ଦିନରେ ‘ହେୟାର ଡ୍ରେସର’, ରାତିରେ ‘ଡ୍ରୋନ୍‌ ହଣ୍ଟର’

କିଭ୍‌,୧୯ା୨: ଦିନରେ ହେୟାର ଡ୍ରେସର ଏବଂ ରାତିରେ ‘ଡ୍ରୋନ୍‌ ହଣ୍ଟର’ ହୋଇ ୪୧ ବର୍ଷୀୟ ଆଲେକ୍‌ଜାଣ୍ଡାର ଶାମ୍‌ସୁର ରୁଷିଆ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ବର୍ଷେ ହେବ। ଆଜି ବି ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି।

ଶାମଶୁର କୁହନ୍ତି, ତାଙ୍କ ଭୂମିକାକୁ ନେଇ ସେ ଗର୍ବିତ। ଜଣେ ଓକିଲ ତଥା ବ୍ୟବସାୟୀଙ୍କ ସମେତ ତାଙ୍କ ଆଞ୍ଚଳିକ ପ୍ରତିରକ୍ଷା ୟୁନିଟର ସଦସ୍ୟମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମେଶିନ ବନ୍ଧୁକ ସହିତ ଇରାନରେ ନିର୍ମିତ -୧୩୬ ଡ୍ରୋନ୍‌କୁ ଗୁଳି ଚଳାଇବାକୁ ଚେଷ୍ଟା କରୁଥିବାବେଳେ ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖରେ ହୋଇଥିବା ଏୟାର ରେଡ୍‌ ଆଲର୍ଟକୁ ଜବାବ ଦେଇଛନ୍ତି।

ଶାମଶୁର କୁହନ୍ତି, ‘ମୁଁ ବହୁତ ଖୁସି ବ୍ୟକ୍ତି। କାରଣ ମୁଁ ମୋ’ ଦେଶକୁ ରକ୍ଷା କରୁଛି, ମୁଁ ମୋର ୟୁକ୍ରେନବାସୀଙ୍କୁ ରକ୍ଷା କରୁଛି। ସେ କୁହନ୍ତି, ‘ମୁଁ ବିୟୁଟି ପାର୍ଲର କରି ବି ରାତିରେ ଆସି ଲୋକଙ୍କ ସହ କାମ କରୁଛି। ମୁଁ ଯାହା ଜାଣିଛି, ତା’ ସହିତ କାମ କରିପାରିବି।’

ସେ କହିଛନ୍ତି, ଡିସେମ୍ବର୨୯-୩୦ରେ ତାଙ୍କ ରୁଫ୍‌ଟପ୍‌ ୟୁନିଟ୍‌ କିଭ୍‌ ଉପରେ ଦୁଇଟି ଡ୍ରୋନ୍‌ ଗୁଳି ଚଳାଇଥିଲା। ତାଙ୍କ ଦଳ ଅନ୍ୟ ୟୁନିଟରୁ ଶିଖିଥିବା କୌଶଳକୁ ମଧ୍ୟ ଆଗକୁ ବଢ଼ାଇଥିଲେ। ଯେତେବେଳେ ରୁଷିଆ ଆକ୍ରମଣ କଲା, ଯୁଦ୍ଧ ପୂର୍ବରୁ ସେନା ସଂରକ୍ଷଣକାରୀ ଭାବରେ କାର୍ଯ୍ୟ କରିଥିବା ଶାମସୁର ଜାଣିବାକୁ ପାଇଲେ ରୁଷିଆର ଗୁଳି ବିନିମୟରେ ତାଙ୍କର ସାମରିକ ବେସ ନଷ୍ଟ ହୋଇସାରିଛି, ତେଣୁ ସେ ଆଞ୍ଚଳିକ ନିରାପତ୍ତାରେ ଯୋଗ ଦେଇଥିଲେ। ସେ ନାଗରିକଙ୍କୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ...

ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ

ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ...

ଭାରତ ଉପରେ ଚାଇନାର ବିପଦକୁ ଦେଖି ଏହି ଦେଶରୁ ନିଜର ସୈନ୍ୟଙ୍କୁ ହଟାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୬: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବା ପରେ ବି...

୧୦୦ତମ ଜନ୍ମ ଦିନରେ ଜେଲ୍‌ ଗଲେ ବୃଦ୍ଧା

ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର...

୭ ବିଲିୟନ ଡଲାରରୁ ଅଧିକ ଅର୍ଥ ମାଗିପାରନ୍ତି ଶାହାବାଜ

ଇସଲାମାବାଦ,୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଧୀନରେ ପାକିସ୍ତାନ ଦାରିଦ୍ର୍ୟ ଅବସ୍ଥାକୁ ଚାଲିଯାଇଛି। ବର୍ତ୍ତମାନ ତଥା ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ହାତରେ ପାକିସ୍ତାନ ରହିଛି।...

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ...

ପାକିସ୍ତାନରେ ୪୯ ସାମ୍ବାଦିକଙ୍କ ନାମରେ ମାମଲା

ଇସ୍‌ଲାମାବାଦ୍‌, ୨୬।୯: ଆତଙ୍କବାଦୀ ଆର୍ଯ୍ୟକାଳପ ପାଇଁ ବିଶ୍ୱରେ ନିନ୍ଦିତ ହେଉଥିବା ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ) ନିଜ ଦେଶର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି।...

ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌...

Advertisement
Archives

Model This Week