Home

ପ୍ରଶାନ୍ତ କିଶୋରଙ୍କୁ ଆପଣାଇଲେ ଅମରିନ୍ଦର

ଚଣ୍ଡିଗଡ଼, ୨।୩: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୁଣି ଥରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପ୍ରମୁଖ ଉପଦେଷ୍ଟା ନିଯୁକ୍ତ କରିଛନ୍ତି। ୨୦୨୨ରେ ପଞ୍ଜାବରେ କଂଗ୍ରେସ ପାଇଁ ରାଜନୈତିକ ପ୍ରଚାରକୁ ପରିଚାଳନା କରିବେ…

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୨୦୨୪ରେ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏଥିପାଇଁ ରିପବ୍ଲିକାନ୍‌ମାନେ ଏକତ୍ର କାର୍ଯ୍ୟ କରିବା…

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି ବିରୋଧରେ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସୋମବାର ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି। ୮…

କ୍ରାଉନ୍‌ ପ୍ରିନ୍ସଙ୍କୁ ଦଣ୍ଡ ମିଳୁ

ରିୟାଧ, ୨ା୩: ସାଉଦି ପତ୍ରକାର ଜମାଲ ଖାଶୋଗୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ଖାଶୋଗୀଙ୍କ ପ୍ରେମିକା ହାଟିସ୍‌ ସେଙ୍ଗିଜ୍‌। ଏହା ଦ୍ୱାରା କେବଳ ଖାଶୋଗୀଙ୍କୁ ନ୍ୟାୟ ମିଳିବ ତାହା ନୁହେଁ ବରଂ…

ଜଗିଂ ପାଇଁ ଜୋତା

ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା କିଣିବା ବେଳେ ନିଜେ ଉପସ୍ଥିତ ରହି ଟ୍ରାଏ କରିନେବା ଭଲ। ତେବେ ଜଗିଂ ପାଇଁ…

ମାଲାଲାଙ୍କ ସ୍ବପ୍ନ ଭାରତ-ପାକ୍‌ ବନ୍ଧୁତା

ନୂଆଦିଲ୍ଲୀ, ୨ା୩: ସୀମା ଓ ବିଭାଜନର ପୁରୁଣା ଫିଲୋସୋଫି ଆଉ କାମ କରୁନାହିଁ। ଭାରତ ଏବଂ ପାକିସ୍ତାନର ଲୋକେ ଶାନ୍ତିରେ ବଞ୍ଚତ୍ବାକୁ ଚାହଁ।ନ୍ତି। ଏହି ଦୁଇ ଦେଶ ମଧ୍ୟରେ ଉତ୍ତମ ବନ୍ଧୁତା ମୋ ସ୍ବପ୍ନ ବୋଲି କହିଛନ୍ତି ନୋବେଲ ଶାନ୍ତି ବିଜେତା…

ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ ସୀମା ଗଲ୍‌ଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହେବାରୁ ଶହୀଦ ହୋଇଥିଲେ ୨୦…

ଲୁଟ୍‌ ଜୀବନ ନେଲା

ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍‌ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ସଦର ଥାନା ବାରବାଟି ଗଁାରେ ସୋମବାର ଘଟିଛି ଏହି ଘଟଣା।…

ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ ଛନ୍ଦି ହୋଇପଡୁଛି। ପିଲାଛୁଆଙ୍କୁ ଭଲରେ ଦିମୁଠା ଖାଇବାକୁ ଦେଇପାରୁନାହିଁ। ଏଭଳି ପରିସ୍ଥିତିରେ ମୋ ସ୍ବାମୀଙ୍କୁ…

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଦେଶର ପ୍ରମୁଖ ଗ୍ୟାସ୍‌ ବିତରଣ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ମହାକାଳପଡ,୨।୩(ଡି.ଏନଏ): ଭାରସାମ୍ୟ ହରାଇ ଓଲଟି ପଡ଼ଛି ଏକ ଯାତ୍ରୀବାହୀ ବସ। ମହାକାଳପଡା ବ୍ଲକ ଅଧିନ ସ୍ଥାନୀୟ ଆଲାଇଲୋ ପଂଚାୟତ କୁମ୍ଭାରୁଣି ଗ୍ରାମ ନିକଟ ହନୁମାନ ଛକ ବାଙ୍କରେ ପ୍ରିନ୍ସ ନାମକ ଯାତ୍ରୀବାହୀ ବସଟି ନିକଟ ବିଲକୁ ପଲଟି ପଡ଼ିଥିଲା। ଏହି ବସରେ…

୨୦୦ ଫୁଟ୍‌ ଟାଓ୍ବାରକୁ ଚଢ଼ିଗଲା ଶିଶୁ

କଣ୍ଟାପଡା, ୨ା୩(ଡି.ଏନ.ଏ.):କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡପାଟସୁନ୍ଦରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୪ ବର୍ଷର ଶିଶୁପୁତ୍ର ମୋବାଇଲ ଟାୱାର ନିକଟରେ ଖେଳୁଖେଳୁ ତାହା ଉପରେ ଚଢିଯାଇଥିଲା। ପରେ ସେହି ଗ୍ରାମର ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri