୪୨ ବର୍ଷ ବୟସରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା: କରୁଥିଲେ ଓ୍ବେଟର କାମ
କେତେବେଳେ ଭାଇରସ୍ ତ ଆଉ କେତେବେଳେ ଡକ୍ଟର ଆସ୍ଥନା ନାମରେ ଲୋକଙ୍କ ନିକଟରେ ପରିଚିତ ଅଭିନେତା ହେଉଛନ୍ତି ବୋମନ ଇରାନୀ। ୨ ଡିସେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ବୋମନଙ୍କର ଆଜି ହେଉଛି ଜନ୍ମଦିନ। ବୋମନ ୪୨ ବର୍ଷ ବୟସରେ ବଲିଉଡ୍ରେ ଡେବ୍ୟୁକରି…
ଗଲଓ୍ବାନ ଘାଟି ହିଂସା ଷଡ଼ଯନ୍ତ୍ର ରଚିଥିଲା ଚାଇନା: ଆମେରିକା ରିପୋର୍ଟ
ଓ୍ବାଶିଂଟନ,୨।୧୨: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ଘଟିଥିବା ହିଂସା ନେଇ ଆମେରିକା ସଂସଦର ଏକ ଶୀର୍ଷ କମିଟି ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆମେରିକାର ଚାଇନା ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ(ୟୁଏସ୍ସିସି) ପକ୍ଷରୁ…
ଜହ୍ନରେ ପାଦଦେଲା ଚାଙ୍ଗ୍ ଇ-୫: ସଂଗ୍ରହ କରିବ ୨ କିଲୋ ମାଟି
ବେଜିଂ,୨।୧୨: ନଭେମ୍ବର ୨୪ରେ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚାଇନାର ମହାକାଶ ଯାନ ଚାଙ୍ଗ୍ ଇ-୫ ସଫଳତାର ସହିତ ଲ୍ୟାଣ୍ଡିଂ କରିଛି। ନିର୍ଦ୍ଧାରିତ ସ୍ଥାନରେ ରାତ୍ର ୧୧ଟାରେ ଚାଙ୍ଗ୍ ଇ-୫ ଜହ୍ନ ମାଟିରେ ପାଦ ଦେଇଛି। ୧୯୭୦ ପରେ ଚାଙ୍ଗ୍…
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି: ୪ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶ। ସଂଯୁକ୍ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଛି। ଜଗତ୍ସିଂପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର,…
ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି
କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ କରୁଛନ୍ତି। ଭାରତୀୟ ପ୍ରିମିୟର ଲିଗର ୧୩ତମ ସିଜିନରେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିବା…
ବଲିଉଡ୍ ଏହି ପ୍ରସିଦ୍ଧ ସ୍କ୍ରିପ୍ଟ ରାଇଟରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ
ବଲିଉଡ୍ରେ ଗ୍ୟାଙ୍ଗ୍ ଅଫ୍ ଓ୍ବାସେପୁର, ଛଲାଙ୍ଗ ଏବଂ ହଲଚଲ ଆଦି ଫିଲ୍ମର ସ୍କ୍ରିପ୍ଟ ରାଇଟର ଜିଶାନ୍ କ୍ୱାଦ୍ରିଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏକ ମାମଲା ରାଜୁ ହୋଇଛି। ତାଙ୍କ କମ୍ପାନୀ ଟଙ୍କା ହେରହେର କରିଥିବା ନେଇ ବଲିଉଡ୍ ନିର୍ମାତା ଯତିନ ସେଠୀ…
ସରୁନି ଦୁଃଖ: ତାମିଲ୍ନାଡୁ ମୁହାଁ ସାମୁଦ୍ରିକ ଝଡ଼ ‘ବୁରେଭି’
ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା କନ୍ୟାକୁମାରୀ…
ଭୋପାଳ ବିଷାକ୍ତ ଗ୍ୟାସ୍ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !
ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ…
ଇତିହାସ ରଚିଲେ କୋହଲି
କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୩ ରନ କରି କୋହଲି ଦ୍ରୁତତମ ଖେଳାଳି…
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଜବାବ ଦେଲା ବିଜେଡି
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରବିବାର ବହିସ୍କୃତ କରାଯାଇଛି। ତେବେ କେଉଁ ଜନବିରୋଧୀ କାର୍ଯ୍ୟ ସ୍ବାମୀ କରିଛନ୍ତି ସେ ବିଷୟରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ଜଣାଯିବା ଦରକାର ବୋଲି ପ୍ରଦୀପଙ୍କ ସ୍ତ୍ରୀ ଏକ…
ଘଟଗାଁକୁ ୩୫ ହଜାର ମାନସିକ ନଡ଼ିଆ ପଠାଇଲେ ସବ୍ୟସାଚୀ
ମାନସିକ ନଡ଼ିଆ ସହ ଯୋଡ଼ି ହୋଇ ରହିଥାଏ ମଣିଷର ପ୍ରାର୍ଥନା। ପ୍ରତିଟି ନଡ଼ିଆ ପଛରେ ଏକ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ। ଏଭଳିସ୍ଥଳେ କରୋନା ଲକ୍ଡାଉନ୍ ଯୋଗୁ ମା’ ତାରିଣୀଙ୍କ ପୀଠକୁ ଯାଇପାରି ନଥିବା ହଜାର ହଜାର…
ଫ୍ଲାଇଟ ବୁକିଂରେ ୬୫ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର,୨।୧୨ (ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ କଳା କାରନାମା ଶେଷ ହେବାର ନାଁ ଧରୁନାହିଁ। ଠକେଇ ଅଭିଯୋଗରେ ଉଭୟଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ମିଛ ପ୍ରମାଣପତ୍ର ମାଧ୍ୟମରେ ଫ୍ଲାଇଟ ବୁକିଂ କରି…
Archives


