ତୁର୍କୀ, ସିରିଆ ପରେ ଥରିଲା ଓମାନ

ମସ୍କଟ,୧୯ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପର କ୍ଷତ ପୂରଣ ହୋଇ ନ ଥିବା ବେଳେ ଏବେ ଥରି ଉଠିଛି ଓମାନ । ଓମାନର ବନ୍ଦର ସହର ଡୁକମରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିବା ସୂଚନା ମିଳିଛି । ଏହି ସୂଚନା ସୁଲତାନ କବୁସ ବିଶ୍ୱବିଦ୍ୟାଳୟରେ ଭୂକମ୍ପ ସୂଚନା କେନ୍ଦ୍ର(ଇଏମସି) ଦେଇଛି । ରବିବାର କେନ୍ଦ୍ର ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି କି ଭୂକମ୍ପ ଡୁକମ ନିକଟରେ ଆସିଛି । ଏହା ଆରବ ସାଗର ଉପରେ ପଡୁଥିବା ବେଳେ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୭ଟା ୫୫ରେ ଏହି ଭୂକମ୍ପ ଆସିଥିବା କୁହାଯାଇଛି । ଇଏମସି କହିଛି ଏହି ଅଞ୍ଚଳରେ ତୀବ୍ରତା ହାଲକା ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ...

କରୋନା ପରେ ଏବେ କାୟା ବିସ୍ତାର କରୁଛି ମଙ୍କିପକ୍ସ, ମେକ୍ସିକୋରେ ୬୦ ସଂକ୍ରମିତ

ମେକ୍ସିକୋ ସିଟି,୨୭ ।୭: ସାରା ବିଶ୍ୱ ଏବେ କରୋନା ମହାମାରୀଠାରୁ ମୁକ୍ତ ହାଇ ନ ଥିବା ବେଳେ ଏବେ ଡରାଇଲାଣି ମଙ୍କି ପକ୍ସ । ଏହି...

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ...

ସିରିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ଦାମାସକସ୍‌,୧୨।୨: କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ଅତି କମ୍‌ରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ହାତ...

ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।...

ଭାରତରୁ ବିମାନ ସେବା ବନ୍ଦ କଲା ହଂକଂ

ବେଜିଂ/ହଂକଂ, ୬।୧: କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ହଂକଂ ବୁଧବାର କେତେକ କଠୋର କଟକଣା ଲାଗୁ କରିଛି। ଭାରତ ସମେତ ୮ଟି ଦେଶରୁ ହଂକଂକୁ...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ

କିଭ୍‌,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week