ମକା ପୋଡ଼ିବା ପାଇଁ ବୃଦ୍ଧା ବ୍ୟବହାର କଲେ ସୋଲାର, ପୂର୍ବତନ କ୍ରିକେଟର କହିଲେ ଏମିତି

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବୃଦ୍ଧା ଜଣକ ଏମିତି କିଛି କରୁଛନ୍ତି, ଯାହା ଆପଣ ଆଗରୁ କେବେ ଦେଖି ନ ଥିବେ। ସେ ଭିନ୍ନ ଏକ ଉପାୟରେ ମକା ପୋଡ଼ି ବିକୁଛନ୍ତି। ଲୋକେ ବୃଦ୍ଧାଙ୍କ ବୁଦ୍ଧିକୁ ଖୁବ୍‌ ପ୍ରଶଂସା କରୁଛନ୍ତି।

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋକୁ ତାଙ୍କ ପ୍ରଶଂସକମାନେ ବି ପସନ୍ଦ କରୁଛନ୍ତି। ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆରେ ସବୁବେଳେ ପ୍ରେରଣାଦାୟକ ଭିଡିଓ ଶେୟାର କରିଥାନ୍ତି। ଏବେ ଯେଉଁ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବୃଦ୍ଧା ସୋଲାର ଶକ୍ତିର ବ୍ୟବହାର କରି ମକା ପୋଡ଼ି ଗ୍ରାହକଙ୍କୁ ଦେଉଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ବେଙ୍ଗାଲୁରୁ ବିଧାନସଭା ବାହାରେ ସେଲବମା ନାମକ ଜଣେ ବୃଦ୍ଧା ନିଜର ଏକ ଛୋଟ ଠେଲା ଗାଡ଼ିରେ ବେପାର କରୁଛନ୍ତି। ହାତରେ ପଙ୍ଖା ବୁଲାଇ ମକା ପୋଡ଼ିବାରେ ତାଙ୍କୁ କଷ୍ଟ ହେଲା। ତେଣୁ ସେ ସୋଲାର ପଙ୍ଖା ଲଗାଇ ସହଜରେ ମକା ପୋଡ଼ି ପାରୁଛନ୍ତି। ଏହା ଦେଖି ଲକ୍ଷ୍ମଣ ବୃଦ୍ଧାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଫଟୋକୁ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା...

ଡେଭିସ୍‌ କପ୍‌ ଟେନିସ: ପାକିସ୍ତାନ ଦଳରେ ଜୁନିୟର ଖେଳାଳି

ନୂଆଦିଲ୍ଲୀ, ୨୧।୧୧(ପି.ଟି.)- ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ଟେନିସ କାଜାଖସ୍ତାନ ନୁର-ସୁଲତାନଠାରେ ଚଳିତମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ(ଆଇଟିଏଫ) ଭାରତ-ପାକ୍‌...

ହରମନପ୍ରୀତ୍‌ଙ୍କୁ କରୋନା

ପଟିଆଲା, ୩୧ା୩ (ପି.ଟି.)-ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳ ଅଧିନାୟିକା ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ନୌଠାରେ ମାର୍ଚ୍ଚ ୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷ...

୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ

ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍‌ଲିମ୍‌ଙ୍କର ମସ୍‌ଜିଦ୍‌, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍‌ଜିଦ୍‌ ଏବଂ ଚର୍ଚ୍ଚ...

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ...

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ...

ଅନ୍ତିମ ମୁକାବିଲାରେ ଟସ୍‌ ହାରିଲେ ବି ଇତିହାସ ରଚିପାରେ ଟିମ୍‌ ଇଣ୍ଡିଆ ! ପ୍ରଶଂସକ ଏଭଳି କରୁଛନ୍ତି ଆକଳନ

ଲଣ୍ଡନ,୭।୯: ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମୁକାବିଲା ଜିତି ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ। ସିରିଜର ପଞ୍ଚମ...

ପଞ୍ଚାଲ, ଈଶ୍ୱରନଙ୍କ ଶତକ: ଭାରତ ଏ’-୩୭୬/୧

ବେଲାଗାଭି, ୨୬ା୫ (ପି.ଟି.)- ଶ୍ରୀଲଙ୍କା ଏ’ ବିପକ୍ଷ ପ୍ରଥମ ଅନ୍‌ଅଫସିଆଲ ଟେଷ୍ଟ ମ୍ୟାଚରେ ଓପନର ପ୍ରିୟାଙ୍କ ପଞ୍ଚାଲ ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ଶତକ ସହାୟତାରେ ଭାରତ...

Advertisement
Archives

Model This Week