ରୁଷି ସୁନକଙ୍କୁ ମିଳିଲା ୧୦୦କଞ୍ଜରଭେଟିଭ ନେତାଙ୍କ ସମର୍ଥନ
ଲଣ୍ଡନ,୨୨।୧୦: ବ୍ରିଟେନରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ଏହାର ସିଧାସଳଖ ଲାଭ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ…
ପାଟିରେ ୧୫୦ ମହମବତୀ ଜଳାଇ ଓ୍ବାଲର୍ଡ ରେକର୍ଡ
ଓ୍ବାଶିଂଟନ୍,୨୨।୧୦: ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରେକର୍ଡ ପାଇଁ ଲୋକମାନେ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି। ଇତିମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ଦେଢ଼ଶହ ଜଳନ୍ତା ମହମବତୀକୁ ପାଟିରେ ୩୦ସେକେଣ୍ଡ ପର୍ଯ୍ୟନ୍ତ ରଖି ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ନିଜ…
ଦୀପାବଳି ପାଳିଲେ ହାରିସ୍, ଟ୍ରମ୍ପ୍
ଓ୍ବାଶିଂଟନ,୨୨ା୧୦: ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଆଇକନିକ୍ ଟାଇମ୍ସ ସ୍କୋୟାରରେ ଶୁକ୍ରବାରଠାରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ନିଜ ବାସଭବନରେ ଆଲୋକର ପର୍ବ ପାଳନ…
ଗ୍ରେ ଲିଷ୍ଟରେ ରହିବା ପରେ ପାକିସ୍ତାନ ହରାଇଛି ୩ ଲକ୍ଷ କୋଟି, ୪ ବର୍ଷ ପରେ ମିଳିଲା ଆଶ୍ୱସ୍ତି
ଇସଲାମାବାଦ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫ ବଡ ଆଶ୍ୱସ୍ତି ଦେଇଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଏଫଏଟିଏଫ (ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ଧୂଷର ତାଲିକାରେ ସାମିଲ କରିଥିଲା । ଏବେ ପାକିସ୍ତାନ ଏଥିରୁ ବାହାରି…
ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ, ପୋଲିସ ଅଧିକାରୀ ଆହତ
ୱାଶିଂଟନ,୨୨ ।୧୦: ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଗୁରୁବାରର ଘଟଣା । ଆମେରିକାର ରାଜଧାନୀ ୱାଶିଂଟନରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବାସହ ଜଣେ…
୧୭୦ କି.ମି. ବ୍ୟାପ୍ତ ମେଗାସିଟି ‘ନେଓମ୍’
ରିୟାଧ, ୨୨ା୧୦: ବିଶ୍ୱର ସବୁଠାରୁ ବିରାଟ ବାଲି ମରୁଭୂମି ଭାବେ ଜଣାଯାଉଥିବା ସାଉଦି ଆରବ ବର୍ତ୍ତମାନ ତେଲ କିମ୍ବା ଓଢ଼ଣାରେ ରହୁଥିବା ମହିଳାଙ୍କ ପାଇଁ ନୁହେଁ ବରଂ ମେଗା ସହର ଲାଗି ବିଶ୍ୱରେ ପରିଚିତି ହାସଲ କରିବାକୁ ଯାଉଛି। ୧୭୦ କି.ମି…
କ୍ୟାପିଟାଲ ହିଲ ହିଂସା ସମିତି ପକ୍ଷରୁ ଟ୍ରମ୍ଫଙ୍କୁ ସମନ
ୱାଶିଂଟନ,୨୨ ।୧୦: ଆମେରିକା ସିନେଟର ଏକ ସମିତି ୬ ଜାନୁୟାରୀ ୨୦୨୧ରେ କ୍ୟାପିଟାଲ ହିଲ ହିଂସାର ଯାଞ୍ଚ କରୁଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଶୁକ୍ରବାର ସମିତି କହିଛି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଅଫିସିଆଲି ଏକ ସମନ ପଠାଯାଇଛି…
ସେନା ଗୁଳିରେ ୬୦ ନିହତ
ଏନ୍ଜାମେନା(ଚାଦ୍),୨୨ା୧୦: କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍ଜାମେନାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ସେନା ପକ୍ଷରୁ ଲୁହବୁହା ବାଷ୍ପ ସହ ମାରଣାସ୍ତ୍ର ପ୍ରୟୋଗ…
ବର୍ଷକୁ ପେନ୍ସନ କୋଟିଏ ଟଙ୍କା
ଲଣ୍ଡନ,୨୨ା୧୦: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍ ପାର୍ଟି ଏମ୍ପି ଲିଜ୍ ଟ୍ରସ୍ ବାର୍ଷିକ ୧୧୫,୦୦୦ ପାଉଣ୍ଡ (ପ୍ରାୟ ୧.୦୫ କୋଟି ଟଙ୍କା) ପେନ୍ସନ ପାଇବେ। ‘ଇଣ୍ଡିପେଣ୍ଡେଣ୍ଟ’ରେ ପ୍ରକାଶିତ…
ଗ୍ରେ ଲିଷ୍ଟ୍ରୁ ପାକ୍ ମୁକ୍ତ
ଇସ୍ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍)ର ଗ୍ରେ ଲିଷ୍ଟ୍ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡରିଂ ଅଭିଯୋଗରେ ପାକିସ୍ତାନ ଏହି ତାଲିକାରେ ସାମିଲ ହୋଇଥିଲା। କୌଣସି…
ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନ୍ନି ମୋର୍ଡଣ୍ଟ
ଲଣ୍ଡନ,୨୨ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍ଙ୍କ ଇସ୍ତଫା ପରେ ଶୁକ୍ରବାର ଏହି ଦୌଡ଼ରେ ସାମିଲ ହେବା ପାଇଁ ହାଉସ୍ ଅଫ୍ କମନ୍ସ ଲିଡର ପେନ୍ନି ମୋର୍ଡଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବର ୫ରେ ଆସିଥିବା ପୂର୍ବ ପ୍ରତିଦ୍ୱନ୍ଦ୍ୱିତାର…
ନିଜେ ଧରା ଦେଲା ଚୋର
ଢାକା,୨୨।୧୦: ପୋଲିସର କର୍ତ୍ତବ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। କୌଣସି ଝମେଲା କିମ୍ବା ଗଣ୍ଡଗୋଳରେ ଫସିଥିବା ବ୍ୟକ୍ତି ପ୍ରଥମେ ପୋଲିସର ସହାୟତା ହିଁ ଲୋଡ଼ିଥାନ୍ତି। ଏ ପ୍ରକାର ବ୍ୟବସ୍ଥାର ଫାଇଦା ଉଠାଇବା ଜଣେ ଚୋରଙ୍କ ପ୍ରତି ମହଙ୍ଗା ପଡ଼ିଛି। ଚୋର ଜଣଙ୍କ…
Archives


