ଚର୍ଚ୍ଚାରେ ଆଫ୍ରିକାର ‘ରବର ମ୍ୟାନ୍’
ଲିବ୍ରେଭିଲେ, ୧୫।୧: ଦେଶ ବିଦେଶରେ ଥିବା ଅନେକ ଲୁକ୍କାୟିତ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଲୋକଲୋଚନକୁ ଆସୁୁଛି। ଏହାଦ୍ୱାରା ପ୍ରତିଭାଶାଳୀ ଲୋକେ ଜନପ୍ରିୟତା ହାସଲ କରିବା ସହ ରୋଜଗାରକ୍ଷମ ମଧ୍ୟ ହେଉଛନ୍ତି। ଆଫ୍ରିକା ଗାବୋନର ଜୈରେସ କୋମ୍ବିଲାଙ୍କ ପାଇଁ ବହୁଳ ଭାବେ…
ରୁଷିଆର ମିଶାଇଲ ମାଡରେ ୟୁକ୍ରେନରେ ୯ ଲୋକ ମୃତ, ୬୪ ଆହତ, ଅଧିକାଂଶ ଅଞ୍ଚଳରେ ବ୍ଲାକ ଆଉଟ
କ୍ୱିଭ,୧୫ ।୧: ୟୁକ୍ରେନର ବିଭିନ୍ନ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ ଲଗାତାର ଭାବେ ହୋଇଚାଲିଛି । ଏମିତି ଏକ ମିଶାଇଲ ମାଡରେ ୟକ୍ରେନର ଦକ୍ଷିଣ-ପୂର୍ବ ସହର ନିପ୍ରୋରେ ଥିବା ଏକ ଆପାର୍ଟମେଣ୍ଟର ଅଧାଭାଗ ନଷ୍ଟ ହୋଇଯାଇଛି ଯେଉଁଥିରେ ୧୨ ଜଣଙ୍କ…
ଲଣ୍ଡନର ଚର୍ଚ୍ଚ ବାହାରେ ଗୁଳିକାଣ୍ଡ, ୬ ଆହତ, ୭ ବର୍ଷର ଝିଅ ଗୁରୁତର
ଲଣ୍ଡନ,୧୫ ।୧: ଲଣ୍ଡନର ଏକ ଚର୍ଚ୍ଚ ନିକଟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ଆହତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏହାର ସୂଚନା ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ପକ୍ଷରୁ ଦିଆଯାଇଛି । ପୋଲିସ ଏକ ବୟାନରେ କହିଛି, ଫିନିକ୍ସ ରୋଡ, ଏନଡବ୍ଲୁ ୧ରେ…
ବାଇଡେନଙ୍କ ଘରୁ ମିଳିଲା ଆଉ କିଛି ଗୋପନୀୟ କାଗଜପତ୍ର, ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ
ୱାଶିଂଟନ,୧୫ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୁ ଗୋପନୀୟ କାଗଜପତ୍ର ମିଳିବାର ପ୍ରକ୍ରିୟା ଜାରି ରହିଛି । ହ୍ୱାଇଟ ହାଉସ କହିଛି ଡେଲାଭେୟରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାରିବାରିକ ଘରୁ ଅତିରିକ୍ତ ଗୋପନୀୟ କାଗଜପତ୍ର ମିଳିଛି । ହ୍ୱାଇଟ…
ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…
ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ ସହରରେ ହୋଇଥିବା ବୈଠକରେ ଉଭୟ ପକ୍ଷ ଏନେଇ ରାଜି ହୋଇଛନ୍ତି। ଭୁଟାନର ଚାଇନା ସହିତ…
ଗ୍ବାଦରରେ କର୍ଫ୍ୟୁ: ଇଣ୍ଟରନେଟ୍ ସେବାରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି କରିଛନ୍ତି। ଯାହା ସମସ୍ତ ପ୍ରକାର ସମାବେଶ ତଥା ବିରୋଧ ଉପରେ ପ୍ରତିବନ୍ଧକ ଲଗାଇବ। ମକରାନ…
ଶ୍ରୀଲଙ୍କା ଯାଉଥିବା ଭାରତୀୟମାନଙ୍କ ପାଇଁ ମାନିବାକୁ ପଡ଼ିବ ଏହି ନିୟମ
କଲମ୍ବୋ,୧୪ା୧: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। ସମସ୍ତ ଦେଶ ଏଥିରୁ ବର୍ତ୍ତିବା ପାଇଁ କଡ଼ା ନିୟମ ଲାଗୁ କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ମଧ୍ୟ ଏହାର କରୋନା ନିୟମକୁ କଡ଼ାକଡ଼ି କରିଛି। ଶନିବାର ଭାରତୀୟ ଦୂତାବାସ…
ଚାଇନାରେ କରୋନା ତାଣ୍ଡବ: ମାସକରେ ୬୦ ହଜାର ମୃତ୍ୟୁ…
ବେଜିଂ,୧୪।୧ : ଚାଇନାରେ କରୋନା ମହାମାରୀ ତାଣ୍ଡବ ରଚିଛି। ମାସକ ମଧ୍ୟରେ ଦେଶରେ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୩୦ ଦିନ ମଧ୍ୟରେ…
୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବା ନେଇ ଦାବି…
ମସ୍କୋ,୧୪।୧ : ସମ୍ପ୍ରତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ତିନୋଟି ଭିନ୍ନ ଦାବି କରାଯାଉଛି। ପୁଟିନଙ୍କ ମୃତ୍ୟୁ ବିଷୟରେ ସମସ୍ତେ କେତେକ ଉଲ୍ଲେଖ କରିଛନ୍ତି। ଅକ୍ଟୋବର ୭ ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବ ବୋଲି ଏହି ଦାବିରେ କୁହାଯାଇଛି। ପୁଟିନଙ୍କ…
ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…
ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ବନ୍ଦରରେ ଆମଦାନୀ ହୋଇଥିବା ସାମଗ୍ରୀଗୁଡିକ କ୍ଲିୟରାନ୍ସ ନହେବା କାରଣରୁ ଦେଶରେ ଡାଲିର…
୧୫ ପ୍ରତିଶତ ଲୋକଙ୍କୁ ଜଣାନାହିଁ ବାମ-ଡାହାଣ ଫରକ, ତାଲିକାରେ ବହୁ ଡାକ୍ତର…
ଓ୍ବାଶିଂଟନ,୧୪।୧ : ଡାହାଣ ଏବଂ ବାମ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କି? ବୋଧହୁଏ ବହୁ ଲୋକଙ୍କର ଉତ୍ତର ନା, ହେବ। କିନ୍ତୁ ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ପୃଥିବୀର ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଏହିପରି ସମସ୍ୟାର ସାମ୍ନା…
ୟୁକ୍ରେନ୍କୁ ଟ୍ୟାଙ୍କ ସ୍କ୍ବାଡନ ପଠାଇବ ବ୍ରିଟେନ…
କିଭ୍/ଲଣ୍ଡନ,୧୪।୧ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ମାସ ଧରି ଚାଲିଛି। ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଅଭିଯୋଗ ଆସିଛି ଯେ ୟୁରୋପୀୟ ଦେଶ ଏବଂ ଆମେରିକା…
Archives


