ଜେଜେବାପା ହେଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ଜେଜେବାପା ହୋଇଛନ୍ତି ମୁକେଶ ଅମ୍ବାନୀ। ଏସିଆର ଏହି ସବୁଠାରୁ ଧନୀ ବ୍ୟକ୍ତିଙ୍କ ପରିବାରକୁ ଆସିଛି ନୂଆ ଅତିଥି। ମୁକେଶଙ୍କ ପୁଅ ଆକାଶ ବାପା ହୋଇଛନ୍ତି। ସ୍ତ୍ରୀ ଶ୍ଳୋକା ଗୁରୁବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଅମ୍ବାନୀ ପରିବାର ତରଫରୁ…
ଲୋକତନ୍ତ୍ର ଭାରତର ସଂସ୍କାର:ମୋଦି
ନୂଆଦିଲ୍ଲୀ,୧୦।୧୨: ଲୋକତନ୍ତ୍ର ଭାରତର ସଂସ୍କାର। ଏହା କେବେ ଶେଷ ହେବ ନାହିଁ। ସବୁବେଳେ ଏହା ଜାରି ରହିବ। ନୂଆ ସଂସଦ ଭବନର ଶିଳାନ୍ୟାସ କରି ଗୁରୁବାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ନୂଆ ସଂସଦ ଭବନ ଭାରତର ଆବଶ୍ୟକତା। ଏହା…
ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ
ନୟାଗଡ ଅଫିସ୍, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ ଉଦ୍ଧାର ସ୍ଥାନ ବୁଲି ଦେଖିଥିଲେ। ଡି.ପୁରନ୍ଦେଶ୍ୱରୀ ଅଭିଯୋଗ କରି କହିଛନ୍ତି, ପରୀ ବାପାମାଙ୍କୁ ସୁରକ୍ଷା…
ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ
ନୂଆଦିଲ୍ଲୀ/କେମ୍ବ୍ରିଜ୍,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍ ଆର୍କିୟୋଲୋଜିକାଲ ସାଇନ୍ସ୍ରେ ପ୍ରକାଶିତ ହୋଇଛି। ଏଥିରେ ସିନ୍ଧୁ ସଭ୍ୟତା ଲୋକଙ୍କର ଖାଦ୍ୟପାନୀୟ ବିଷୟରେ କେତେକ ଅଜଣା କଥା ଉଲ୍ଲେଖ କରାଯାଇଛି।…
ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ନେଇନାହାନ୍ତି ୨୦୦୩ ବିଶ୍ୱକପ୍ର ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୧୦।୧୨: ଭାରତୀୟ ଉଇକେଟକିପର-ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ସେ ଶେଷ ଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଖେଳିଥିଲେ। ପାର୍ଥିବ କ୍ରିକେଟ ବିଦାୟ ଦେବା ପରେ ବୁଧବାର ୨୦୦୩…
ପଞ୍ଜୁରୀରେ ରହି ଅଶ୍ଳୀଳ ଡ୍ୟାନ୍ସ କଲେ ବାର୍ ଯୁବତୀ, ଫଟୋ ଭାଇରାଲ
ଲକ୍ଷ୍ନୌ,୧୦ା୧୨: ପଞ୍ଜୁରୀରେ ରହି ବାର୍ ଯୁବତୀମାନେ ଆଞ୍ଚଳିକ ଗୀତରେ ଅଶ୍ଳୀଳ ଡ୍ୟାନ୍ସ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। କରୋନା ମହାମାରୀ ସମୟରେ ବିନା ମାସ୍କରେ ସାମାଜିକ ଦୂରତା ରକ୍ଷା ନ କରି ନାଚଗୀତରେ ଯୁବତୀମାନେ ମସ୍ଗୁଲ ଥିଲେ।…
ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ ଆସୁଛନ୍ତି। ଗୁରୁବାର ଟୁଇଟର୍ରେ ସେ ବଡ ଘୋଷଣା କରିଛନ୍ତି। ଏକ ବିଶାଳ ମା’ ଦୁର୍ଗାଙ୍କ…
କ୍ରିକେଟ୍ ପଡିଆରେ ଅଳସୁଆ ଏହିସବୁ କ୍ରିକେଟର୍, ରନ୍ ନେବାକୁ କରନ୍ତି କୁଣ୍ଠାବୋଧ
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ……
ଖୋଲିବ ସ୍କୁଲ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଡିସେମ୍ବର ସ୍କୁଲ ଖୋଲିହେବ ବୋଲି ଏସ୍ଆର୍ସି କହିଥିଲେ। ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ…
ରତ୍ନପଥର ଚୋରା ଚାଲାଣ ଘଟଣା: ୨ ଗିରଫ
ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ ମାହାନା (୫୩) ଓ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ସୁବାସ ରତ୍ନାଲୁ (୪୫) ବୋଲି…
ସଂସଦ ଭବନର ଶିଳାନ୍ୟାସ କଲେ ମୋଦି: ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ
ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ…
ପଶ୍ଚିମବଙ୍ଗରେ ନଡ୍ଡାଙ୍କୁ ଆକ୍ରମଣ
କୋଲକାତା,୧୦।୧୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁୁତୁରା ଏମ୍ପି ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡ଼ାଏମଣ୍ଡ ହାର୍ବର ଗସ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। କେତେକ ତୃଣମୂଳକର୍ମୀ…
Archives


