୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍ ଇନଷ୍ଟିଚ୍ୟୁଟ୍ର ଚେତାବନୀ
ନୂଆଦିଲ୍ଲୀ,୩୦।୧୧: ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିବା ଜଣେ ବ୍ୟକ୍ତି ତାଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଅଭିଯୋଗ କରିଥିଲେ। ସମ୍ପୃକ୍ତ…
ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ ଅଫିସ,୩୦।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁଦିଅଙ୍କୁ ସୁନା ବେଶରେ ସଜାଯାଇଛି। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଠାକୁରଙ୍କୁ…
ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା ଏବଂ ଶିଖ୍ ଲୋକଙ୍କ ପ୍ରଥମ ଗୁରୁ। ଗୁରୁନାନକଙ୍କ କାର୍ତ୍ତିକ ପୂର୍ଣ୍ଣିମାରେ ରାବି ନଦୀ କୂଳରେ ଥିବା…
ପୃଥିବୀ ଇତିହାସରେ ପ୍ରଥମ: ବାୟୁ ପ୍ରଦୂଷଣ ମୃତ୍ୟୁ ମାମଲାରେ ହେବ ବିଚାର
ଲଣ୍ଡନ,୩୦।୧୧: ପୃଥିବୀ ଇତିହାସରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଥିବା ଏକ ମାମଲାର ବିଚାର କରାଯିବ। ବ୍ରିଟେନ୍ ହାଇକୋର୍ଟରେ ସୋମବାର ଏଭଳି ଏକ ମାମଲାର ଶୁଣାଣି କରାଯିବ। ୨୦୧୩ ଫେବୃୟାରୀ ୧୫ରେ ଲଣ୍ଡନରେ ବାସ କରୁଥିବା ୯…
ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୫୦ ହଜାର କରିପାରିବେ ରୋଜଗାର
କୌଣସି ଏକ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି କି, ତେବେ ଆଜି ଆମେ ଆପଣଙ୍କୁ ଏକ ବ୍ୟବସାୟ ବିଷୟରେ କହିବୁ ଯାହାକୁ ଆପଣ ସହଜରେ ଆରମ୍ଭ କରିପାରିବେ। ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରର…
ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ
ବଲିଉଡ୍ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍ ସିରିଜ୍ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ ଆୟୁଷ ତିଓ୍ବାରୀଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ମୁମ୍ବାଇ ଭର୍ସୋଭା…
ବ୍ରହ୍ମପୁତ୍ର ନଦୀ ଉପରେ ଚାଇନାର ନଦୀ ବନ୍ଧ ଯୋଜନା: ଭାରତ-ବାଂଲାଦେଶ ଉପରେ ପଡ଼ିବ ପ୍ରଭାବ
ବେଜିଂ,୩୦।୧୧: ବ୍ରହ୍ମପୁୁତ୍ର ନଦୀ ଉପରେ ଚାଇନା ବିଶାଳକାୟ ନନ୍ଦୀବନ୍ଧ ନିର୍ମାଣ କରିବାକୁ ଯାଉଛି। ଏସମ୍ପର୍କରେ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା…
ଓଡ଼ିଶାକୁ ଲୁଟୁଛନ୍ତି ଅଣ ଓଡ଼ିଆ ଅଫିସର
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ରବିବାର ବିଧାନସଭାର ଶୂନ୍ୟକାଳରେ ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା। ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା…
ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍ରେ ଭାଜପା
ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖିବାକୁ ମିଳିଲାଣି। ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଆଇଟି ତଦନ୍ତ ନେଇ ଘୋଷଣା…
ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ
ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବେ। ଦେବ ଦୀପାବଳି ସମାରୋହରେ ମୋଦିଙ୍କ ସହ…
ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ କରିବେ। ତେବେ କିଛି ଦିନ ପୂର୍ବରୁ ଡାକ୍ତରମାନେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ…
ଲଭ୍ ଜିହାଦ ନିରୋଧୀ ଆଇନରେ ପ୍ରଥମ ମାମଲା
ଲକ୍ଷ୍ନୌ, ୩୦।୧୧: ଉତ୍ତରପ୍ରଦେଶର ନୂଆ ଧର୍ମାନ୍ତରୀକରଣ ନିରାକରଣ ଆଇନ (ଲଭ୍ ଜିହାଦ ନିରୋଧୀ ଆଇନ)ରେ ରାଜ୍ୟ ପୋଲିସ ଶନିବାର ପ୍ରଥମ ମାମଲା ରୁଜୁ କରିଛି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିଷିଦ୍ଧ ଅଧ୍ୟାଦେଶ, ୨୦୨୦କୁ ମଞ୍ଜୁରୀ ଦେବା ପରେ…
Archives


