Home

ଧୋନୀ ‘ଶୂନ’ରେ ଆଉଟ ହେବା ପରେ ଟ୍ରୋଲ ହେଲେ ରୋହିତ ଶର୍ମା: ଜାଣନ୍ତୁ ଭିତିରି କଥା

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ଧୋନୀ ମାତ୍ର ଦ୍ୱିତୀୟ ବଲ…

ଶୂନରେ ଆଉଟ୍‌, ମ୍ୟାଚ୍‌ ବି ହାରିଲେ; ଏବେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସ୍ଲୋ ଓଭରକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଦଳ ଏହି ମ୍ୟାଚ୍‌ ଜିତିପାରି ନ ଥିବା ବେଳେ ଆଇପିଏଲ୍‌ର ନିୟମ…

୪ ଦିନିଆ ଟିକା ଉତ୍ସବ: ମୋଦିଙ୍କ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୪ ଦିନିଆ ଟିକା ଉତ୍ସବ କାର୍ଯ୍ୟକ୍ରମ…

ଫୁଲ ତୋଳିବା ସମୟରେ ଗଛରୁ ଖସିପଡ଼ି ସୁରକ୍ଷାକର୍ମୀଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସଦର ମହକୁମାରେ ଥିବା ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଏହି କାର୍ଯ୍ୟାଳୟ ପରିସରରେ ଇଏସ୍‌ଏସ୍‌ ସିକ୍ୟୁରିଟି ସଂସ୍ଥା ଅଧୀନରେ କାର୍ଯ୍ୟରତ…

ସାବଧାନ! ଝିଅଙ୍କୁ ଆଖି ମାରିଲେ, ଫ୍ଲାଇଂ କିସ୍‌ କଲେ ଯିବେ ଜେଲ୍‌

ମୁମ୍ବାଇ,୧୧।୪: ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ୧୫ ହଜାର ଟଙ୍କା ଜରିମାନା…

ପୋଲିସ ଛାନିଆ: ୩ ବାଇକ୍‌ ଚୋରି ଅଭିଯୁକ୍ତ କରୋନା ପଜିଟିଭ୍‌

ମୁଜାଫରପୁର,୧୧।୪: ବିହାରର ମୁଜାଫରପୁର ଅଞ୍ଚଳର କରଜିଆ ଥାନାରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଧରାପଡ଼ିଥିବା ୩ ଜଣ ବାଇକ୍‌ ଚୋରି ଅଭିଯୁକ୍ତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ବ୍ୟାପିବାରେ ଲାଗିଛି। କର୍ମଚାରୀମାନେ…

ପିପିଲି ଉପନିର୍ବାଚନ: ଆସନ୍ତାକାଲି ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆସନ୍ତାକାଲି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି…

ଏହି ରାଜ୍ୟରେ ଜାରି ହେବ ୧୫ ଦିନିଆ ଲକ୍‌ଡାଉନ୍‌: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ…

ମୁମ୍ବାଇ,୧୧।୪: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପ୍ରତିଦିନ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ…

ବୟଫ୍ରେଣ୍ଡଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜସ୍ମିନ ଏବଂ ଅଲୀ ଗୋନି ବିଗ୍‌ବସ-୧୪ ଶେଷ ହେବା ପରେ ଦୁହେଁ ଦୁହିଁଙ୍କ ସହ ଅଧିକ ସମୟ ବିତାଉଛନ୍ତି। ଏହି ଦୁଇ ଯୋଡ଼ି ଏବେ ଦୁବାଇରେ ଛୁଟି ମନାଉଛନ୍ତି। ଜସ୍ମିନ-ଅଲୀ ଦୁବାଇ ବୁଲିବା ସମୟର ଫଟୋ…

ସମ୍ପର୍କ ଭଲପାଇବାର

ଭଲପାଇବା, ସ୍ନେହ, ଆଦର କିଏ ବା ନ ଖୋଜେ। ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା। ହେଲେ ଅନେକ ସମୟରେ ମଣିଷମାନେ କୃତଘ୍ନ ହୋଇଯାଆନ୍ତି, ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର। କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ…

ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍‌ ରସଗୋଲା ଜବତ ହୋଇଥିଲା। ଏବେ ଉନ୍ନାଓ୍ବରେ ପୋଲିସ ଚଢ଼ାଉ କରି ୨ କ୍ୱିଣ୍ଟାଲ ଜିଲାପି ଏବଂ ହଜାରେ…

ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍‌ କିସ୍‌ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍‌ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?