Home

ମାର୍ଚ୍ଚ ୨୩ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ

ଜେରୁଜେଲମ୍‌,୨୧।୩: ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଲୋକେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା…

ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍‌ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଦିଦିଙ୍କୁ ଝଟ୍‌କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍‌କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମମତା ଦିଦିଙ୍କ ଶିବିର ଛାଡ଼ି ଭାଜପାରେ ଯୋଗଦେବାରେ ଲାଗିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ଛାଡ଼ି…

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା। କିଏ ଆଗ କଟାକ୍ଷ କରିଥିଲା ଜଣାପଡ଼ି ନ ଥିଲେ ହେଁ ଘଟଣା…

ଡମ୍ପର ନେଲା ବୃଦ୍ଧଙ୍କ ଜୀବନ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଲୋକେ

ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ନୂଆନଈ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ବାଲେଶ୍ୱର ସୁନହଟ ଅଞ୍ଚଳର ମହେନ୍ଦ୍ର ଦାସ (୮୦) ନୂଆନଈ…

‘ୟୁନିଭର୍ସ ବସ୍‌’ଙ୍କ ରେକର୍ଡ ଭାଙ୍ଗିଲେ ହିଟ୍‌ମ୍ୟାନ୍‌: ଏଭଳି କରିବାରେ ବିଶ୍ୱରେ ପ୍ରଥମ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ବିଜୟ ସହ ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଘରୋଇ ଟିମ୍‌। ପ୍ରଥମେ ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଏବଂ ବିରାଟ…

ଚୋରି କରିବାକୁ ଆସିଥିଲେ, ରେଲିଂରେ ଫସିଗଲା ମୁଣ୍ଡ; ଆଉ ତା’ ପରେ…

ଚୋରି କରିବାକୁ ଚୋରମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର କିଛି ତରିକା ଏମିତି ଭୁଲ୍‌ ହୋଇଥାଏ, ଯାହାଦ୍ୱାରା ଚୋର ଧରା ପଡ଼ିବା ସହ ଜେଲ୍‌ ଯିବାକୁ ବି ପଡ଼ିଥାଏ। ଠିକ୍‌ ଏମିତି ଏକ ଘଟଣା ଘଟିଛି ମେକ୍ସିକୋରେ। ଏକ ରିପୋର୍ଟ ଅନୁଯାୟୀ,…

ପଡ଼ିଆ ଭିତରେ ବଟଲରଙ୍କ ସହ କୋହଲିଙ୍କ ତୁ ତୁ ମେଁ ମେଁ: ରାଗିଯାଇ…

ଅହମ୍ମଦାବାଦ,୨୧।୩: ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଓପନର ଜୋସ ବଟଲରଙ୍କ ସହ କଥା କଟାକଟି ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ ହେଁ କେଉଁ କାରଣରୁ…

ରୋହିତଙ୍କ ସହ କରିବେ ଓପନିଂ: ସିରିଜ ଜିତିବା ପରେ ପ୍ରତିକ୍ରିୟା ରଖି ଏଭଳି ସଙ୍କେତ ଦେଲେ ଅଧିନାୟକ

ଅହମ୍ମଦାବାଦ,୨୧।୩: ଇଂଲଣ୍ଡକୁ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ ଜିତିଛି ଭାରତ। ଦଳ ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୨୫ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଅତିଥି ଦଳ ୨୦ ଓଭରରେ ମାତ୍ର ୧୮୮…

କରୋନାରେ ଆଖିବୁଜିଲେ ୧୫ ବର୍ଷୀୟ ବାଳକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟରେ କରୋନା ପୁଣି ତା’ର କାୟା ମେଲାଇଲାଣି। ରବିବାର କରୋନା ଜଣେ ୧୫ ବର୍ଷୀୟ ବାଳକଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର। ସେ ବି ସେଲ୍‌…

ଅଧା ପୋଷାକ ପିନ୍ଧି ଶିକ୍ଷାର୍ଥୀଙ୍କ ପ୍ରତିବାଦ

ଗ୍ବାଲିୟର,୨୧।୩: ମଧ୍ୟପ୍ରଦେଶରର ଗ୍ବାଲିୟରରେ ଥିବା କୃଷି ମହାବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଅଧା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଅନିୟମିତତା ନେଇ ଶିକ୍ଷାର୍ଥୀମାନେ ଏଭଳି କରିଛନ୍ତି। ରାଜ୍ୟରେ ବ୍ୟାପମ୍‌ ଦୁର୍ନୀତି ଯୋଗୁ ଫେବୃୟାରୀରେ ମଧ୍ୟପ୍ରଦେଶ ପ୍ରଫେସନାଲ ଏକ୍ସାମିଶନ ବୋର୍ଡ(ପିଇବି) ଦ୍ୱାରା ପରିଚାଳନା…

କୋହଲିଙ୍କ ସହ ଓପନିଂକୁ ନେଇ ଏଭଳି କହିଲେ ‘ହିଟ୍‌ମ୍ୟାନ୍‌’: ଭଲ ପରିଣାମ ଆସିଲେ…

ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର ଭାବେ ବିଫଳ ହେବା ପରେ କେ.ଏଲ୍‌ ରାହୁଲଙ୍କ ସ୍ଥାନରେ ଖେଳିବା ପାଇଁ କୋହଲି ଓହ୍ଲାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri