Home

ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ ଟିମ୍‌ର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଥିଲା। ଏନେଇ ସେ କହିଛନ୍ତି ଯେ ମୁଁ ଭାରତୀୟ…

ପ୍ରଥମ ରାଜ୍ୟ ଭାବେ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ,୨୭।୪: ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କରିଛି ଉତ୍ତର ପ୍ରଦେଶ। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସମୁଦାୟ ୪,୦୧,୪୧,୩୫୪…

ଗୋଟିଏ ଆମ୍ବୁଲାନ୍ସରେ ୨୨ ମୃତଦେହ ଶ୍ମଶାନ ଯିବା ଘଟଣା: ହାଇକୋର୍ଟ ମାଗିଲେ ଜବାବ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ କରୋନା ପରିସ୍ଥିତି ଭୟାବହ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଏହାସହ ମୃତଦେହ ପୋଡିବା ପାଇଁ ଶ୍ମଶାନରେ ଯାଗା ମିଳୁନାହିଁ। ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ, କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ…

ଆଉନାହାନ୍ତି ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଯାତ୍ରା ଜଗତର ବର୍ଷିଆନ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ାଙ୍କ କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ…

ବିଦେଶୀ ଖେଳାଳିଙ୍କୁ ଆଶ୍ୱାସନା ଦେଲା ବିସିସିଆଇ: ତୁମ ସମସ୍ତଙ୍କୁ ଘରେ ପହଞ୍ଚାଇବା ଆମର ଦାୟିତ୍ୱ

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୧କୁ ନେଇ ଏବେ ଚିନ୍ତାରେ ପଡିଆଯାଇଛି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)। କରୋନା ଯୋଗୁ ଆଇପିଏଲ୍‌ରେ ଭାଗ ନେଉଥିବା ଅନେକ ବିଦେଶ ଖେଳାଳି ଭୟରେ ଟୁର୍ନାମେଣ୍ଟ ଅଧାରୁ ଛାଡି ସ୍ବଦେଶ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର…

ନା ଅକ୍ସିଜେନ୍‌-ନା ଆମ୍ବୁଲାନ୍ସ: ଭୋ ଭୋ ହୋଇ କାନ୍ଦି ଝିଅର ମୃତଦେହକୁ ବାଇକ୍‌ରେ ବୋହିନେଲେ ବାପା

ଫିରୋଜାବାଦ,୨୭।୪: କରୋନା ମହାମାରୀକୁ ନେଇ ପ୍ରତିଦିନ ଯେଭଳି ଦୃଶ୍ୟ ବା ଘଟଣା ସାମ୍ନାକୁ ଆସୁଛି ତାହାକୁ ଦେଖି ଲୋକେ ସ୍ତବ୍ଧ ହୋଇଯାଉଛନ୍ତି। କରୋନା ସଙ୍କଟ ସହିତ ଅକ୍ସିଜେନ ଅଭାବର ଭୟାବହସ୍ଥିତି ଛାତି ଥରାଇ ଦେଉଛି। ନିକଟରେ ଉତ୍ତରପ୍ରଦେଶର ଫିରୋଜାବାଦ ସହରରୁ ଏକ…

ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମଙ୍ଗଳବାର କହିଛନ୍ତ। ଭାରତରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୂର୍ବରୁ…

ପିପିଲି ଉପନିର୍ବାଚନକୁ ନେଇ ମତପାର୍ଥକ୍ୟ: ଭାଜପା କହୁଛି ହଁ, କଂଗ୍ରେସର ନା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଏବେ ଦେଶ ତଥା ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ରହିଛି। ଏଭଳି ସ୍ଥିତିରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ଦଳ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ ବୋଲି ପିସିସି…

କୁକୁର ଟାଣି ନେଲା ମୃତଦେହ: ଶ୍ମଶାନରେ ଏଭଳି ଦୃଶ୍ୟ…

ଗାଜିଆବାଦ୍‌,୨୭।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ଅନ୍ତିମ ସଂସ୍କାର ଲାଗି ଶ୍ମଶାନରେ ସମସ୍ୟା ସୃଷ୍ଟି ହୋଇଛି। ଏପରସ୍ଥେଳେ ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ହିଣ୍ଡନ ଶ୍ମଶାନରେ କୁକୁର ଜଣେ…

ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ହଜାର ଟଙ୍କା

ପଦ୍ମପୁର,୨୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଇରମ -ପଢ଼ୁଆଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଭାଟପଡା ଗ୍ରାମର ଦୁଇ ଜଣ ମହିଳାଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପଲସର ବାଇକରେ ଆସିଥିବା ଦୁଇ ଯୁବକ…

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ସେ ଟୁଇଟର୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଠାରୁ ଦୂରରେ ରହିଆସିଛନ୍ତି। ଏହା…

ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ: ଆସିବ ରେଡି ଟୁ ୟୁଜ୍‌ ଅକ୍ସିଜେନ୍‌ ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ଅଧିକ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଖୁସି ଖବର ଦେଇଛନ୍ତି। ଅକ୍ସିଜେନ୍‌ ଅଭାବ ପୂରଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?