ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ
ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ ତାଲିମ…
ରେଷ୍ଟୁରାଣ୍ଟ୍ରେ ମିଳୁଛି ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ…
ରାୟପୁର,୧୭।୧: ଏବେ ସୋସିଆଲ୍ ମିଡ଼ିଆରେ ଏକ ରେଷ୍ଟୁରାଣ୍ଟ୍ ବେଶ୍ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ରେଷ୍ଟୁରାଣ୍ଟ୍ରେ ଘର ଭଳି ଖାଦ୍ୟ ମିଳୁଥିବା ସାଇନ୍ ବୋର୍ଡରେ ଲେଖା ହୋଇଥାଏ। ମାତ୍ର ଏହି ରେଷ୍ଟୁରାଣ୍ଟ୍ରେ ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ ମିଳୁଥିବା ନେଇ ଗ୍ଲୋ…
ଭାରତୀୟଙ୍କ ସହ ବାଇଡେନଙ୍କ ରହିଛି ଏମିତି ସମ୍ପର୍କ, ନିଜେ କରିଛନ୍ତି ଖୁଲାସା
ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଯାହାକି ଆମେରିକାରେ ଖୁବ୍ ଚର୍ଚ୍ଚା ହେଉଛି। ଏହି…
୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ
ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଲୋକଙ୍କ…
ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ
ପାରଳାଖେମୁଣ୍ଡି,୧୭।୧(ଡି.ଏନ୍.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି ବନବିଗଭାଗ। ମହେନ୍ଦ୍ରଗିରି ଓ ଦେବଗିରି ରେଞ୍ଜରେ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଉପଲଡ଼ା…
ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା
ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୬ ଜଣ ଚିହ୍ନଟ…
ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ
କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ ୮,୬୧୧ ମିଟର (୨୮,୨୫୧ ଫୁଟ) ଉଚ୍ଚ ଶିଖରରେ ପହଞ୍ଚିବା କଷ୍ଟକର ହୋଇଥାଏ। କାରାକୋରମ୍ ପର୍ବତର…
ବାଇଡେନ୍ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ
ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ଇତିମଧ୍ୟରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ…
ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ
ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ସକାଳୁ ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସେ ୟୁନିଟ୍ ୧, ୟୁନିଟ୍ ୬, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍ ୯ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।…
ପିଏମ୍ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ନୂଆଦିଲ୍ଲୀ,୧୭।୧: ପିଏମ୍ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ ସ୍ବଚ୍ଛତା ଉପରେ ସେମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରେ ପିଏମ୍…
ଚିଲିକାରେ ଡଲ୍ଫିନ ଗଣନା ଆରମ୍ଭ
ବ୍ରହ୍ମଗିରି,୧୭।୧(ଡି.ଏନ୍.ଏ.): ଚିଲିକାରେ ମୁଖ୍ୟ ଆକର୍ଷଣ ପାଲଟିଥିବା ‘ଇରାଓ୍ବାଡି’ ଡଲ୍ଫିନର ଗଣନା କାର୍ଯ୍ୟ ରବିବାର ସକାଳୁ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନବିଭାଗର ମିଳିତ ଉଦ୍ୟମରେ ଏହି ଗଣନା ଚାଲିଛି। ଗଣନା କାର୍ଯ୍ୟରେ ୧୮ଟି ଦଳ ସାମିଲ ହୋଇଛନ୍ତି।
ବିଶ୍ୱର ସବୁଠୁ ଅସନା ମଣିଷ: ୬୫ ବର୍ଷ ହେଲାଣି କରିନାହାନ୍ତି ସ୍ନାନ
ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ ୬୫ ବର୍ଷ ହେଲାଣି ସେ ସ୍ନାନ କରିନାହାନ୍ତି। ସେତିକି ନୁହେଁ, ପରିଷ୍କାର ପରିଚ୍ଛନ୍ନତାକୁ ସେ ଘୃଣା କରନ୍ତି। ରନ୍ଧା ଖାଦ୍ୟ ବଦଳରେ ସେ ପଚାଶଢା ଖାଦ୍ୟ ଖାଇବାକୁ ଭଲପାନ୍ତି। ସେଥିପାଇଁ ତ ଏବେ…
Archives


