ୟୁରୋପକୁ ତୈଳ ଯୋଗାଇବ ନାହିଁ ରୁଷିଆ
ମସ୍କୋ,୬।୧: ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ସହିତ ରୁଷିଆ ତୈଳ ବ୍ୟବସାୟ କ୍ରମାଗତ ଭାବେ ଶୀର୍ଷରେ ପହଞ୍ଚିଛି। ଇତିମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଆର୍କଟିକ ଅଞ୍ଚଳରୁ ବାହାରୁଥିବା ଅଶୋଧିତ ତୈଳ ଯୋଗାଣକୁ ଭାରତ ଏବଂ ଚାଇନାକୁ ରିହାତିରେ…
ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ଉପରକୁ ଗୁଳି ଚଳାଇଲା ପାକିସ୍ତାନୀ ସେନା
ଇସଲାମାବାଦ,୬।୧: ପାକିସ୍ତାନ ଦଖଲରେ ଥିବା ଗିଲଗିଟ୍-ବାଲୁଚିସ୍ତାନରେ ସ୍ବାଧୀନତା ଲାଗି ବିଦ୍ରୋହ କରୁଥିବା ବିକ୍ଷୋଭକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଛି। ଏହି ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଗତ କିଛି ଦିନ ଧରି ପାକିସ୍ତାନ ସରକାରଙ୍କ ବିରୋଧରେ…
ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା
ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି କାଠିକର ପାଠ ହୋଇଯାଉଛି । ଏବେ ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ ୧୦ ହଜାର…
‘ପୁଟିନ ଅମ୍ଳଜାନ ଖୋଜୁଛନ୍ତି’
ଓ୍ବାଶିଂଟନ,୬ା୧: ରୁଷିଆ ୩୬ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଆକ୍ରମଣରେ ଅସୁବିଧାରେ ପଡ଼ିଥିବା ପୁଟିନ ଅସ୍ତ୍ରବିରତି ଉଲ୍ଲଂଘନ ମାଧ୍ୟମରେ ନିଜ ପାଇଁ ଅମ୍ଳଜାନ ଖୋଜୁଛନ୍ତି। ଯେତେବେଳେ…
କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା: ଶିଶୁଙ୍କ ସମେତ ୨ ମୃତ
ଓ୍ବାଶିଂଟନ,୬ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବାତ୍ୟା ହୋଇଛି। ଫଳରେ ହଜାର ହଜାର ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି। ଏହି ବର୍ଷା ଯୋଗୁ ବନ୍ୟା ପରି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହି ବର୍ଷାରେ ଅତିକମ୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ…
‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ
ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ଯେଉଁଠାରେ ବଜର ରାତି ୮ଟାରେ ବନ୍ଦ ହୋଇଯାଉଛି ସେଠାରେ କମ ସନ୍ତାନ ପ୍ରସବ ହେଉଛନ୍ତି…
ଟୁଇଟରକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ, ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ
ୱାଶିଂଟନ,୬ ।୧: ଟୁଇଟର ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ୟୁଜର୍ସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏକ ସୁକ୍ୟୁରିଟି ରିସର୍ଚ୍ଚ ବୁଧବାର ଦାବି କରିଛି କି ହ୍ୟାକର୍ସ ୨୦୦ ମିଲିୟନରୁ…
ଖବରଦାତାଙ୍କ ପଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ, ୨୦୦୩ରୁ ଏବେ ପର୍ଯ୍ୟନ୍ତ ୯୩ ହତ୍ୟା
ଇସଲାମାବାଦ,୬ ।୧: ଖବରଦାତାଙ୍କ ପାଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଛି । ରିପୋଟର୍ସ ୱିଦାଉଟ ବର୍ଡର୍ସର ରିପୋର୍ଟ ଅନୁଯାୟୀ, ଭାରତ ଏମିତି ଦେଶର ସୂଚିରେ ୫ମ ସ୍ଥାନରେ ରହିଥିବା ବେଳେ ଏଠାରେ ପ୍ରେସର ସ୍ୱାଧିନତା…
ରଙ୍ଗହୀନ ପ୍ରବାଳ ‘ଫିସ୍ ଫାଇଟ୍’ର କାରଣ
ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍ଫ୍ଲାଏ ଫିସ୍ ବିଶେଷ ଭାବେ ଆକ୍ରୋପୋରା…
ୟୁକ୍ରେନକୁ ୨.୮୫ ଅରବ ଡଲାରର ନୂଆ ସେନା ସହାୟତା ଯୋଗାଇଦେବ ଆମେରିକା
ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି ୩ ଅରବ ଡଲାର ମୂଲ୍ୟର ସେନା ସହାୟତା ଯୋଗାଇଦେବ, ଯେଉଁଥିରେ ପ୍ରଥମଥର କିଛି…
୩୬ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ୍
ମସ୍କୋ,୫।୧: ରୁଷିଆ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍ ୟୁକ୍ରେନ୍ ସହ ୩୬ ଘଣ୍ଟା ଆର୍ଥାତ୍ ୨ଦିନ ପାଇଁ ଯୁଦ୍ଧ ବିରତି ପାଇଁ ଘୋଷଣା…
କୋଭିଡ୍ ରୋଗୀଙ୍କ ପାଇଁ ହସ୍ପିଟାଲରେ ନାହିଁ ଶଯ୍ୟା
ବେଜିଂ,୫।୧: ଚାଇନା ରାଜଧାନୀ ବେଜିଂରେ କୋଭିଡ୍ ସଂକ୍ରମଣ ଉତ୍କଟ ରୂପ ଧାରଣ କରିଛି। ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖାଯାଇଛି। ରୋଗୀ, ବିଶେଷ କରି ବରିଷ୍ଠ ଲୋକେ ହଲ୍ ଓ୍ବେରେ ଷ୍ଟ୍ରେଚର କିମ୍ବା ହୁଇଲ୍ଚେୟାରରେ ଥାଇ ଅକ୍ସିଜେନ୍ ନେଉଥିବା…
Archives


