ଗ୍ରାମ୍ୟ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢାଉ
ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍ଏସ୍) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା…
ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ
୬୪ ବର୍ଷୀୟ ଓ୍ବିନ୍ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ। ସେ ୨୭ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ୨୨ ଜଣ ଅଛନ୍ତି।…
ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୩ ଜୀବନ
କଣ୍ଟାମାଳ,୨୧।୧(ଡି.ଏନ.ଏ):ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଗୋପାଳମାଳଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ପର ଅଟୋକୁ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଅଟୋ ଡ୍ରାଇଭରଙ୍କୁ ସଂକଟାପନ୍ନ ଅବସ୍ଥାରେ ସୋନପୁର ଡାକ୍ତରଖାନା ନିଆଯାଇଛି । ଘଟଣାରୁ ପ୍ରକାଶ…
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍ପିମାନେ ନେବେ କରୋନା ଟିକା!
ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଥିଲା । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ,…
ରୋବୋ କରିବ ନାଳ ସଫା
ବିଶାଖାପଟ୍ଟନମ୍, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍ ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି। ଏହି ମେସିନର ଦାମ୍ ବଜାରରେ ୮୦ ଲକ୍ଷ ଟଙ୍କା ରହିଛି। ଏହାର ବ୍ୟବହାର ଦ୍ୱାରା…
ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ତଦନ୍ତ
ସୋରଡ଼ା,୨୧ା୧(ଡି.ଏନ୍.ଏ.)- ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ପ୍ରତିକାର ନେଇ ସରପଞ୍ଚ ସାରଦା ସବର ଜିଲା ସିଡିଏମ୍ଓଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଲେଖିଥିଲେ। ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସିଟି ମେଡିକାଲର ସୁପରିଟେଣ୍ଡେଣ୍ଟ ବିସମ୍ବର ବେହେରା ବୁଧବାର ଉକ୍ତ ସ୍ବାସ୍ଥ୍ୟ…
ଭାରତୀୟ ଦଳକୁ ବଡ଼ ଝଟ୍କା: ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ବାଦ୍ ପଡିଲେ ଏହି ଖେଳାଳି
ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡିଛନ୍ତି। ସିଡନୀ ଟେଷ୍ଟ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଅଷ୍ଟ୍ରେଲିଆରେ ତାଙ୍କର ସର୍ଜରି କରାଯାଇଥିଲା। ଏବେ ତାଙ୍କୁ…
ସ୍କୁଲରେ ଲାଗିଲା ପୋଷ୍ଟର: ଫି ନ ଦେଲେ ପରୀକ୍ଷା ପାଇଁ ଅନୁମତି ନାହିଁ
ମୋରାଦାବାଦ,୨୧।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ପକ୍ଷରୁ ଅନ୍ଲାଇନ୍ରେ ପାଠପଢ଼ା ଜାରି ରଖାଯାଇଥିଲା। ତେବେ କେତେକ ଛାତ୍ରୀଛାତ୍ର ଫି ନ ଦେବାରୁ ଉତ୍ତରପ୍ରଦେଶ ଘରୋଇ ସ୍କୁଲ ସଂଘ ପକ୍ଷରୁ କଡ଼ା…
ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ
ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ନିଜ ବ୍ୟାଟିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗି…
୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଜାରି ରହିଛି ଲଢ଼େଇ
ମିର୍ଜାପୁର,୨୧।୧: ଉତ୍ତରପ୍ରଦେଶ ମିର୍ଜାପୁରରେ ୫୬ ବର୍ଷ ବୟସ୍କ ଭୋଲା ସିଂ ଗତ ୧୫ ବର୍ଷ ଧରି ନିଜକୁ ଜୀବିତ ସାବ୍ୟସ୍ତ କରିବା ଲାଗି ଲଢ଼େଇ ଜାରି ରଖିଛନ୍ତି। ମୁଁ ଜୀବିତ, ଜଣେ ମଣିଷ,ଭୂତ ନୁହେଁ ଲେଖାଥିବା ପୋଷ୍ଟର ଧରି ସେ ଜିଲାପାଳଙ୍କ…
ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍ସେକ୍ସ
ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଅଗ୍ରଣୀ ସୂଚକାଙ୍କ ସେନ୍ସେକ୍ସ ୨୨୩,୧୭ ପଏଣ୍ଟ (୦.୪୫…
ସଭରକରଙ୍କ ଫଟୋକୁ ନେଇ ବିବାଦ
ଲକ୍ଷ୍ନୌ, ୨୧।୧: ଉତ୍ତରପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁ ଆଦର୍ଶବାଦୀ ନେତା ବୀର ସଭରକରଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି। ବିଧାନ ପରିଷଦର କଂଗ୍ରେସ ସଦସ୍ୟ ଦୀପକ ସିଂ ଏହାର ପ୍ରତିବାଦ କରିବା ସହ ଫଟୋ କାଢ଼ିଦେବାକୁ ଗୃହର…
Archives


