ପ୍ରେମିକାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ, ରାଧା-କୃଷ୍ଣ ପରି ହୋଇଥାଏ ଯୋଡ଼ି

ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ତେବେ ଏମିତି କେତେକ ନାମଧାରୀ ଝିଅ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ କେବେହେଲେ ଧୋକା ଦେଇ ନ ଥା’ନ୍ତି। ଏଥିସହ ସବୁ ସୁଖ ଦୁଃଖରେ ତାଙ୍କ ସହ ରହିଥାନ୍ତି।

ଡି ନାମଧାରୀ ଝିଅ: ଏହି ନାମଧାରୀ ଝିଅମାନେ ବହୁତ ରୋମାଣ୍ଟିକ୍‌ ହୋଇଥାନ୍ତି। ଏମାନେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ସାଥୀଙ୍କ ପାଇଁ ସବୁବେଳେ ସମୟ ବାହାର କରିଥାନ୍ତି। ବିଶେଷକରି ଏହି ଝିଅମାନେ ନିଜ ସାଥୀଙ୍କ ପ୍ରତି ଅତ୍ୟନ୍ତ ସଚ୍ଚୋଟ।

ଜି ନାମଧାରୀ ଝିଅ: ଏହି ଝିଅମାନେ ସ୍ବଭାବରେ ବହୁତ ଜିଦ୍‌ଖୋର। ଏଥିସହ ବହୁ ପରିଶ୍ରମୀ ମଧ୍ୟ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏମାନେ ଧାର୍ମିକ ପ୍ରବୃତ୍ତିର। ଏହି ଝିଅମାନେ ଘର, ପରିବାରକୁ ସମ୍ଭାଳିବାରେ ସବୁଠାରୁ ଆଗରେ।

ଏସ୍‌ ନାମଧାରୀ ଝିଅ: ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ନେଇ ବହୁତ ଗମ୍ଭୀର। ଏମାନେ ବହୁତ ଧୈର୍ଯ୍ୟବତୀ। ଏହି ଝିଅମାନେ ନିଜ ସମ୍ପର୍କ ଏବଂ କ୍ୟାରିୟରକୁ ଭଲ ଭାବେ ତୁଲାଇ ଥାଆନ୍ତି।

ଏମ୍‌ ନାମଧାରୀ ଝିଅ: ଏହି ନାମଧାରୀ ଝିଅମାନେ ସ୍ବଭାବରେ ଟିକେ ରାଗି। ମାତ୍ର ଏମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଖାଲି ସେତିକି ନୁହେଁ, ଏମାନେ ନିଜ ସାଥୀଙ୍କୁ ବହୁତ ସମ୍ମାନ ମଧ୍ୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୬ ଅଭ୍ୟାସ ଅଛି କି ଆପଣଙ୍କର? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଏସବୁ କରିବାରେ ସଙ୍କୋଚ ଅନୁଭବ କରୁଛନ୍ତି କି? ହୋଇଯିବେ ବରବାଦ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଆଜିବି ଲୋକେ ଆପଣାଇଥାନ୍ତି। ଏହାକୁ ଅନୁସରଣ କରି ଜୀବନକୁ ସହଜ ଏବଂ ସରଳ କରିହେବ। ଯଦିଓ ନୀତିଗୁଡ଼ିକୁ ଆପଣାଇବା କଷ୍ଟକର, ହେଲେ...

ଏପରି ବନ୍ଧୁ ସର୍ବଦା ରହିଥାନ୍ତି ପାଖରେ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି,...

ମେଥି ହେୟାର ମାସ୍କ

କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ଘନ କେଶ...

ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ

କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି।...

ଉପକାରୀ କୋଳଥ ଡାଲି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ମଡର୍ନ ଲୁକ୍‌ ଷ୍ଟାଇଲ୍‌

ମଡର୍ନ ଲୁକ୍‌ ଷ୍ଟାଇଲ୍‌ ନିଜକୁ ମଡର୍ନ ଲୁକ୍‌ ଦେଇ ଆଧୁନିକ ଟ୍ରେଣ୍ଡରେ ସାମିଲ କରିବାକୁ ଚାହୁଁଥିଲେ, ସବୁବେଳେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅପଡେଟ୍‌ ରହିବାକୁ ହେବ। ତେବେ...

Advertisement
Archives

Model This Week