ତାଲିବାନ ଅଧିକାରୀଙ୍କୁ ହତ୍ୟା
କାବୁଲ,୯।୧୦: ଆଫଗାନିସ୍ତାନର ଫରିଆବ ପ୍ରଦେଶରେ ତାଲିବାନ ଅଧିକାରୀ ଅବଦୁଲ ରେହମାନ ମୁନାୱାରଙ୍କୁ ହତ୍ୟା କରାଯାଇଛି। ରେହମାନ ତାଙ୍କ ଘରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଫରିୟାବ ପ୍ରଦେଶର ସୂଚନା ଓ ସଂସ୍କୃତିର କାର୍ଯ୍ୟନିର୍ବାହୀ ମୁଖ୍ୟ…
ବନ୍ୟା ପରେ ବଢୁଛି ମ୍ୟାଲେରିଆ, ଡେଙ୍ଗୁ
ଇସଲାମାବାଦ,୯ା୧୦: ବନ୍ୟା ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ଜାନୁୟାରୀ ୨୦୨୩ ସୁଦ୍ଧା ୩୨ଟି ଜିଲାର ପାକିସ୍ତାନରେ ୨.୭ ନିୟୁତ ମ୍ୟାଲେରିଆ ରୋଗ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି।…
ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ତାଇଓ୍ବାନ ଆଗ୍ରହୀ…
ନୂଆଦିଲ୍ଲୀ/ତାଇପେ,୯।୧୦ : ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ତାଇୱାନ ମଧ୍ୟ ଆଗକୁ ଆସିଛି। ତାଇୱାନ କହିଛି ଯେ ଦୁଇ ଦେଶ ବର୍ତ୍ତମାନ ଯଥାଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିରେ ଆଗକୁ ବଢ଼ିିବା ଉଚିତ ଏବଂ ଏହାକୁ ଚୂଡ଼ାନ୍ତ ରୂପ ଦେବା ଜରୁରୀ।…
କବର ଖୋଳି ଖପୁରୀ ,କଙ୍କାଳ ଚୋରି କରୁଛନ୍ତି ଅପରାଧୀ, ଫେସବୁକ-ଇନଷ୍ଟାଗ୍ରାମରେ ହେଉଛି ବିକ୍ରି…
ଲଣ୍ଡନ,୯।୧୦ : ସମ୍ପ୍ରତି ବ୍ରିଟେନରୁ ଆଶ୍ଚର୍ଯ୍ୟଜନକ ମାମଲା ଶୁଣିବାକୁ ମିଳୁଛି। ଦେଶରେ ଥିବା କବରଗୁଡ଼ିକ ଚୋରଙ୍କ ଟାର୍ଗେଟରେ ଅଛି। ଖବର ଅନୁଯାୟୀ, କବର ଖୋଳି ପୋତି ଦିଆଯାଇଥିବା ମୃତ ଶରୀରର ଖପୁରୀ ଏବଂ କଙ୍କାଳ ବାହାର କରାଯାଉଛି। ପରେ ଏସବୁକୁ ସୋସିଆଲ…
କେବେ ଶେଷ ହେବ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ?…
ମସ୍କୋ/କ୍ୱିଭ୍,୯।୧୦ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଆଠ ମାସ ବିତିବାକୁ ଯାଉଛି। କିନ୍ତୁ ଏହି ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏବେ ପୁଣି ଥରେ ଏହି ଯୁଦ୍ଧ ତୀବ୍ର ହେବ ବୋଲି ଆଶା କରାଯାଉଛି। ଗୋଟିଏ ପଟେ ରୁଷିଆ ଭଳି ଶକ୍ତିଶାଳୀ…
ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ, ଏବେ ଭାରତୀୟ ପର୍ଯ୍ୟଟଙ୍କ ଉପରେ ଭରସା…
କଲମ୍ବୋ,୯।୧୦ : ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ ଜାରି ରହିଛି। ଏପରି ସ୍ଥଳେ ଏହାର ପର୍ଯ୍ୟଟନ ଶିଳ୍ପକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିବା ସହିତ ଶ୍ରୀଲଙ୍କା ଭାରତ ଉପରେ ନିଜର ସମସ୍ତ ଆଶା ରଖିଛି। ଶ୍ରୀଲଙ୍କା ଆଶା କରୁଛି…
ଆମେରିକା-ଦକ୍ଷିଣ କୋରିଆକୁ କିମ୍ଙ୍କ ଖୋଲା ଚ୍ୟାଲେଞ୍ଜ୍, ପୁଣି ଜାପାନ ଉପର ଦେଇ ୨ କ୍ଷେପଣାସ୍ତ୍ର ଉତ୍କ୍ଷେପଣ…
ପ୍ୟୋଙ୍ଗୟାଙ୍ଗ,୯।୧୦ : ଉତ୍ତର କୋରିଆ ଦୁଇ ସପ୍ତାହ ମଧ୍ୟରେ ସପ୍ତମ ଥର ପାଇଁ ଜାପାନ ଆଡକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିଛି। ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ସତର୍କ ସୂଚନା ଜାରି…
ଉପନିର୍ବାଚନ ପୂର୍ବରୁ ରାଲି କରିବେ ଇମ୍ରାନ, ୧୬ରେ ଭୋଟ୍
ଇସଲାମାବାଦ,୯ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ୮ ଜାତୀୟ ବିଧାନସଭା ଆସନକୁ ଉପ-ନିର୍ବାଚନ ପୂର୍ବରୁ ବିଭିନ୍ନ ସହରରେ ରାଲି କରିବେ। ଇମ୍ରାନ ଅକ୍ଟୋବର ୧୧ରୁ ୧୪ପର୍ଯ୍ୟନ୍ତ ୫ଟି ସାଧାରଣ ସଭାକୁ ସମ୍ବୋଧିତ…
ନିଜ ଲୋକଙ୍କୁ ଇରାନ ଛାଡ଼ିବାକୁ କହିଲା ଫ୍ରାନ୍ସ
ପ୍ୟାରିସ,୯ା୧୦: ଫ୍ରାନ୍ସ ଏହାର ଲୋକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଛି। ଏହାର ଦୁଇଟି ବଡ଼ କାରଣ ଅଛି। ପ୍ରଥମ କାରଣ ହେଉଛି ହିଜାବ ଉପରେ ଚାଲିଥିବା ବିରୋଧ, ଯେଉଁଥିପାଇଁ ଇରାନ ଆମେରିକା ଏବଂ ପାଶ୍ଚାତ୍ୟ ଦେଶକୁ ଦାୟୀ କରୁଛି। ଦ୍ୱିତୀୟ କାରଣ…
ଅଜଣା ବିଷାକ୍ତ ଖାଦ୍ୟ ଖାଇ ୬୦ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…
ଚିୟାପା,୯।୧୦ : ଦକ୍ଷିଣ ମେକ୍ସିକୋର ଚିଆପାସ୍ଥିତ ଏକ ଗ୍ରାମୀଣ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୦ ପିଲା ଅଜଣା ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ଚିଆପା ବିଦ୍ୟାଳୟରେ ଛାତ୍ରମାନେ ବିଷାକ୍ତ…
ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍…
ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ତେବେ ଆମେରିକା ତୈଳ ରଣନୀତି ବିଫଳ ହୋଇଛି। ତୈଳ ଉତ୍ପାଦନ ହ୍ରାସ କରିବା…
ଇମ୍ରାନ୍ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…
ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଟୁଇଟରରେ କହିଛି ଯେ ଇମ୍ରାନ ଖାଇବର…
Archives


