ଜଳନ୍ତା ନିଆଁରେ ଖେଳ, ଜୀବନ ସହିତ ଲାଗେ ବାଜି…
ମାଦ୍ରିଦ୍: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଜଳନ୍ତା ନିଆଁ ସହିତ ଏହି ଖେଳରେ ଜୀବନ ସହ ବାଜି ଲାଗେ । ଗତ ୫ ଶହ ବର୍ଷ…
ପ୍ରତିଦିନ ଏସବୁ ମନା…
ଆମେ ପ୍ରତିଦିନ ଗାଧୋଇ ଥାଉ। ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ଏହାଦ୍ୱାରା ଶରୀରର ଲୋମ ଛିଦ୍ରରେ ଥିବା ମଇଳା ସଫା ହୋଇଥାଏ। ଫଳରେ ଦୁର୍ଗନ୍ଧ ନାଶ ହୁଏ। ତେବେ ପ୍ରତିଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ।…
ମୋନିକାଙ୍କ ବାଥରୁମରେ ଗୁପ୍ତରେ ଲଗା ଯାଇଥିଲା ସିସିଟିଭି କ୍ୟାମେରା…
ମୁମ୍ବାଇ,୧୮।୧: ବଲିଉଡ୍ ଅଭିନେତ୍ରୀ ମୋନିକା ବେଦୀଙ୍କୁ ସୋମବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୫ ଜାନୁୟାରୀ ୧୮ରେ ସେ ପଞ୍ଜାବର ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୪ରେ ସେ ‘ମେ ତେରା ଆଶିକି’…
କଂଗ୍ରେସ ଉପରେ ଭରସା କରନ୍ତୁ ନାହିଁ: ଅମିତ ଶାହା
ବେଙ୍ଗାଲୁରୁ,୧୭।୧: କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। କର୍ନାଟକର ବଗାଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ସେ କହିଛନ୍ତି ଯେ,କଂଗ୍ରେସକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ, ଟିକା ନେବା ସମୟ ଯେତେବେଳେ ଆସିବ ସେତେବେଳେ ଟିକା…
ମମତା ଗଡକୁ ଡେଇଁଲେ ଉଦ୍ଧବ
ମୁମ୍ବାଇ,୧୭।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ଘୋଷଣା କରିଛନ୍ତି। ଶିବସେନା ଏମ୍ପି ସଞ୍ଜୟ ରାଉତ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି- ଏହି ଖବର ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲା। ଦଳର…
ମହାନ୍ ସଙ୍ଗୀତକାର ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ
ନୂଆଦିଲ୍ଲୀ,୧୭।୧: ଶାସ୍ତ୍ରୀୟ ସଙ୍ଗୀତକାର ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ବଲିଉଡର ଅନେକ ବଡ ଗାୟକଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ। ଲତା ମଙ୍ଗେଶକରଙ୍କ ବ୍ୟତୀତ…
ପାଠ ନ ପଢିବାରୁ ଝିଅକୁ ଏଭଳି ଦଣ୍ଡ ଦେଲେ ପିତା, ଜାଣିଲେ ଥରିବ ହୃଦୟ
କୋଲକତା,୧୭।୧: ସାଧାରଣତଃ ମାତାପିତାମାନେ ନିଜ ପିଲାମାନଙ୍କର ସୁରକ୍ଷାକାରୀ ଏବଂ ଶୁଭଚିନ୍ତକ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ପିତା ନିଜ ପିଲାମାନଙ୍କ ପ୍ରତି ନିଷ୍ଠୁର ତେବେ କ’ଣ କୁହାଯାଇପାରେ। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଏଭଳି ପିତାଙ୍କ ନିଷ୍ଠୁର ଆଚରଣ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ…
ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ ଆନ୍ଦୋଳନ ୫୩ତମ ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟିନାହିଁି। କେନ୍ଦ୍ର କୃଷି…
୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ
ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’, ଦିବାର’, ‘ହାଥି ମେରେ ସାଥି’ ଭଳି ସୁପରହିଟ୍ ଫିଲ୍ମରେ ସେ କାମ କରି ବାହା…
୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରେଳ ଅଧିକାରୀ
ନୂଆଦିଲ୍ଲୀ,୧୭।୧:ସିବିଆଇ ଜାଲରେ ରେଳ ଅଧିକାରୀ। ୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ବରିଷ୍ଠ ରେଳ ଅଧିକାରୀ ମହେନ୍ଦ୍ର ସିଂ ଚୌହାନ। ତାଙ୍କ ସହ ଅନ୍ୟ ୨ଜଣଙ୍କୁ ମଧ୍ୟ ଏହିୀ ମାମଲାରେ ଧରାପଡିଛନ୍ତି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି।…
ଭୋ ଭୋ କାନ୍ଦି ପିତାଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍, ଲେଖିଲେ ଭାବୁକ ପୋଷ୍ଟ
ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲଙ୍କ ପିତା ହିମାଂଶୁ ହୋଇପାଣ୍ଡ୍ୟାଙ୍କ ହୃଦ୍ଘାତରେ ପରଲୋକେ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ଭୋ ଭୋ କାନ୍ଦି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ଦୁଇ…
ଆଜି ରାଜଧାନୀରେ ୧୯ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୮
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରବିବାର ରାଜଧାନୀରେ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ…
Archives


