କିଆରାଙ୍କୁ ୧୦ ମିନିଟ ପାଇଁ ଭେଟିବାକୁ ଚାହୁଁଛନ୍ତି ଏହି ପ୍ରଶଂସକ: ଅଭିନେତ୍ରୀଙ୍କ ଉତ୍ତର ଏବେ ଚର୍ଚ୍ଚାରେ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। କିଆରାଙ୍କର ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ଉପରେ କିୟାରା ଏକ ମଜାଳିଆ ଉତ୍ତର ଦେଇଛନ୍ତି।
କିଆରାଙ୍କର ଜଣେ ପ୍ରଶଂସକ ଫ୍ୟାନ୍‌ ପେଜ୍‌ ମାଧ୍ୟମରେ ତାଙ୍କୁ ଭେଟିବାକୁ ଚାହୁଁଥିବା ଜଣାଇଥିଲେ। ଏଥିସହ ସେ ଏକ ବଡ଼ ନୋଟ୍‌ ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ, ମୋ ପାଇଁ କିଆରା ମ୍ୟାଡମ ଜଣେ ଆଦର୍ଶ। ତାଙ୍କୁ ଭେଟିବା ମୋ ପାଇଁ ସୁବୁଠାରୁ ସୁନ୍ଦର ଭୁହୂର୍ତ୍ତ ହେବ। କିନ୍ତୁ ମୁଁ ଦୁଖିତ ଯେ, ମ୍ୟାଡମ୍‌ ବହୁତ ଥର ଦିଲ୍ଲୀ ଆସିସାରିଛନ୍ତି କିନ୍ତୁ ମୁଁ ତାଙ୍କୁ ସାକ୍ଷାତ କରିପାରୁ ନାହିଁ। ଆଗକୁ ମୁଁ ତାଙ୍କୁ ନିଶ୍ଚୟ ଭେଟିବି। ମୋର ଏହି ସ୍ବପ୍ନ ଶ୍ରୀଘ୍ର ପୂରଣ ହେବ ବୋଲି ମୁଁ ଆଶା କରୁଛି।
ଏହାର ଉତ୍ତରରେ କିଆରା ଲେଖିଛନ୍ତି, ସ୍ବପ୍ନ ସତ ହୁଏ ଏବଂ ପୂରଣ ମଧ୍ୟ ହୁଏ। ବହୁତ ଶୀଘ୍ର ଆପଣଙ୍କର ଏହି ସ୍ବପ୍ନ ପୂରଣ ହେବ। କିୟାରାଙ୍କ ଏହି ଉତ୍ତର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ଏହାକୁ ପଢ଼ିବା ପରେ ପ୍ରଶଂସକଜଣଙ୍କ ଲେଖିଛନ୍ତି, ଆପଣଙ୍କର ପ୍ରତିଟି ଲାଇକ୍‌ ଏବଂ କମେଣ୍ଟ ମୋ ପାଇଁ ମହୁତ ମୂଲ୍ୟବାନ। ଆପଣ ମୋର ଯେଉଁସବୁ ଟୁଇଟ୍‌କୁ ଲାଇକ୍‌ କରିଛନ୍ତି ସେ ସବୁକୁ ମୁଁ ସେଭ୍‌କରି ରଖିଛି। ଆପଣଙ୍କର ପ୍ରତିଟି ଉତ୍ତର ମୋର ବୁକ୍‌ମାର୍କରେ ସେଭ୍‌ ହୋଇ ରହିଛି। ମୁଁ ଆପଣଙ୍କର ଜଣେ ଗର୍ବିତ ପ୍ରଶଂସକ। ମୁଁ ଆପଣଙ୍କ ପ୍ରତିଭା ଏବଂ ବ୍ୟବହାରକୁ ବହୁ ଭଲପାଏ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ

ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ...

ଆହତ ହେଲେ ମୁନ୍ନା ଭାଇ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶୁଟିଂ...

୧୦୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ପଠାନ’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଗୋଟିଏ ପରେ ଗୋଟିଏ ନୂଆ ମାଇଲଖୁଣ୍ଟ ହାସଲ କରୁଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଶାହରୁଖ ଖାନଙ୍କ ଫିଲ୍ମ...

ଲିଭ୍‌ ଇନ୍‌ରେ ରହି ବି ଏହି ଅଭିନେତ୍ରୀ ଅଭିନେତା ପରେ ହୋଇଛନ୍ତି ଅଲଗା

ମୁମ୍ବାଇ: ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଭାରତରେ ମଧ୍ୟ ଲିଭ୍‌ ଇନ୍‌ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ର ଅଭିନେତ୍ରୀ...

ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଏନ୍‌ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍‌ ଖାନ୍‌। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍‌ସିବି...

ଅଭିନୟଠାରୁ ଅଧିକ ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା; ଏବେ ୧୩୭ କୋଟି ସମ୍ପତ୍ତିର ମାଲିକ

ବମ୍ବେ: ବଲିଉଡ୍‌ର ମୁନ୍ନାଭାଇ କହିଲେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ବୁଝାଯାଏ। ୮୦ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ୍‌ ଥିବା ସଞ୍ଜୁ ବାବା ନିଜର କର୍ମ, ବ୍ୟକ୍ତିଗତ...

ସ୍ବାମୀ, ଝିଅଙ୍କ ସହ ସମୁଦ୍ରକୂଳରେ ବୁଲୁଛନ୍ତି ଦେଶୀଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ...

ପ୍ରଯୋଜିକା ହେଲେ ତାପସୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକା ତାପସି ପନ୍ନୁ ବଲିଉଡ୍‌ରେ ବି ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ।...

Advertisement
Archives

Model This Week