Posted inଜାତୀୟ

ଭାରତ ବନ୍ଦ ର ମିଶ୍ରିତ ପ୍ରଭାବ

ନୂଆଦିଲ୍ଲୀ,୨୬ ।୨: କନଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟି ଜଟିଳତା ଓ ଇ-କମର୍ସକୁ ନେଇ ବ୍ୟବସାୟୀମାନେ ଅତିଷ୍ଠ ହୋଇପଡିବା ପରେ ଏହି ବନ୍ଦ ଡାକରା ଦିଆଯାଇଛି । ଏବେ ପର୍ଯ୍ୟନ୍ତ ସାରା ଦେଶରେ ଏହି ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । କିଛି ବ୍ୟବସାୟୀ ସଙ୍ଗଠନ ଏଥିରେ ସାମିଲ ହୋଇ ନ ଥିବା ଜଣାପଡିଛି । ହେଲେ ସିଏଆଇଟି ପକ୍ଷରୁ ଦାବି କରାଯାଇଛି କି ଦିଲ୍ଲୀ ସହିତ ସାରା ଦେଶରେ ୪୦ ହଜାରରୁ ଅଧିକ ବ୍ୟବସାୟ ସଙ୍ଗଠନର ୮କୋଟିରୁ ଅଧିକ ବ୍ୟବସାୟୀ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରକଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ବି ଏହାକୁ ସମର୍ଥନ ଜଣାଇଛନ୍ତି । ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ୱେଲଫେୟାର ଆସୋସିଏଶନ(ଏଆଇଟିଡବ୍ଲୁଏ) ମଧ୍ୟ ଏହି ଭାରତ ବନ୍ଦକୁ ସମର୍ଥନ କରିଛି । କିଛି ସ୍ଥାନରେ ଗାଡି ମଟର ଚାଲୁଥିବା ବେଳେ ବ୍ୟବସାୟ ପ୍ରତିଷ୍ଠାନମାନ ବନ୍ଦ ଥିବା ଲକ୍ଷ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଡିଏ ଗଢିବ ସରକାର, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ: ଶାହନବାଜ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳଫଳ ମଙ୍ଗଳବାର ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ଯେ କିଏ ଶାସନ ଗାଦିରେ ବସିବ । ତେବେ...

କୁଳଭୂଷଣଙ୍କ ମୁକ୍ତି ପାଇଁ ପାକ୍‌କୁ ପ୍ରବର୍ତ୍ତାଇବ ଭାରତ

ନୂଆଦିଲ୍ଲୀ,୪ା୫(ପି.ଟି.): ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୁକୁଳାଇବା ପାଇଁ ଇସ୍‌ଲାମାବାଦକୁ ବ୍ୟାକ୍‌ ଚାନେଲ ମାଧ୍ୟମରେ ପ୍ରବର୍ତ୍ତାଇବା ନିମନ୍ତେ ଭାରତ...

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା...

‘ମୋଦି ଜଣେ ଚତୁର ରାଜନେତା’

ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍‌ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି।...

‘ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୨ା୬(ପି.ଟି.): ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଏବଂ ରୁକ୍ଷ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଏଗୁଡ଼ିକ ଭିଡ଼ ମାନସିକତାର...

ସେନା ପୋଷାକରେ ଧଳା କାର୍‌ରେ ଦିଲ୍ଲୀରେ ପ୍ରବେଶ କଲେ ୫ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦେଶର ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେନା ପୋଷାକରେ ଧଳା କାର୍‌ରେ ୫ ଆତଙ୍କବାଦୀ ଦିଲ୍ଲୀ ଏନସିଆର୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସେମାନଙ୍କ...

୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି

ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍‌ବୋଧନ...

ଭାଜପାରେ ଯୋଗଦେଲେ ତାମିଲ କଳାକାର

ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି...

Advertisement
Archives

Model This Week