ଅନ୍ତର୍ଜାତୀୟ

ଆମେରିକା କ୍ୟାପିଟୋଲ ହିଂସା: ଟ୍ରମ୍ଫକୁ ଦାୟୀ କଲା ଯାଞ୍ଚ ପ୍ୟାନେଲ, ଦୋଷୀ ହେବେ କି ନା ନିଷ୍ପତ୍ତି ନେବ ଆଇନ ବିଭାଗ

ୱାଶିଂଟନ,୨୦ ।୧୨: ୱାଶିଂଟନରେ ଥିବା ଆମେରିକାର କ୍ୟାପିଟାଲ ବିଲଡିଂ(ଆମେରିକାର ସଂସଦ ଗୃହ) ପରିସର ବାହାରେ ୬ ଜାନୁୟାରୀ ୨୦୨୧ରେ ହୋଇଥିବା ଆକ୍ରମଣର ଅନୁସନ୍ଧାନ କରୁଥିବା ଏକ ସ୍ୱତନ୍ତ୍ର ଯାଞ୍ଚ ସମିତି ସୋମବାର ଏହାର ଚୁଡାନ୍ତ ଶୁଣାଣି କରିଛି । ଅନୁସନ୍ଧାନ କରୁଥିବା…

ଆମେରିକା ନିର୍ମିତ ୪ କ୍ଷେପଣାସ୍ତ୍ର ଖସାଇଥିବା ଦାବି କଲା ରୁଷିଆ

ମସ୍କୋ,୨୦।୧୨ : ୟୁକ୍ରେନ୍‌ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍‌ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍‌ଗୋରୋଡ ଅଞ୍ଚଳ ଉପରେ ଆମେରିକାର…

ଟୁଇଟର ସିଇଓ ପଦରୁ ଓହରନ୍ତୁ ମସ୍କ

ଓ୍ବାଶିଂଟନ୍‌, ୨୦।୧୨: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ୟୁଜର୍ସ ଏଲନ ମସ୍କଙ୍କ ଉପରେ ଖୁସି ନାହାନ୍ତି। ଟୁଇଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରେ କମ୍ପାନୀର କର୍ମଚାରୀଙ୍କଠୁ ଆରମ୍ଭ କରି ୟୁଜର୍ସ ଅସୁଖୀ ଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ମସ୍କ…

ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ

ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ସେମାନଙ୍କ ନାଁ ସହ ଗ୍ରେ କଲର ଟିକ୍ ସହିତ ଦୃଶ୍ୟ ହେଉଛନ୍ତି ।…

ଶେଷରେ ମାନିଲା ରୁଷିଆ

ମସ୍କୋ,୧୯।୧୨: ୟୁକ୍ରେନ୍‌ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବା ବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍‌ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍‌ଗୋରୋଡ ଅଞ୍ଚଳ ଉପରେ ଆମେରିକାର…

୧୭ ଘଣ୍ଟା ଧରି ମିଲିଟାରୀ ସେଣ୍ଟରରେ ତାଲିବାନର କବ୍‌ଜା: ଅଧିକାରୀଙ୍କୁ କଲା ବନ୍ଧକ

ଇସ୍‌ଲାମାବାଦ୍‌,୧୯।୧୨: ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ପାକିସ୍ତାନ ତେହେରିକ୍‌-ଇ-ତାଲିବାନ (ଟିଟିପି) ଗଡ଼ରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିନାହିଁ। ଏଥିସହ ପାକିସ୍ତାନୀ ମିଲିଟାରୀର ଅନେକ ବରିଷ୍ଠ ଅଧିକାରୀ ଟିଟିପି…

ରାଷ୍ଟ୍ରପତି ରାକାଫୋସା ଏଏନ୍‌ସି ନେତା ନିର୍ବାଚିତ

ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ (ଏଏନ୍‌ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷୀୟ ରାମାଫୋସା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ୱେଲି ମଖିଜେଙ୍କୁ ପରାସ୍ତ…

ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ

ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେତୁ ଆଫଗାନିସ୍ତାନରେ ଶାସକ ତାଲିବାନ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି…

ନେପାଳରେ ଗଠନ ହେବ ନୂଆ ସରକାର

କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା…

ରୁଷିଆ ସୈନ୍ୟଙ୍କ ମନୋବଳ ବଢ଼ାଇବେ ବ୍ୟାଣ୍ଡ୍‌-ସର୍କସ କଳାକାର…

ମସ୍କୋ,୧୯।୧୨ : ଗତ ୧୦ ମାସ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ସୈନ୍ୟଙ୍କର ମନୋବଳ ବଢ଼ାଇବା ପାଇଁ ରୁଷିଆ ବର୍ତ୍ତମାନ ଗାୟକ, ସଙ୍ଗୀତଜ୍ଞ ଏବଂ ସର୍କସ କଳାକାରଙ୍କୁ ନିୟୋଜିତ କରିବ। ଏହା ଯୁଦ୍ଧକ୍ଷେତ୍ରରେ ପୁରୁଣା ଦିନଗୁଡ଼ିକର ଅନୁଭବ ଦେବ। ରୁଷିଆ କହିଛି…

ମିଡ଼ିଆ ସଂସ୍ଥା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଜିନପିଙ୍ଗ…

ବେଜିଂ,୧୯।୧୨ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଆଉ ଏକ କୌଶଳ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚାଇନା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସଂସ୍ଥାରେ ବହୁ ଅର୍ଥ ଖର୍ଚ୍ଚ କରୁଛି। ଏତେ ପରିମାଣର…

ଟରଣ୍ଟୋରେ ଗୁଳିମାଡ଼: ୫ ମୃତ

ଟରଣ୍ଟୋ,୧୯ା୧୨: କାନାଡାର ଟରଣ୍ଟୋରେ ରବିବାର ବିଳମ୍ବିତ ରାତିରେ ଆଖିବୁଜା ଗୁଳିମାଡ଼ ହେତୁ ଉତ୍ତେଜନା ଦେଖାଦେଇଥିଲା। ଏହି ଗୁଳି ବିନିମୟରେ ୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ ଜଣେ ବନ୍ଧୁକଧାରୀଙ୍କୁ ପୋଲିସ ମଧ୍ୟ ହତ୍ୟା କରିବାରେ ସଫଳ ହୋଇଛି। ୟର୍କ ଅଞ୍ଚଳର ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri