୧୭ ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଏବେ ଭାଇରାଲ ହେଉଛି ଫଟୋ
ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ଚର୍ଚ୍ଚାରେ। ତାଙ୍କ କଠିନ ପରିଶ୍ରମ ଯୋଗୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି। ସୁନ୍ଦର ଚେହେରା ଏବଂ ଷ୍ଟାଇଲିସ ତାଙ୍କୁ ଆହୁରି ଆକର୍ଷଣୀୟା କରିଦିଏ। ଏବେ…
ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ପାଇଁ ଅନୁରୋଧ !
ନ୍ୟୁ ସାଉଥ୍ ଓ୍ବେଲସ୍,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ବେଲସ୍ରେ ଏକ ଓ୍ବେବସାଇଟ୍ରେ କରୋନାର ସଂକ୍ରମଣରୁ ଦୂରେଇ ରହିବା…
ଜାନୁୟାରୀ ୧୬ରେ କୋ-ଓ୍ବିନ୍ ଆପ୍ର ଲୋକାର୍ପଣ କରିବେ ମୋଦି
ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍ ଆପ୍ର…
ସିଡନୀରେ ପନ୍ତଙ୍କ ବ୍ୟାଟିଂ ଗାର୍ଡ ଘୋଡାଇବା ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ସ୍ମିଥ୍: କହିଲେ..
ବ୍ରିସ୍ବେନ୍,୧୩।୧: ଭାରତ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ସିରିଜର ତୃତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟିଂ ଗାର୍ଡକୁ ଗୋଡରେ ଘୋଡାଉଥିବାର ନଜର ଆସିଥିଲେ ପୂର୍ବ ଅଧିନାୟକ ଷ୍ଟିଭ୍ ସ୍ମିଥ୍। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଘଟଣା ଜଣାପଡ଼ିବା…
ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍: ହେଲେ…
ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ…
ଏଲ୍ଓସିରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ
ଶ୍ରୀନଗର,୧୩।୧: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ବୁଧବାର କଠୁଆ ଜିଲାର ଏଲ୍ଓସି ନିକଟବର୍ତ୍ତୀ ବୋବିଆ ଗାଁରେ ଏହି ସୁଡ଼ଙ୍ଗଠାବ ହୋଇଛି। ଏହାର ଲମ୍ବ ୧୫୦ ମିଟର…
ସେନାଧିକାରୀ ହେବା ପରିବର୍ତ୍ତେ ଜମିରେ ଚାଷ କରୁଛନ୍ତି ରୋହିତ
ପାଟଣା,୧୩।୧: ବିହାରସ୍ଥିତ ହାଜିପୁରର ରୋହିତ ସିଂ ହିମାଚଳ ପ୍ରଦେଶର ଏକ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ। ବାପା ଚାହୁଁଥିଲେ ଯେ ସେ ଜଣେ ସେନାଧିକାରୀ ହୁଅନ୍ତୁ, କିନ୍ତୁ ରୋହିତଙ୍କ ମନରେ ଆଉ କିଛି ଥିଲା। ସେ ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି…
ପୀୟୁଷଙ୍କ ଯୋଗୁ ସଲମାନ୍ ଆଜି ସୁପରଷ୍ଟାର
ବମ୍ବେ: ଦବଙ୍ଗ ଖାନ୍ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍ ବାସେପୁର, ଗୁଲାଲ, ହାପି ଭାଗ୍ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି…
ଧୋନୀଙ୍କ ଫାର୍ମ ପାଇଁ ମିଳିଲାନି କଡ଼କନାଥ କୁକୁଡ଼ା
ଇନ୍ଦୋର,୧୩।୧: ଭାରତର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଯୋଗୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଧୋନୀଙ୍କ କୁକୁଡ଼ା ଫାର୍ମ ପାଇଁ ଝାବୁଆର ରୁଣ୍ଡିପଡ଼ା ଗାଁରେ ଥିବା କୁକୁଡ଼ା ଫାର୍ମରୁ…
ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ
ପଦ୍ମପୁର ,୧୩।୧ (ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀଙ୍କ ନିର୍ଦ୍ଧାରିତ ସମୟରେ ଧାନ ଉଠୁ ନ ଥିବା ଏବଂ ଟୋକନର ସମୟସୀମା ସରିଯିବା…
ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ ନିଜ ଭାଇଙ୍କ ହାତଲେଖା ଚିଠି ଶେୟାର କରିଛନ୍ତି। ଏଥିରେ ସୁଶାନ୍ତ ୩୦ ବର୍ଷର ନିଜର…
ଓଲଟିଲା ପୋଲିସ ଭ୍ୟାନ୍, ୫ ଆହତ
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ ଗାଡ଼ି ଓଲଟି ପଡିଛି । ଏହି ଦୁର୍ଘଟଣାରେ ପୋଲିସ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ…
Archives


