କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’
ବୁଗୁଡ଼ା,୨୪ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ସହରର ମଦନମୋହନ ଛକରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ମଦନମୋହନ ଛକଠାରେ ନିରାଡମ୍ବର ଭାବେ ଶୁକ୍ରବାର ରାତିରୁ ମହା ସପ୍ତମୀ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଶନିବାର…
ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ
ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ…
ମେହେନ୍ଦୀ ସେରିମନିରେ ନେହା କକ୍କର ପିନ୍ଧିଥିବା ଲେହେଙ୍ଗା ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ମୁମ୍ବାଇ,୨୪ା୧୦: ରୋହନ ପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଥିବା ବଲିଉଡ୍ ନେହା କକ୍କର ବର୍ତ୍ତମାନ ତାଙ୍କ ମେହେନ୍ଦୀ ସେରିମନି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମେହେନ୍ଦୀ ଲଗାଉଙ୍ଗୀ ମେ ସଜନା କି ନାମ’ ଫଟୋରେ ନେହା…
ଉତ୍ତରପ୍ରଦେଶ: ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା
ଲକ୍ଷ୍ନୌ,୨୪।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତରେ ସାମିଲ ଥିବା ୟୁପି ପୋଲିସର ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ ଶନିବାର ଆତ୍ମହତ୍ୟା କରିଛନ୍ତି। ଖବରପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା…
ଲୁହା ତରଳଗୁଣ୍ଡ ପାଇପ ଫାଟି ଫସଲ ନଷ୍ଟ
ଚିତ୍ରକୋଣ୍ଡା,୨୪ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଦେଇ ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିବା ସମୟରେ ଚିତ୍ରକୋଣ୍ଡା ଯାନବାଇସ୍ଥିତ ଆଞ୍ଜେରିଆ ଗୁଡ଼ା ଗ୍ରାମ ନିକଟରେ ଆରସେଲ ପାଇପ ଲାଇନଟି ଫାଟି ଯାଇଥିଲା। ଫଳରେ…
ସାବଧାନ! ଏଣିକି ଘରେ କୁକୁର ରଖିଲେ କରିବାକୁ ପଡ଼ିବ ଲାଇସେନ୍ସ, ଜାଣନ୍ତୁ ଏ ବାବଦରେ କେତେ ଅର୍ଥ ଦେବାକୁ ପଡ଼ିବ
ଡେରାଡୁନ,୨୪ା୧୦: ଏଣିକି ଘରେ କୁକୁର ରଖିବାକୁ ହେଲେ ଲାଇସେନ୍ସ କରିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ କୁକୁର ଅଛି ଆଉ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ଏଥିପାଇଁ ଆପଣଙ୍କୁ ଜରିମାନା ପଡ଼ିପାରେ। ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ…
ବୟଫ୍ରେଣ୍ଡ୍ ଜେଲରୁ ମୁକୁଳିବା ପରେ ଏମିତି ଜନ୍ମଦିନ ପାଳିଲେ ଗର୍ଲଫ୍ରେଣ୍ଡ୍, ଦେଖଣାହାରୀ ଚକିତ
ପୁଣେ,୨୪ା୧୦: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ଯୁବତୀ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ଯାହା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣ୍ଡଲିକ ନାଗର ଥାନା ପୋଲିସ ଇନ୍ସପେକ୍ଟର ଘନଶ୍ୟାମ ସୋନାଓ୍ବାନେ କହିଛନ୍ତି ଯେ, ଏହି ଘଟଣାଟି ଗତ ୪ ତାରିଖର। ବିଳମ୍ବିତ ରାତିରେ ପୁଣ୍ଡଲିକ…
ଆଜି ରାଜଧାନୀରୁ ୧୮୨ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୨୭୬
ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୩୮ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ସେହିପରି ଆଜି…
ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍ଲିମ ବି କରନ୍ତି ପୂଜା
ଇସ୍ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ଜାଣନ୍ତୁ କିଛି ଭିନ୍ନ…
ଦଶହରା ଉତ୍ସବ ରଦ୍ଦ: କରୋନାରେ ଆକ୍ରାନ୍ତ ହେଲେ ରାବଣ, ହସ୍ପିଟାଲରେ ଭର୍ତ୍ତି
ଦଶହରା ଉତ୍ସବ ରଦ୍ଦ ହୋଇଛି। କାରଣ ରାବଣ କରୋନା ପଜିଟିଭ ହୋଇଛନ୍ତି। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ୨୭ ସେକେଣ୍ଡର ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪
ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ମାଲକାନଗିରି, ୨୪।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୭, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪, ମାଲକାନଗିରି ବ୍ଲକରୁ ୪, ମାଥିଲି ବ୍ଲକରୁ…
Archives


