ଅନ୍ତର୍ଜାତୀୟ

ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।…

ୱିକିପିଡିଆ ଉପରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ଇସଲାମାବାଦ,୭ ।୨: ପାକିସ୍ତାନରେ ଅନଲାଇନ ନଲେଜ ପ୍ଲାଟଫର୍ମ ୱିକିପିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନିର୍ଦ୍ଦେଶକ୍ରମରେ ତୁରନ୍ତ ୱିକିପିଡିଆ ସଂଚାଳନ ପୁନର୍ବାର ଆରମ୍ଭ କରାଯାଇଛି । କିଛିଦିନ ପୂର୍ବରୁ ସାରା ବିଶ୍ୱରେ ଚର୍ଚ୍ଚିତ ୱିକିପିଡିଆ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା, ମୃତକଙ୍କ ସଂଖ୍ୟା ୫୦୦୦ରୁ ଅଧିକ

ଅଙ୍କାରା,୭ ।୨: ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି…

ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…

ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା କମ୍ପାନୀ ଏବଂ ବିଦେଶୀ ଏରୋସ୍ପେସ କମ୍ପାନୀଗୁଡିକର ନେଟୱାର୍କକୁ ଟାର୍ଗେଟ କରି ସେଠାରୁ ସମ୍ବେଦନଶୀଳ ଗୁପ୍ତ…

୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍‌ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…

ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ…

ତୁର୍କୀ ଭୂକମ୍ପ: ମନରେ କୋହ-ଆଖିରେ ଲୁହ, ମାଟି ତଳେ ଜୀବନ ସନ୍ଧାନ ଜାରି…

ଇସ୍ତାନବୁଲ,୭।୨ : ତୁର୍କୀ ଭୂକମ୍ପର ଛତିଥରା ଦୃଶ୍ୟ ସଭିଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ମନରେ କୋହ ଏବଂ ଆଖିରେ ଲୁହ ଭରି ରହିଛି। ପ୍ରବଳ ଥଣ୍ଡାରେ ଶହ ଶହ ଲୋକ ମାଟି ତଳେ ଦବି…

ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ…

ଲଗାଣ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ୩୬ ଜୀବନ

ପେରୁ, ୭।୨: ଲଗାତର ବର୍ଷା ଯୋଗୁ ଦକ୍ଷିଣ ପେରୁର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୩୬ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ଭ୍ୟାନ୍‌ରେ ୫ ଜଣ ଯାତ୍ରୀ ଯାଉଥିଲେ। ହେଲେ…

ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ

ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ମଙ୍ଗଳବାର ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି।…

ତୁର୍କୀ-ସିରିଆରେ ଭୂକମ୍ପ ମୃତ୍ୟୁସଂଖ୍ୟା ୮ ଗୁଣା ବଢିପାରେ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୭।୨: ତୁର୍କୀ, ସିରିଆ, ଇସ୍ରାଏଲ ଏବଂ ଲେବାନନରେ ପ୍ରବଳ ଭୂକମ୍ପ ସୃଷ୍ଟି ହୋଇଛି। ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନିଟି ଭୂକମ୍ପରେ ଧ୍ୱଂସ ଲୀଳା ଦେଖିବାକୁ ମିଳିଛି ସିରିଆରେ ମଧ୍ୟ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ…

ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

ନୂଆଦିଲ୍ଲୀ/ନ୍ୟୁୟର୍କ,୭।୨: ଆଜିକାଲି ପାକିସ୍ତାନ ଏହାର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହା ସତ୍ତ୍ୱେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାକୁ ଆଦୌ ବିରତ ହେଉନାହିଁ। ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି…

୧୩୬ ବର୍ଷରେ ପ୍ରଥମଥର: ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ ହେଲେ ଭାରତୀୟ ମୂଳ ବାସିନ୍ଦା ଅପସରା

ନୂଆଦିଲ୍ଲୀ/କେମ୍ବ୍ରିଜ,୭ ।୨: ଦେଶ ପାଇଁ ଗର୍ବର କଥା । ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଲ ରିଭ୍ୟୁର ୧୩୬ ବର୍ଷର ଇତିହାସରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?