Home

ନବୀନଙ୍କ ନୂଆ ଉପଲବ୍ଧି: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ନିକଟରେ ହୋଇଥିବା ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ ନବୀନ ପଟ୍ଟନାୟକ। ଏବେ ସେ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ୩ ଲକ୍ଷ ଫଲୋଅର୍‌ ରେଖା ଅତିକ୍ରମ କରିଛନ୍ତି। ନବୀନ ଏନେଇ ଖୁସି ପ୍ରକାଶ କରିବା…

କେକ୍‌ ଭାବି ଅନ୍‌ଲାଇନ୍‌ରୁ ଅର୍ଡର କଲେ ଘଷି: ଖାଇବା ପରେ ଦେଲେ ଏଭଳି ରିଭ୍ୟୁ

ଅନ୍‌ଲାଇନ୍‌ ସପିଂ କରିବାର ଅନେକ ଲାଭ ରହିଛି। ସବୁଠାରୁ ବଡ଼ ଲାଭ ହେଲା ଘରେ ବସି ଜିନିଷ ପାଇପାରିବା। ଅନ୍‌ଲାଇନ୍‌ରୁ ଅର୍ଡର କରିବା ପୂର୍ବରୁ ପ୍ରଥମେ ରିଭ୍ୟୁ ଦେଖିବା ପରେ ତାହା କିପରି ହୋଇଥିବ ଜଣାପଡ଼ିଥାଏ। ବେଳେବେଳେ ରିଭ୍ୟୁରେ ଲେଖାଯାଇଥିବା କିଛି…

ଝିଅ ହୋଇ ପୁଅ ଚରିତ୍ରରେ ନଜର ଆସୁଥିଲେ, ଏବେ ଛାଡ଼ିଲେ ଶୋ’

ବମ୍ବେ: ପରଦାରେ ପୁଅ ହେଲେ ବାସ୍ତବରେ ଝିଅ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘ଛୋଟି ସରଦାରନୀ‘ରେ ପରମ ଭୂମିକାରେ ନଜର ଆସୁଥିବା ଶିଶୁ କଳାକାର କେଭିନା ଟାକଙ୍କ ବିଷୟରେ। ତାଙ୍କୁ ବୟସ ଏବେ ମାତ୍ର ଛଅ ବର୍ଷ। ଶୋ’ରେ ସରବଜୀତ…

ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହାଯୋଗୁ ଡୋଜ୍‌ ନଷ୍ଟ ହେବାରେ ଲାଗିଛି। ଏହାକୁ…

ଏମିତି ବୁଲେଟ୍‌ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆପଣ କେବେ କାଠର ବୁଲେଟ୍‌ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍‌ଟି ସମ୍ପୂର୍ଣ୍ଣ କାଠରେ ତିଆରି। ଏହାକୁ ଯିଏ ଦେଖୁଛି ଘଡ଼ିଏ ଅଟକି ରହିଯାଉଛି। କାରୁଲଇ କଲାମ ଅଞ୍ଚଳ ଶାଗୁଆନ…

ଜେଲରୁ ମୁକୁଳିଲେ ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ ମାମଲାରେ ପ୍ରାୟ ମାସେ ହେବ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏଥିରୁ ମୁକ୍ତି ପାଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପରେ ତାଙ୍କୁ ଜାମିନ ମିଳିଛି। ଡ୍ରଗ୍ସ କାରବାର ମାମଲାରେ ରାଗିଣୀଙ୍କୁ ୪ ସେପ୍ଟେମ୍ବର ୨୦୨୦ରେ ଗିରଫ…

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଭଳି ଦିଗ୍ଗଜ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଇତିହାସ ରଚିଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ…

କର୍ଲାମୁଣ୍ଡାରେ ଟିକାକରଣ ଆରମ୍ଭ: ପ୍ରଥମ ଦିନରେ ନେଲେ ୫୩ ସ୍ବାସ୍ଥ୍ୟକର୍ମୀ

କର୍ଲାମୁଣ୍ଡା,୨୧।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି। ଏଥିରେ ଚିକିତ୍ସାଧିକାରୀ ଡଃ ସୌମ୍ୟରଞ୍ଜନ ପାତ୍ର, ଡଃ ଅଖିଳେଶ ସାମଲ, ଶିଖିଧ୍ୱଜ ପଟେଲ, ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବିପିଏମ…

ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେଶନ ପ୍ରଫେସର ଅଛନ୍ତି।

ଦୁର୍ଘଟଣାରେ ଚାଲିଗଲା ମା’, ଝିଅଙ୍କ ଜୀବନ; ବାପା ଗୁରୁତର

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲା ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକ୍‌ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ମା, ଝିଅଙ୍କ…

ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ

ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ…

ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ

ଇସଲାମାବାଦ୍‌, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍‌-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ ହୋଇଛନ୍ତି। ପରୀକ୍ଷଣ ବାଲୁଚିସ୍ତାନର ଡେରା ଗାଜି ଖାଁସ୍ଥିତ ରାଖିଠାରେ କରାଯାଇଥିଲା। ଏହା ଡେରା ବୁଗ୍‌ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri