ପାକିସ୍ତାନ ରିଲିଫ୍‌ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍‌,୧୯।୨: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଛି ପାକିସ୍ତାନ।
ନିକଟରେ ପାକିସ୍ତାନ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇଛି। ଏଥିରେ ୨୧ଟି କଣ୍ଟେନର ପଠାଯାଇଛି। ଏଥିରେ ଶୀତକାଳୀନ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସାମିଲ ଅଛି। ଏହି ରିଲିଫ୍‌ ଖୋଲାଯିବା ପରେ ଜଣାପଡିଥିଲା, ଗତବର୍ଷ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ବେଳେ ତୁର୍କୀ ପାକିସ୍ତାନକୁ ଏହି ରିଲିଫ ସାମଗ୍ରୀ ପଠାଇଥିଲା, ଯାହା ପୁନଃ ପ୍ୟାକେଜ ହୋଇ ପାକିସ୍ତାନ ତୁର୍କୀକୁ ପଠାଯାଇଥିଲା।
ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ଦୁଇ ଦିନ ପୂର୍ବେ ତୁର୍କୀ ରାଜଧାନୀ ଆଙ୍କରାରେ ପହଞ୍ଚିଥିଲେ। ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ତୁର୍କୀକୁ ରିଲିଫ୍‌ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ସେ ତୁର୍କୀର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ତୁର୍କୀରେ ଏକ ଭୟଙ୍କର ଭୂକମ୍ପ ପରେ ଶରିଫ୍‌ ପ୍ରଭାବିତ ଦେଶ ଗସ୍ତ ଘୋଷଣା କରିଥିଲେ, ଏହା ପରେ ତୁର୍କୀ ପକ୍ଷରୁ କୁହାଯାଇଥିଲା ଯେ ଏହାର ପ୍ରଶାସନ ଦେଶକୁ ବନ୍ୟା ପରିସ୍ଥିତିରୁ ମୁକ୍ତ କରିବାରେ ବ୍ୟସ୍ତ ଅଛି। ଏଭଳି ପରିସ୍ଥିତିରେ ସେ ଅନ୍ୟ କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଥର ମୂର୍ତ୍ତିର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ, କାରଣ ଜାଣିଲେ…

ଗୋଟିଏ ପଥରର ଦାମ୍‌ ଯେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏକ ପୁରୁଣା ପଥର ଯାହାର ଆକୃତି ଆମେରିକୀୟ...

ଖେର୍ସନ, ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଘୋଷଣା କଲା ରୁଷିଆ

ମସ୍କୋ,୨୯।୯: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍‌ ଖେଲିଛନ୍ତି। ରୁଷିଆ ଖେର୍ସନ ଏବଂ ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ...

ଆକ୍ରମଣ ସ୍ଥିତିରେ ତାଇଓ୍ବାନର ସୁରକ୍ଷା କରିବେ ଆମେରିକା ସୈନ୍ୟ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୯ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଚାଇନ ଆକ୍ରମଣ କଲେ ଆମେରିକାର ସୈନ୍ୟ ତାଇୱାନକୁ ରକ୍ଷା କରିବେ। ରବିବାର ଏକ...

ପୃଥିବୀ ଉପରେ ବିପଦ: ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ଧକ୍କା ଦେବା ଆଶଙ୍କା

ଓ୍ବାଶିଂଟନ,୨୮।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ଅକ୍ଟୋବର ୩୧ରେ ଗ୍ରହପିଣ୍ଡ ୨୦୧୯ ୟୁଜେ-୩ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ଥିବା ନାସା...

ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌,୩ା୭: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ। ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି...

ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା

କିଭ୍‌/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍‌ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି।...

ଆଫଗାନ୍‌ ମହିଳା କେତେ ସ୍ବାଧୀନ

କାବୁଲ,୧୭ା୮: ବର୍ଷକ ତଳେ ଆଫଗାନିସ୍ତାନର ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିଲା। ତାଲିବାନୀ ଫାଇଟର୍ସ ପ୍ରେସିଡେନ୍ସିଆଲ ପ୍ୟାଲେସ୍‌କୁ କବ୍‌ଜା କରିବା ପୂର୍ବରୁ ତତ୍କାଳୀନ...

ପ୍ରଥମ ଥର ପାଇଁ କିମ୍‌ଙ୍କ ଝିଅ ସାମ୍ନାକୁ ଆସିଲେ…

ପ୍ୟୋଙ୍ଗୟାଙ୍ଗ,୧୯।୧୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ବିଷୟରେ ଅନେକ ଗୁପ୍ତ କଥା ଅଛି ଯାହା କେହି ଜାଣନ୍ତି ନାହିଁ। ବିଶେଷକରି...

Advertisement
Archives

Model This Week