Home

ବିଶ୍ୱରେକର୍ଡ ହାସଲ କଲେ କୋହଲି, ବହୁ କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ

ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଦ୍ୱିତୀୟ ଇନିଂସରେ ତିନି ରନ ସ୍କୋର କରିବା ପରେ କୋହଲି ୱେଷ୍ଟଇଣ୍ଡିଜ…

ଭାରତର ଲଜ୍ଜାଜନକ ପରାଜୟ

ଚେନ୍ନାଇ,୯।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି। ଇଂଲଣ୍ଡ ଏହି ଟେଷ୍ଟରେ ଭାରତକୁ ୨୨୭ ରନ୍‌ର ପରାଜିତ କରିଛି। ଏହାସହ ଭ୍ରମଣକାରୀ ଦଳ ୧-୦ ସିରିଜ୍‌ ଆଗେଇଛି। ଏହି ବିଜୟ ସଂ…

ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଲେ ଯୁବତୀ

ଲଣ୍ଡନ,୯।୨: ଚାକିରିରେ ପ୍ରୋବେଶନ ନିଯୁକ୍ତି ବ୍ୟବସ୍ଥା ରହିଥାଏ। ତେବେ ବୟଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖାଯିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ଜଣେ ଯୁବତୀ ତାଙ୍କ ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।…

କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କର ହୃଦ୍‌ଘାତ ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ…

ଟିକା ନେଲେ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର

ଗଞ୍ଜାମ, ୯।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ପ୍ରଥମେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଗଞ୍ଜାମ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର ବିପିନ କୁମାର ବାରିକି କୋଭିଡ୍‌ ଟିକା ନେଇଛନ୍ତି । ଟିକା ନେବା ପରେ ସେ…

କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ ଟିମ୍‌ ମଧ୍ୟ ଏହାର ସମାଧାନ କରି ପାରିନାହିଁ। ଗତ ୨…

ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌, ମାଗିଲେ ପୈତୃକ ଛୁଟି

ବାଂଲାଦେଶର ଷ୍ଟାର କ୍ରିକେଟର୍‌ ସାକିବ ଉଲ୍‌ ହାସନ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଟିମ୍‌ରେ ସାମିଲ ନ କରାଯାଉ ବୋଲି ସେ…

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଜେଡ଼ିୟୁର ୮ ଜଣ ମନ୍ତ୍ରୀଭାବେ ରାଜଭବନର ରାଜେନ୍ଦ୍ର ମଣ୍ଡପରେ…

ଅଭିନୟ ଛାଡ଼ି ଯୋଗ ଶିଖାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ସମସ୍ତଙ୍କୁ ଦାଓ୍ବାନା କରିଦେଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ହେଲେ ଅଭିନେତା ନକୁଳ କପୁର। ‘ତୁମ୍‌ସେ ଅଚ୍ଛା କୌନ୍‌ ହୈ’ ଫିଲ୍ମ ସମସ୍ତଙ୍କର ମନେଥିବ ନିଶ୍ଚୟ। ଏଥିରେ ମୁଖ୍ୟ ଚରିତ୍ରରେ…

ମୋଦିଙ୍କ ଲୁହ-ରାମଦାସଙ୍କ କବିତା ଦେଲା ବାଡ଼ ଡ଼େଇଁବାର ସଙ୍କେତ

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ଙ୍କ କାର୍ଯ୍ୟକାଳ ଫେବୃୟାରୀ ୧୫ରେ ଶେଷ ହେଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସଭିଏଁ ଗୁଲାମ ନବୀଙ୍କୁ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତିି। ସୋମବାର ମୋଦି…

ତପୋବନ ସୁଡ଼ଙ୍ଗ ଖୋଲିବାରେ ଉଦ୍ଧାରକାରୀ ଦଳ ଅସଫଳ: ଅନ୍ୟ ରାସ୍ତାର ସନ୍ଧାନ ଜାରି

ଡେରାଡୁନ୍‌,୯।୨: ଉତ୍ତରାଖଣ୍ଡ ଚାମୋଲିରେ ଘଟିଥିବା ହିମସ୍ଖଳନ ବିତ୍ପାତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିିରେ ଜାରି ରହିଛି। ତେବେ ତପୋବନ ଟନେଲରେ ଅଟକିଥିବା ଲୋକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ଅସଫଳ ହୋଇଛନ୍ତି। ଏଠାରେ ମାଟି କାଦୁଅ ଏବଂ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଫଟୋଗ୍ରାଫର୍‌ କହିଲେ ଆଜି ପ୍ରପୋଜ ଡେ’, ଜବାବରେ ମିଳିଲା ଏମିତି ଉତ୍ତର

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ସମ୍ପ୍ରତି ସାରା ଅଲି ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri