Home

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍‌ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ…

ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ

ବ୍ରିସବେନ୍‌,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌ ନାଥାନ ଲିଅନଙ୍କ ପାଇଁ ଖାସ୍‌ ହେବ। କାରଣ ତାଙ୍କର ଏହା ୧୦୦ତମ ଟେଷ୍ଟ ହେବ।…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଚପଲରେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ମା’

ସୁପରହିଟ୍‌ ଫିଲ୍ମ ‘କହୋ ନା ପ୍ୟାର ହୈ’ ରୁ ବଲିଉଡ୍‌ରେ ଡେବ୍ୟ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଅଭିନେତ୍ରୀ ଅମିଷା ପଟେଲ। ମାତ୍ର ଏବେ ଅମିଷାଙ୍କ କ୍ୟାରିୟାର ଶେଷ ହୋଇଯାଇଥିବା ପରି ମନେ ହେଉଥିବା ବେଳେ ହ୍ରିତିକ୍‌ କିନ୍ତୁ ଷ୍ଟାର…

ଇଣ୍ଡିଆନ୍‌ ଆଇଡଲ୍‌ର ପ୍ରତିଯୋଗୀଙ୍କୁ ସୁନା ଚେନ୍‌ ଦେଲେ ବାପି ଲାହିରୀ , ଜାଣନ୍ତୁ କାହିଁକି…

ସିଙ୍ଗିଂ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ’ ର ୧୨ତମ ସିଜିନ୍‌ରେ ଖୁବ୍‌ ଶୀଘ୍ର କିଶୋର କୁମାରଙ୍କ ପୁଅ ଅମିତ କୁମାର ଏବଂ ବାପ୍ପି ଲାହିରୀଙ୍କୁ ଗେଷ୍ଟ ଜଜ୍‌ ରୂପେ ଦେଖିବାକୁ ମିଳିବ। ଏହି ଏପିସୋଡ଼ରେ ବାପ୍ପି ଏକ ସର୍ତ୍ତ ରଖିଛନ୍ତି। ତାଙ୍କ…

ଗଜପତିରେ ପହଞ୍ଚିଲା କୋଭିଡ୍‌ ଭାକ୍ସିନ୍‌

ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍‌.ଏ.)- କୋଭିଡ୍‌ ଭାସ୍କିନ୍‌ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା ବଳୟ…

ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି…

ବୁମ୍‌ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..

ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍‌ ଜସପ୍ରିତ ବୁମ୍‌ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍‌ବେନ୍‌ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା ଉଚିତ।…

ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…

ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍‌ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା…

ଅନ୍‌ଲାଇନ୍‌ ପ୍ରେମିକାଙ୍କୁ ଜନ୍ମଦିନରେ ସର୍‌ପ୍ରାଇଜ୍‌ ଦେବାକୁ ଯାଇ ୨୦୦୦ କିମି ଦୂରରୁ ଧାଇଁ ଆସିଥିଲେ ପ୍ରେମିକ, ବାନ୍ଧିନେଲା ପୋଲିସ..

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ରେମରେ ଆଜିକାଲିର ଯୁବପୀଢ଼ି। ଏଣୁ ଅନେକ ପ୍ରେମକାହାଣୀ ଏଠାରେ ହିଁ ଗଢ଼ି ଉଠୁଛି। ହେଲେ ବାଙ୍ଗାଲୋରର ଜଣେ ଯୁବକଙ୍କୁ ଅନ୍‌ଲାଇନ୍‌ରେ ପ୍ରେମ କରିବା ମହଙ୍ଗା ପଡ଼ିଛି। ୨୦୦୦ କିମି ରାସ୍ତା ଅତିକ୍ରାନ୍ତ କରି ଯୁବକଜଣଙ୍କ ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌…

କୋରାପୁଟରେ ପହଞ୍ଚିଲା କରୋନା ଟିକା

କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍‌ କୋଭିଡ ସିଲ୍‌ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା ସହିତ…

ପାର୍କରେ କଇଁଛ ସହ ରେସ୍‌ କଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଦା ଶର୍ମା। ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିୟମିତ ବ୍ୟବଧାନରେ ସେ ପ୍ରଶଂସକଙ୍କ ସହ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।…

୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର

କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ଜର୍ମାନୀର ଜଣେ ମନୋବିଜ୍ଞାନ ଛାତ୍ରୀଙ୍କ କ୍ଷେତ୍ରରେ। ଛାତ୍ରୀ ଜଣଙ୍କ ୟୁଟ୍ୟୁବ୍‌ରେ ପ୍ରଫେସରଙ୍କ ଭିଡିଓ ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri