Home

ଓଡ଼ିଶା ଯୁବକଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ରାକେଟର ଚେର ଓଡ଼ିଶାରୁ ଗୁଜରାଟକୁ ଲମ୍ବିଛି। ଚୋରା ଚାଲାଣ ରାକେଟର ମୁଖ୍ୟଙ୍କୁ ଗୁଜରାଟ କ୍ରାଇମବ୍ରାଞ୍ଚ ପୋଲିସ ପାଟପୁର ପୋଲିସ ସହାୟତାରେ ଘରୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ପାଟପୁର ଥାନା ସିଙ୍ଗପୁର ଗ୍ରାମର ସୁରେନ୍ଦ୍ର ପାତ୍ର…

ବଦଳିଗଲା ରବିବାର ନିୟମ: ଆସନ୍ତାକାଲି ବିଦ୍ୟାଳୟରେ ହେବ ପାଠପଢ଼ା

ବାଲିଗୁଡ଼ା,୯।୧(ଡି.ଏନ୍‌.ଏ.): ସାଧାରଣତଃ ରବିବାର ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ କେତେକ ସ୍ଥାନରେ ବେସରକାରୀ ଅନୁଷ୍ଠାନ ଖୋଲା ରହିଥାଏ। ମାତ୍ର ଚଳିତବର୍ଷ  ରବିବାରରେ ପାଠପଢ଼ା ହେବ। ଆସନ୍ତାକାଲି ଶିକ୍ଷାବର୍ଷ…

ଗାଡ଼ିରେ ପୋଲିସ ଲେଖି ହେଉଥିଲା ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଚାଲାଣକାରୀ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ପୋଷାକ ପିନ୍ଧି ଏବଂ ଗାଡ଼ିରେ ପୋଲିସ ଲେଖି ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ବର୍ତ୍ତମାନ ଓରକେଲ ପୋଲିସ ଏଭଳି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।…

ଦୃଷ୍ଟିଶକ୍ତି ଫେରି ପାଇବା ପରେ ଏମିତି ପ୍ରତିକ୍ରିୟା ଦେଲେ ଦୃଷ୍ଟିହୀନ ଯୁବକ, ଭିଡିଓ ଦେଖିଲେ ହେବେ ଭାବୁକ

ଯଦି କାହାର ଆଖି ନଷ୍ଟ ହୋଇଯାଏ ବା ସେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ବସନ୍ତି ତେବେ ପୂରା ଜୀବନଟା ଅନ୍ଧକାର ମଧ୍ୟକୁ ଚାଲିଯାଏ। ସେହି ସମୟରେ ଆଖିର ମୂଲ୍ୟ କେତେ ବୁଝାପଡ଼େ। ସେମିତି ଏକ ଘଟଣା ଘଟିଛି ଜଣେ…

ବୁମ୍‌ରା-ସିରାଜଙ୍କୁ ‘ମାଙ୍କଡ’ କହି ସମ୍ବୋଧନ କଲେ ଅଷ୍ଟ୍ରେଲିୟ ଦର୍ଶକ; ଅଭିଯୋଗ କଲା ବିସିସିଆଇ

ସିଡନୀ,୯।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଶନିବାର ଜଣେ ଦର୍ଶକ ନିଶାରେ ଭାରତୀୟ ଟିମ୍‌ର ଖେଳାଳି ଜସପ୍ରିତ ବୁମ୍‌ରା ଏବଂ ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ…

ଅଧା ରାତିରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌: ବିବାହ ପାଇଁ କରିଥିଲେ ପ୍ରପୋଜ୍‌

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତକୁ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ ଭଲ…

ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ଉତ୍ତ୍ୟେକ୍ତ ହୋଇ ଉକ୍ତ ଯୁବକଙ୍କ ଗଳା ଚିପି ହତ୍ୟା କରିଛନ୍ତି।…

ପଡ଼ିଆ ବାହାରେ ନୂଆ ରେକର୍ଡ କଲେ ଧୋନୀ: ଏହି ସଫଳତା ପାଇବାରେ ପାଲଟିଲେ ଦ୍ୱିତୀୟ କ୍ରିକେଟର

ନୂଆଦିଲ୍ଲୀ,୯।୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କେବଳ ଆଇପିଏଲ୍‌ରେ ନଜର ଆସିବେ ବୋଲି କହିଛନ୍ତି। ଏବେ ସେ ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ପଡ଼ିଆରୁ ଦୂରରେ ଥିଲେ ହେଁ ଏକ…

ଆଜି ରାଜଧାନୀରୁ ୧୨ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୬

ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ…

ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ‌ ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭-୫୦୦ ‘କ୍ଲାସିକ’ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି।…

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ୧୬୧.୩ କିମି ବେଗରେ ବଲ୍‌ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା।…

ଆସନ୍ତା ୧୬ରୁ ସମଗ୍ର ଦେଶରେ ଟିକାକରଣ

ନୂଆଦିଲ୍ଲୀ,୯।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri