ୟୁକ୍ରେନକୁ ଧନ୍ୟବାଦ ନୁହେଁ ,ଦିଅନ୍ତୁ ଟ୍ୟାଙ୍କ, ବିଜୟ ପାଇଁ ଦରକାର ଅସ୍ତ୍ର: ଜେଲେନସ୍କି
କ୍ୱିଭ,୨୧ ।୧: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଜର୍ମାନୀରେ ହୋଇଥିବା ୟୁକ୍ରେନ୍ ଡିଫେନ୍ସକଣ୍ଟାକ୍ଟ ଗ୍ରୁପର ବୈଠକରେ କହିଛନ୍ତି, ରୁଷିଆକୁ ଏବେ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଧନ୍ୟବାଦ ବ୍ୟତୀତ ଟ୍ୟାଙ୍କର ଆବଶ୍ୟକତା ରହିଛି । ଜର୍ମାନୀରେ ଆମେରିକା ସେନାର ରାମଷ୍ଟାଇନ ଏୟାର ବେସରେ…
କାଙ୍ଗାଳ ପଥରେ ଥିବା ପାକିସ୍ତାନର ସହାୟତା ଲାଗି ଆଗକୁ ଆସିଲା ୟୁଏଇ
ଇସଲାମାବାଦ,୨୦।୧: ଡିଫଲ୍ଟର ପଥରେ ଥିବା ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ବନ୍ଧୁ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଛି। ଏଥିଲାଗି ପାକିସ୍ତାନ ଋଣ ନେଇପାରୁନାହିଁ କି କିସ୍ତି ପରିଶୋଧ କରିବାରେ ସକ୍ଷମ…
ରାଗିଲେ ବାଇଡେନ
ଓ୍ବାଶିଂଟନ,୨୦ା୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନ ଏବଂ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋପନୀୟ ଦଲିଲ ମିଳିଛି। ଆଜିକାଲି ସେ ଏ ବିଷୟରେ ବହୁତ ଚିନ୍ତିତ ଅଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମ ତାଙ୍କୁ ବାରମ୍ବାର ଘେରୁଛି। ତାଙ୍କୁ ଦଲିଲ ଏବଂ ସରକାରୀ…
ତାଜିକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ
ଦୁଶାନବେ,୨୦।୧: ତାଜିକିସ୍ତାନରେ ଶୁକ୍ରାବର ସକାଳୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୯.୧୦ରେ ୪.୫ ତୀବ୍ରତାର ଭୂକମ୍ପ ସୃଷ୍ଟିହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହାର ଭୂକମ୍ପ କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା।
ୟୁକ୍ରେନକୁ ୨.୫ ବିଲିୟନ ଡଲାର ସାମରିକ ସହାୟତା ଦେଲା ଆମେରିକା
ଓ୍ବାଶିଂଟନ,୨୦।୧: ଆମେରିକା ୟୁକ୍ରେନକୁ ୨.୫ ବିଲିୟନ ଡଲାରର ସାମରିକ ସହାୟତା ଘୋଷଣା କରିଛି। ରୁଷିଆ ବିରୋଧରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟ ପାଇଁ ୟୁକ୍ରେନ ପ୍ରସ୍ତୁତ ହେଉଛି। ନୂତନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇଁ ଆମେରିକା ଏହି ସହାୟତା ଦେଇଛି। ପେଣ୍ଟାଗନ…
ପାକିସ୍ତାନରେ ଜବରଦସ୍ତ କଳି, ଶହବାଜ ଶରିଫଙ୍କୁ ନେଇ କହିଲେ-ପ୍ରଧାନମନ୍ତ୍ରୀଙ୍କ ନାମରେ ‘ଜୋକର’
ଇସଲାମାବାଦ,୨୦ ।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ବିରୋଧି ଦଳଙ୍କ ଟାର୍ଗେଟରେ । ଦେଶରେ ଲାଗି ରହିଥିବା ସଙ୍କଟରୁ ବାହାରିବାକୁ ଶରିଫ ସାରା ବିଶ୍ୱର ସହଯୋଗ ଲୋଡିଛନ୍ତି । ଏହି କ୍ରମରେ ସେ ଭାରତଠାରୁ ବି ସହଯୋଗ ମାଗିବାକୁ କୁଣ୍ଠାବୋଧ କରି…
ଇସ୍ରାଏଲ ସେନାଙ୍କ ସହ ୱେଷ୍ଟ ବ୍ୟାଙ୍କରେ ସଂଘର୍ଷ, ଦୁଇ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା
ୱେଷ୍ଟ ବ୍ୟାଙ୍କ,୨୦ ।୧: ୱେଷ୍ଟ ବ୍ୟାଙ୍କରେ ଜାରି ରହିଥିବା ହିଂସାରେ ଇସ୍ରାଏଲ ସେନା ଗୁରୁବାର ୨ ପାଲେଷ୍ଟାଇନ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଆତଙ୍କବାଦୀ ରହିଛନ୍ତି । ସମାଚାର ଏଜେନ୍ସି…
ପୃଥିବୀ ଧ୍ୱଂସ ପାଇଁ ଇନ୍ଧନ ଦେଉଛି ଡାଭୋସ୍: ଗ୍ରେଟା
ଡାଭୋସ୍,୧୯।୧: ସୁଇଜରଲାଣ୍ଡର ଡାଭୋସ୍ରେ ବିଶ୍ୱ ଅର୍ଥନୀତି ଫୋରମ୍ ସମ୍ମିଳନୀ ଚାଲିଥିବାବେଳେ ସେଥିରେ ଭାଗ ନେଇଥିବା ଲୋକେ ବିଶ୍ୱକୁ ଧ୍ୱଂସ କରିଦେବା ଲାଗି ଇନ୍ଧନ ଯୋଗାଉଛନ୍ତି ବୋଲି ସୁଇଡେନ୍ ଜଳବାୟୁ କର୍ମୀ ଗ୍ରେଟା ଥନ୍ବର୍ଗ ଅଭିଯୋଗ କରିଛନ୍ତି। ଜୀବାଶ୍ମ ଇନ୍ଧନ ବିରୋଧରେ ଗ୍ରେଟା…
ଲକ୍ଷେ ଡଲାରରେ ଗଲା ଟୁଇଟର ପକ୍ଷୀ
ସାନ୍ ଫ୍ରାନ୍ସିସ୍କୋ, ୨୦।୧:ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍ ଟୁଇଟର ହେଡ୍କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ। ନିଲାମ ହୋଇଥିବା ବସ୍ତୁଗୁଡ଼ିକ ଭିତରୁ ଟୁଇଟର ପକ୍ଷୀ ଷ୍ଟାଚ୍ୟୁ ସର୍ବାଧିକ ୧ ଲକ୍ଷ ଡଲାରରେ ନିଲାମ ହୋଇଛି। ଏହାବ୍ୟତୀତ…
ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ
ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ ଇମରାନ ହୁସେନ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ, ଆଉ ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ…
ଗୁଜରାଟ ଦଙ୍ଗା ପାଇଁ ମୋଦି ଦାୟୀ: ବିବିସି
ଲଣ୍ଡନ/ନୂଆଦିଲ୍ଲୀ,୨୦ା୧:୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ସଂଘଟିତ ଗୁଜରାଟର ସାମ୍ପ୍ରଦାୟିକ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଥିବା ବିଷୟ ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେଶନ୍ (ବିବିସି)ରେ ମଙ୍ଗଳବାର ରାତିରେ ପ୍ରସାରିତ ହୋଇଥିଲା। ଚିଚାର୍ଡ କୁକ୍ସନ ଏବଂ ମାଇକ୍ ରାଡ୍ଫୋର୍ଡଙ୍କ ପ୍ରଯୋଜନାରେ ନିର୍ମିତ…
କ୍ଷମା ମାଗିଲେ ସୁନକ
ଲଣ୍ଡନ,୨୦ ।୧: କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ ଗୁରୁବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ସ୍ଥାନରେ ଗାଡି ଚଲାଉଥିବା ସମୟରେ ସୋସିଆଲ ମିଡିଆ ଭିଡିଓ କରିବାକୁ କିଛି ସମୟ ଲାଗି ନିଜର ସିଟ ବେଲ୍ଟ ଖୋଲି ଦେଇଥିଲେ…
Archives


