ଷ ଲୋକ ଆଗାମୀ ୩ ମାସ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏନେଇ ଜାତିସଂଘର ମାନବୀୟ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ (ଓସିଏଚ୍ଏ) ପକ୍ଷରୁ ସତର୍କ କରିଦିଆଯାଇଛି। ବନ୍ୟା…
ପ୍ରାୟଶ୍ଚିତ୍ତ ଦିବସ ୟୋମ୍ କିପ୍ପୁର
ଜେରୁଜେଲମ, ୪ା୧୦:ୟୋମ୍ କପ୍ପୁର ହେଉଛି ଇହୁଦୀମାନଙ୍କ ପ୍ରାୟଶ୍ଚିତ୍ତର ଦିନ। ହେବୁ୍ର୍ୟ କ୍ୟାଲେଣ୍ଡର ଅନୁସାରେ, ଚଳିତ ବର୍ଷ ଏହା ଅକ୍ଟୋବର ୪ ସନ୍ଧ୍ୟାରେ ଆରମ୍ଭ ହୋଇ ୫ ସନ୍ଧ୍ୟାରେ ଶେଷ ହେବ। ଏହି ୨୫ ଘଣ୍ଟା ମଧ୍ୟରେ ଇହୁଦୀ ଧର୍ମାବଲମ୍ବୀ ଉପବାସ କରି…
ଇରାନ ଦଙ୍ଗା ପଛରେ ଆମେରିକା
ତେହେରାନ୍, ୪ା୧୦:ହିଜାବ ନ ପିନ୍ଧିବାରୁ ଇରାନ ଧର୍ମୀୟ ବ୍ୟାପାର ପୋଲିସ ଅତ୍ୟାଚାରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁକୁ ନେଇ ଏହି ଦେଶ ଅଦ୍ୟାବଧି ସବୁଠୁ ବଡ଼ଧରଣର ଆନ୍ଦୋଳନ ଓ ସରକାର ବିରୋଧୀ ବିକ୍ଷୋଭ ଦେଖୁଛି। ୧୭ ଦିନ…
ଦୁର୍ଗାପୂଜାରେ ସାମିଲ ହେଲେ ନ୍ୟୁୟର୍କ ମେୟର ଏରିକ ଆଦମ୍ସ, କହିଲେ ଏହା ସମ୍ମାନର କଥା
ନ୍ୟୁୟର୍କ,୪ ।୧: ଭାରତ ସମେତ ସାରା ବିଶ୍ୱରେ ଦୁର୍ଗା ପୂଜା ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଥିମକୁ ନେଇ ପେଣ୍ଡାଲ ଲାଗିଛି । ଇତିମଧ୍ୟରେ ନ୍ୟୁୟର୍କ ସିଟିର ମେୟର ଏରିକ ଆଦମ୍ସ ଦୁର୍ଗାପୂଜା ସମାରୋହରେ ସାମିଲ ହୋଇଛନ୍ତି…
ପିଏମ୍ଏଲ୍-ଏନ୍ ନେତାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଇସ୍ଲାମାବାଦ,୩।୧୦: ପାକିସ୍ତାନର ମୁସଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ନେତା ତଥା ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଲାହୋର ହାଇକୋର୍ଟ ପିଏମ୍ଏଲ୍-ଏନ୍ ନେତା ମରିୟମ୍ଙ୍କ ଆବେଦନର ଶୁଣାଣି କରି ପାସପୋର୍ଟ ଫେରସ୍ତ ପାଇଁ ରାୟ ଶୁଣାଇଛନ୍ତି। ପ୍ରଧାନ…
ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏୟାର ଷ୍ଟ୍ରାଇକରେ ନିହତ, ପୁରସ୍କାର ଥିଲା ୩ ମିଲିୟନ ଡଲାର
ମୋଗାଦିସୁ,୩ ।୧୦: ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏକ ମିଳିତ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଜଣାପଡିଛି । ସୋମାଲି ସରକାର ଏହି ଘୋଷଣା କରିଛନ୍ତି । ଆତଙ୍କବାଦୀ ଅବଦୁଲ୍ଲାହି ଦକ୍ଷିଣ ସୋମାଲିଆରେ ନିହତ ହୋଇଛନ୍ତି ।…
ମେଡିସିନରେ ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର
ସ୍ବିଡେନ,୩।୧୦: ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ଫିଜିଓଲୋଜି କିମ୍ବା ମେଡିସିନ୍ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବିଲୁପ୍ତ ହୋମିନିନର ଜିନୋମ ଏବଂ ମାନବ ବିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ…
ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି
ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ବୋମା କି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା…
ଯୁଦ୍ଧ ଅପରାଧ: ଯୁଦ୍ଧ କଲେ ମିଳିବ ଖାଇବା,ୟୁକ୍ରେନ ଖାଦ୍ୟଶସ୍ୟ ଚୋରି କରୁଛି ରୁଷିଆ…
ମସ୍କୋ/କ୍ୱିଭ୍,୩।୧୦ : ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ବିଭିନ୍ନ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ହୋଇଛି। ଏବେ ଅଭିଯୋଗ ହୋଇଛି ଯେ, ୟୁକ୍ରେନର ଖାଦ୍ୟଶସ୍ୟ ରୁଷିଆ ଚୋରି କରୁଛି। ରୁଷିଆ ପାଇଁ ଯୁଦ୍ଧ କରୁଥିବା ସୈନ୍ୟଙ୍କୁ ଖାଦ୍ୟ ଯୋଗାଇବା ଲାଗି ରୁଷିଆ ଏଭଳି…
ଦୋନବାସରେ ବିଜୟ ଅଭିମୁଖେ ୟୁକ୍ରେନ୍, ୨୪ ଘଣ୍ଟାରେ ୨୯ ଥର ଆକ୍ରମଣ କଲାଣି ବାୟୁସେନା
କ୍ୱିଭ,୩ ।୧୦: ୟୁକ୍ରେନର ପୂର୍ବରେ ଦୋନୋସ୍କ ପ୍ରାନ୍ତର ଲାୟମନକୁ ରୁଷିଆ କବଜାରୁ ମୁକ୍ତ କରିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଉତ୍ସାହିତ ଜଣାପଡୁଛନ୍ତି । ଲାୟମନକୁ ଦୋନବାସ (ପୂର୍ବ)ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋର୍ଚ୍ଚ ବୋଲି କହି ଜେଲେନସ୍କି କହିଛନ୍ତି,…
ବୋଲସୋନାରଙ୍କୁ ଲୁଲାଙ୍କ ଟକ୍କର
ରିଓ ଡି ଜେନେରିଓ, ୩ା୧୦: ଚାରି ବର୍ଷ ଧରି କଠୋର ଦକ୍ଷିଣପନ୍ଥୀଙ୍କ ଶାସନରେ ଥିବା ବ୍ରାଜିଲରେ ରବିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏଥିରେ ବିଦାୟୀ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ବାମପନ୍ଥୀ ନେତା ଲୁଇଜ୍ ଇନାସିଓ ଲୁଲା ଡା…
ଜବାବ ଦେବ ୟୁକ୍ରେନ୍
କିଭ୍, ୩ା୧୦: ମସ୍କୋର ରେଡ୍ ସ୍କୋୟାରରେ ବିଜୟ ବ୍ୟାନର ଲଗାଇଥିଲା ରୁଷିଆ। ଏଥିରେ ଲେଖାଥିଲା ଡୋନେସ୍କ, ଲୁହାନ୍ସ୍କ, ଜାପୋରିଝିଆ, ଖେରସୋନ୍, ରୁଷିଆ! ସବୁଦିନ ପାଇଁ ଏକାଠି ହେଲେ। ଗତ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ର ଏହି ୪ ଅଞ୍ଚଳକୁ…
Archives


