ସିନେଟରେ ସମଲିଙ୍ଗୀ ବିଧେୟକ…
ଓ୍ବାଶିଂଟନ,୧୭।୧୧ : ଆମେରିକାର ଲୋକସଭାରୁ ସମଲିଙ୍ଗୀ ବିବାହ ବିଲକୁ ସୁରୁଖୁରୁରେ ପାସ କରିବା ପରେ ଏହା ବର୍ତ୍ତମାନ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉପସ୍ଥାପିତ ହୋଇଛି। ବର୍ତ୍ତମାନ ଡେମୋକ୍ରାଟ୍ସର ସମସ୍ତ ୫୦ ସଦସ୍ୟ ଏହା ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଏହି…
ସଦନର ନିମ୍ନ ଗୃହରେ ବିରୋଧୀ ରିପବ୍ଲିକାନ୍କୁ ବହୁମତ, ମିଳିମିଶି କାମ କରିବାକୁ କହିଲେ ବାଇଡେନ…
ଓ୍ବାଶିଂଟନ,୧୭।୧୧ : ଆମେରିକାରେ ସାମ୍ପ୍ରତିକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଏକ ସପ୍ତାହ ପରେ ବିରୋଧୀ ରିପବ୍ଲିକାନ ପାର୍ଟି ସଦନର ନିମ୍ନ ଗୃହରେ ବହୁମତ ହାସଲ କରିଛି। ଏଥିରେ ଦଳ ୨୧୮ ଟି ସିଟ ପାଇଛି, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ। ଏହି ବିଜୟ…
ଚାଇନା ଗୁପ୍ତଚରଙ୍କୁ ଆମେରିକାରେ ୨୦ ବର୍ଷ କାରାଦଣ୍ଡ…
ଓ୍ବାଶିଂଟନ,୧୭।୧୧ : ଆମେରିକାର ସିନସିନାଟି ସହରର ଏକ କୋର୍ଟ ଜଣେ ଚାଇନା ଗୁପ୍ତଚର ଅଧିକାରୀଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ବିମାନ ଚଳାଚଳ କମ୍ପାନୀଗୁଡିକରୁ ବାଣିଜ୍ୟ ରହସ୍ୟ ଚୋରି କରିବାକୁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଥିଲା। ୪୨…
ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍ ଗ୍ରୁପ୍
ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍ (କୋପ୍୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍ ଗ୍ରୁପ୍) ଧନୀ ରାଷ୍ଟ୍ରଗୁଡ଼ିକୁ ଦୋମୁହାଁ ବୋଲି ଅଭିହିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ…
ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ
ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବା ସ୍ବୀକାର କରାଯାଇଛି। ତେବେ ଯୁଦ୍ଧବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା…
୧୦୦ କୋଟି ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି
ପ୍ୟାରିସ୍, ୧୭।୧୧: ନୂଆ ଟ୍ରେଣ୍ଡକୁ ଯୁବପିଢ଼ି ଅତି ସରାଗରେ ଆପଣାଇବାରେ ଲାଗିଛନ୍ତି। ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇଁବା ପାଇଁ ସେମାନେ ଓ୍ବିକେଣ୍ଡ୍ ପାର୍ଟି, ପବ୍ ଓ ମ୍ୟୁଜିକ୍ କନ୍ସର୍ଟରେ ମଜ୍ଜି ରହୁଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଲାଗୁଥିବା ଲାଉଡ୍ ମ୍ୟୁଜିକ୍…
ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ, ଚାଇନା ରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି
ବାଲି,୧୬।୧୧: ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ୧୫ ନଭେମ୍ବରରେ ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଛି।…
ଓଜନ କମାଇଲେ ଏଲନ ମସ୍କ
ଓ୍ବାଶିଂଟନ,୧୬ା୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ପ୍ରାୟ ୧୪ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ମସ୍କ କହିଛନ୍ତି, ସେ ତାଙ୍କ ଓଜନ ପ୍ରାୟ ୩୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୩.୬ କିଲୋଗ୍ରାମ ହ୍ରାସ…
ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ: ୬ ମୃତ
ଇସଲାମାବାଦ୍,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରକୁ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛି, ଦକ୍ଷିଣ ୱାଜିରିସ୍ତାନ ସୀମାବର୍ତ୍ତୀ ଲକ୍ଷ୍ମୀ ମାରୱାଟ ଜିଲାରେ କିଛି ଅଜ୍ଞାତ ବନ୍ଧୁକଧାରୀ ପୋଲିସ ଭ୍ୟାନକୁ…
ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା
ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍ର ମାର-ଏ-ଲାଗୋ ଇଷ୍ଟେଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ସେ ଏନେଇ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣାର କିଛି…
ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ: ମୋଦି
ବାଲି,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ବୁଧବାର ଜି-୨୦ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା…
ହ୍ବାଇଟ୍ ହାଉସ୍ରେ ବାହାହେବେ ବାଇଡେନ୍ଙ୍କ ନାତୁଣୀ
ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍ ହାଉସ୍ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍ ଆସନ୍ତା ଶନିବାର ପ୍ରେମିକ ନିଲ୍ଙ୍କ ହାତ ଧରିବାକୁ ଯାଉଛନ୍ତି। ହ୍ବାଇଟ୍ ହାଉସ୍ର ସାଉଥ୍ ଲନ୍ରେ ବିବାହ…
Archives


