ଫେରିଯିବ ସୁନ୍ଦରୀ
ଅନୁଗୋଳ ଅଫିସ,୨୧।୩: ଆଜି ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ। ଏଥିପାଇଁ ୬ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆ ଅଭିମୁଖେ ଆସୁଛନ୍ତି। ଅପରାହ୍ନ ସୁଦ୍ଧା ଏହି ଦଳ ଅନୁଗୋଳରେ ପହଞ୍ଚିବେ। ସାତକୋଶିଆ ବନ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନ୍କ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି…
ଆଜି ରାଜ୍ୟରୁ ୯୮ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ରବିବାର ରାଜ୍ୟରୁ ୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୦ ଜଣ ଚିହ୍ନଟ…
ଆସାମରେ ପୁଣିଥରେ ଡବଲ ଇଞ୍ଜିନ ସରକାର: ମୋଦି
ବୋକାଖାଟ,୨୧।୩: ଆସାମରେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ରାଜ୍ୟର ଲୋକଙ୍କୁ ମିଳିଥିବା ସୁବିଧା ସୁଯୋଗରେ ଅଧିକ ବିକାଶ ମଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିରେ ରବିବାର ଏଭଳି କହିଛନ୍ତି।…
ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…
ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଖୁବ୍ ଜୋରରେ ପିଟିବା ସହ ମୁଥ ପରେ ମୁଥ କଷି ଦେଇଛନ୍ତି। ଏହି ଘଟଣାର…
ଏହି ରାଜ୍ୟରେ ୫୫ ହଜାରରୁ ଅଧିକ ମହିଳାମଦ୍ୟପ…
ପାଟନା,୨୧।୩: ଦେଶରେ ନିଶାମୁକ୍ତି ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନକୁ ଆଶା ଅନୁସାରେ ସଫଳତା ମିଳି ପାରିନାହିଁ। ସେଭଳି ରାଜ୍ୟ ମଧ୍ୟରେ ବିହାରରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢ଼ିଚାଳିଛି। ବିହାରରେ ୧୦ ଲକ୍ଷ…
କରୋନା ଟିକା ନେବା ପରେ ମୃତ୍ୟୁ
ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଆତଙ୍କ ବୃଦ୍ଧି ପାଉଛି। ଝାଡ଼ଖଣ୍ଡର ସିମଡେଗା ଜିଲାର କେଶରପୁର ପଞ୍ଚୟତର…
ଖରାଛୁଟି: ଦିନେ ଆସୁଥିଲା ଆଞ୍ଜୁଳା ଆଞ୍ଜୁଳା ଖୁସି ନେଇ, ଏବେ ବଦଳିଯାଇଛି ସ୍ବରୂପ
ଖରାଛୁଟି!! ଆଃ!! କେବେ ସରିବ ପରୀକ୍ଷା। ଆରମ୍ଭ ହୋଇଯାଏ ଦିନଗଣିବା, ପରୀକ୍ଷାର ଶେଷ ଆଡ଼କୁ ଆଉ କ’ଣ ସତରେ ପାଠରେ ମନଲାଗେ, ମାମୁ ଘରକୁ ଯିବାର ଅଛି। ମାଉସୀ, ପିଉସୀ ଓ ତାଙ୍କ ପିଲାମାନେ ଆସିବାର ଅଛି। କଞ୍ଚା ଆମ୍ବ ଖାଇବା,…
ଆକାଶରୁ ଖସିଲା ଜଳନ୍ତା ଗ୍ରହପିଣ୍ଡ
ହାଭାନା,୨୧।୩: ମଧ୍ୟ ଆମେରିକା ଦେଶ କ୍ୟୁବାରେ ଶନିବାର ରାତ୍ର ୧୦ଟା ୬ରେ ଆକାଶରୁ ଏକ ଜଳନ୍ତା ଗ୍ରହପିଣ୍ଡ ପ୍ରଚଣ୍ଡ ଶବ୍ଦ କରି ଭୂପୃଷ୍ଠରେ ପଡ଼ିଛି। ଜଳନ୍ତା ଗ୍ରହପିଣ୍ଡର ଆଲୋକରେ ରାତି ବି ଦିନ ଭଳି ଆଲୋକିତ ହୋଇ ଉଠିଥିଲା। କୌଣସି କ୍ଷେପଣାସ୍ତ୍ର…
ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି। ଆଜି ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ। ମୁଖ୍ୟମନ୍ତ୍ରୀ…
ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର
ଅନୁଗୋଳ ଅଫିସ/ଛେଣ୍ଡିପଦା,୨୧।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ଜରପଡ଼ାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ରବିବାର ସକାଳେ ଜରପଡ଼ା ବସ୍ଷ୍ଟାଣ୍ଡ ନିକଟରେ ଏକ ଆମ୍ବୁଲାନ୍ସ ଏବଂ ଗ୍ୟାସ ଟ୍ୟାଙ୍କର୍ ସହ ସାମ୍ନାସାମ୍ନି ଧକ୍କା ହେବାରୁ ୪ଜଙ୍କେ…
ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି
ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଯୋଜନା କରାଯାଉଛି। ଏହି ମର୍ମରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର…
ଗୁରୁ କେଳୁଚରଣ ମହାମାତ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶନିବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଛି। ଗତକିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ…
Archives


