Posted inଖେଳ

୮୮ ବର୍ଷରେ ଆଖିବୁଜିଲେ ଦେଶର ପ୍ରଥମ ମହିଳା କ୍ରିକେଟ ଭାଷ୍ୟକାର

ଭାରତର ପ୍ରଥମ ମହିଳା କ୍ରିକେଟ ଭାଷ୍ୟକାର ଚନ୍ଦ୍ରା ନାଏଡୁଙ୍କର ୮୮ ବର୍ଷ ବୟସରେ ଇନ୍ଦୋରରେ ପରଲୋକ ଘଟିଛି। ବିଗତ କିଛି ବର୍ଷ ହେବ ସେ ଅସୁସ୍ଥ ଥିଲେ। ସେ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ତଥା ପୂର୍ବ କ୍ରିକେଟର ସିକେ ନାଏଡୁଙ୍କର ଝିଅ ଥିଲେ। ମାତ୍ର ଭାଷ୍ୟକାର ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଚନ୍ଦ୍ରା ଇନ୍ଦୋରର ସରକାରୀ ଡିଗ୍ରୀ କଲେଜରେ ଇଂଲିଶ ପ୍ରଫେଶର ଥିଲେ। ୫୦ ଦଶକରେ ହୋଲକର କଲେଜରେ ପାଠ ପଢ଼ିବା ସମୟରେ ସେ କ୍ରିକେଟରେ ପାଦ ଦେଇଥିଲେ। ସେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ର ପ୍ରଥମ ମହିଳା ଭାଷ୍ୟକାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ...

କ୍ରିକେଟରଙ୍କ ମା’ଙ୍କ ଜୀବନ ବଞ୍ଚାଇଲେ ବିରାଟ କୋହଲି

ମୁମ୍ବାଇ,୨୦।୫:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କେବଳ ଜଣେ ମହାନ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ସେ ଜଣେ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି। ବିରାଟ...

ଦିଲ୍ଲୀ ଆଗରେ ୨୦୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୮।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି...

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ସେରେନା

ଲଣ୍ଡନ,୨୮।୬: ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି। ଅଲିମ୍ପିକ୍ସ ଅଂଶଗ୍ରହଣ କରିବେ ନାହିଁ...

୪୦ ବର୍ଷ ପରେ ଆଇଓସିର ୧୪୦ତମ ବୈଠକ ମୁମ୍ବାଇରେ…

ବେଜିଂ/ନୂଆଦିଲ୍ଲୀ,୧୯।୨ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଶନିବାର ବେଜିଂରେ ଅନୁଷ୍ଠିତ ୧୩୯ତମ ଅଲିମ୍ପିକ କମିଟି ବୈଠକରେ ଭାରତ ପରବର୍ତ୍ତୀ...

ସୁନୀଲ ଜୋଶୀ ୟୁପି ରଣ୍‌ଜୀ କୋଚ୍‌ ନିଯୁକ୍ତ

ଲକ୍ଷ୍ନୌ, ୩।୯ (ପି.ଟି.)- ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଜୋଶୀଙ୍କୁ ଉତ୍ତର ପ୍ରଦେଶ (ୟୁପି) ରଣ୍‌ଜୀ କ୍ରିକେଟ୍‌ ଦଳର ନୂତନ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।...

ଜେଭରେଭଙ୍କୁ ଟାଇଟଲ

କୋଲୋନେ, ୧୯ା୧୦ (ଏପି)-ଆଲେକ୍‌ଜାଣ୍ଡର ଜେଭରେଭ ୧୭ ମାସ ବ୍ୟବଧାନରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ରବିବାର ଫେଲିକ୍ସ ଅଗର ଆଲିଆସିମିଙ୍କୁ ସେ ୬-୩, ୬-୩...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ...

Advertisement
Archives

Model This Week