ମକା ପୋଡ଼ିବା ପାଇଁ ବୃଦ୍ଧା ବ୍ୟବହାର କଲେ ସୋଲାର, ପୂର୍ବତନ କ୍ରିକେଟର କହିଲେ ଏମିତି

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବୃଦ୍ଧା ଜଣକ ଏମିତି କିଛି କରୁଛନ୍ତି, ଯାହା ଆପଣ ଆଗରୁ କେବେ ଦେଖି ନ ଥିବେ। ସେ ଭିନ୍ନ ଏକ ଉପାୟରେ ମକା ପୋଡ଼ି ବିକୁଛନ୍ତି। ଲୋକେ ବୃଦ୍ଧାଙ୍କ ବୁଦ୍ଧିକୁ ଖୁବ୍‌ ପ୍ରଶଂସା କରୁଛନ୍ତି।

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋକୁ ତାଙ୍କ ପ୍ରଶଂସକମାନେ ବି ପସନ୍ଦ କରୁଛନ୍ତି। ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆରେ ସବୁବେଳେ ପ୍ରେରଣାଦାୟକ ଭିଡିଓ ଶେୟାର କରିଥାନ୍ତି। ଏବେ ଯେଉଁ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବୃଦ୍ଧା ସୋଲାର ଶକ୍ତିର ବ୍ୟବହାର କରି ମକା ପୋଡ଼ି ଗ୍ରାହକଙ୍କୁ ଦେଉଛନ୍ତି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ବେଙ୍ଗାଲୁରୁ ବିଧାନସଭା ବାହାରେ ସେଲବମା ନାମକ ଜଣେ ବୃଦ୍ଧା ନିଜର ଏକ ଛୋଟ ଠେଲା ଗାଡ଼ିରେ ବେପାର କରୁଛନ୍ତି। ହାତରେ ପଙ୍ଖା ବୁଲାଇ ମକା ପୋଡ଼ିବାରେ ତାଙ୍କୁ କଷ୍ଟ ହେଲା। ତେଣୁ ସେ ସୋଲାର ପଙ୍ଖା ଲଗାଇ ସହଜରେ ମକା ପୋଡ଼ି ପାରୁଛନ୍ତି। ଏହା ଦେଖି ଲକ୍ଷ୍ମଣ ବୃଦ୍ଧାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଫଟୋକୁ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଷାକୁ ସୁରକ୍ଷା ଦିଏ କବିତା

କବି ଜଣେ ସାଧାରଣ ମଣିଷ ନୁହନ୍ତି। ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ। ଜଣେ ସାଧାରଣ ଲୋକ ଦେଖୁଥିବା...

ଭାରତ ପାଇଁ ଖେଳିବା ପୂର୍ବରୁ ପାକିସ୍ତାନ ପାଇଁ ଫିଲ୍ଡିଂ କରିଥିଲେ ତେନ୍ଦୁଲକର: କ’ଣ ଆପଣ ଜାଣନ୍ତି..

ନୂଆଦିଲ୍ଲୀ,୩୦।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଜୀବନ ସହ ଜଡ଼ିତ ଏପରି ଅନେକେ ପୃଷ୍ଠା ରହିଛି ଯାହା ଅନେକଙ୍କୁ ଜଣା ନ ଥିବ। ଦୀର୍ଘ...

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି।...

ଆଇପିଏଲରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍‌ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା...

ବର୍ଷିଲେ ଗାଭାସ୍କର: ‘୧୯ତମ ଓଭର ପାଲଟିଲାଣି ଚିନ୍ତାର ବିଷୟ…ସବୁଥର ଦେଉଛନ୍ତି ଅଧିକ ରନ୍‌’

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଏହାକୁ ନେଇ ବିଭିନ୍ନ ମହଲରେ ଦଳକୁ ସମାଲୋଚନାର ଶିକାର ହେବାକୁ...

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)- ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ...

୭୮ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କୁ କରିଥିଲେ ବିବାହ, ୨୨ ଦିନ ପରେ ଘଟିଲା ଏଭଳି

ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ...

ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍‌ ଦଳ

ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି...

Advertisement
Archives

Model This Week