Home

ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେଲେ ଯୁବକ

ଜଣେ ଯୁବକ ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଆଲାନ ଫାନ ନାମକ ଯୁବକ ଶୁକ୍ରାଣୁ ଦାନ ପାଇଁ ନିଜ ଦେଶରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପ୍ରଥମେ ସେ ନିଜ ଖୁସି…

ଶୁଟିଂ ସମୟରେ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହୃଦ୍‌ଘାତ

ସୁପର୍‌ହିଟ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକ୍‌’ର ପ୍ରସିଦ୍ଧ ଅଭିନେତା ରାହୁଲ ରାୟଙ୍କୁ ହୃଦ୍‌ଘାତ ହୋଇଛି। ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ ଫିଲ୍ମ ‘କାରଗିଲ୍‌’ ପାଇଁ ଶୁଟିଂ କରୁଥିବା ସମୟରେ ଏହି ଘଟଣା ଘଟିଛି। ଏବେ ତାଙ୍କ…

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି ବନ୍ଧୁଙ୍କଠାରୁ ପ୍ରାୟ ୮ ଲକ୍ଷ ୩୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ଯୁବତୀ।…

କୃଷକଙ୍କ ପାଇଁ ଆଗେଇ ଆସିଲେ କପିଲ ଶର୍ମା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଲକ୍ଷ ଲକ୍ଷ ଚାଷୀ ନିଜ ହକ୍‌ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ଥାକୁ ଓହ୍ଲାଇଛନ୍ତି। ବହୁ ସେଲିବ୍ରିଟି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏଥିରେ ସାମିଲ ଅଛନ୍ତି…

ଗ୍ୟାଲୋରୀରେ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇ ପ୍ରପୋଜ କରୁଥିଲେ ଭାରତୀୟ ଦର୍ଶକ, ଖେଳାଳି ମାରିଲେ ତାଳି

ସିଡନୀ,୨୯।୧୧: ଆୟୋଜକ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ପୁଣି ୫୧ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କୋହଲି ୮୯ରନ୍‌ର ଇଂନିଶ ଖେଳିଥିଲେ। ଅର୍ଦ୍ଧଶତକ ପରେ କୋହଲିଙ୍କ ବ୍ୟାଟିଂ ଅଧିକ ଆକ୍ରମଣାତ୍ମକ ହୋଇଥିଲା। କୋହଲି ତାଙ୍କ ଅର୍ଦ୍ଧଶତକ ଆଡକୁ ଯାଉଥିବାବେଳେ…

ପୁଣି ହାରିଲା ଭାରତ, ସିରିଜ ଜିତିବା ଆଶା ଧୂଳିସାତ୍‌

ସିଡନୀ,୨୯।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦଳ ୫୧ ରନରେ ବିଜୟ ହାସଳ କରିଛି। ଅଷ୍ଟ୍ରେଲିଆ ତିନିମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୨-୦ରେ ଆଗୁଆ ଜିତି ନେଇଛି। ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ…

ରେଳ ଷ୍ଟେଶନରେ ମାଟି କପରେ ବିକ୍ରି ହେବ ଚା’: ଘୋଷଣା କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧-ବର୍ତ୍ତମାନ ସାରା ଦେଶରେ ରହିଥିବା ୪୦୦ ରେଳ ଷ୍ଟେଶନରେ ମାଟି ପାତ୍ରରେ ଚା ବିକ୍ରି ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ସବୁ ଷ୍ଟେଶନରେ ଏଭଳି ସୁବିଧା କରିବା ଉପରେ ସରକାର ବର୍ତ୍ତମାନ ଯୋଜନା କରୁଛନ୍ତି। ରାଜସ୍ଥାନରେ ରେଲଓ୍ବେର ଏକ ପ୍ରକଳ୍ପ ଉଦଘାଟନ…

ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ…

ଭୁବନେଶ୍ୱରରୁ ଆଜି ୩୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୯୭୮ ମ୍ୟାଚ୍‌ ଇତିହାସରେ ଭାରତୀୟ ଦଳର ସବୁଠୁ ଲଜ୍ଜାଜନକ ପ୍ରଦର୍ଶନ: କେନିଆ, ଜିମ୍ବାଓ୍ବେଠାରୁ ଖରାପ ବୋଲିଂ

ସିଡନୀ,୨୯।୧୧: ଭାରତୀୟ ଦଳର ବୋଲିଂ ଆକ୍ରମଣ କ୍ରମାଗତ ଭାବରେ ବିରୋଧୀ ଦଳ ଉପରେ ଚାପ ପକାଇବାରେ ଏବଂ ସେମାନଙ୍କ ଖେଳାଳିଙ୍କୁ ଆଉଟ୍‌ କରିବାରେ ବିଫଳ ହେଉଛି। ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପ୍ରାରମ୍ଭିକ ଉଇକେଟ ନେବାରେ ବିଫଳ ରହିଛି।…

ମ୍ୟାଚ୍‌ ଚାଲିଥିବାବେଳେ ହସ୍ପିଟାଲ୍‌ ଗଲେ ଏହି ଖେଳାଳି

ସିଡନୀ,୨୯।୧୧: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ ଓ୍ବାର୍ନର ଆହତ ହୋଇଛନ୍ତି। ତାଙ୍କ ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଭାରତୀୟ ପାଳିର ୪ର୍ଥ ଓଭରର ଚତୁର୍ଥ ବଲ୍‌ରେ ଶିଖର ଧାଓ୍ବନଙ୍କ…

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଆଉ ଏକ ଉପଲବ୍ଧି

ସିଡନୀ,୨୯।୧୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଛି। ଡେଭିଡ ଓ୍ବାର୍ନର ଏବଂ ଆରୋନ ଫିଞ୍ଚ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri