ଟେଲି ମେଡିସିନରେ ଅଶ୍ଳୀଳତା
ନୂଆଦିଲ୍ଲୀ, ୩୦ା୧୨: କରୋନା ସଂକ୍ରମଣବେଳେ ଅନ୍ଲାଇନ ସେବାକୁ ମିଳିଛି ପ୍ରାଥମକିତା। ଦିନକୁ ଦିନ ବଢ଼ୁଛି ଓ୍ବେବସାଇଟ୍, ଆପ୍ର ମାତ୍ରା ଏବଂ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ବେପାର ବଢ଼ାଇବାକୁ ଚାଲିଛି ପ୍ରତିଯୋଗିତା। ସ୍ବାସ୍ଥ୍ୟସେବାର ଗୁରୁତ୍ୱ ବଢ଼ିଥିବାରୁ ଡାକ୍ତରଙ୍କ…
ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ
ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ଏକ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ…
ଟିଏମ୍ସିକୁ କିଣିପାରିବ ନାହିଁ
ନୂଆଦିଲ୍ଲୀ, ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଉପରେ ଜୋର୍ଦାର ବର୍ଷିଛନ୍ତି। ଗୈରିକ ଦଳ କେତେଜଣ ବିଧାୟକଙ୍କୁ କିଣିନେଇପାରେ କିନ୍ତୁ ଟିଏମ୍ସିକୁ କଦାପି କିଣିପାରିବ ନାହିଁ ବୋଲି ବୋଲପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଥିଲେ। ଜନସାଧାରଣଙ୍କ…
ସଂକ୍ରମିତଙ୍କ ହେବ ଜିନୋମ୍ ସିକ୍ୱେନ୍ସିଂ
ନୂଆଦିଲ୍ଲୀ, ୩୦।୧୨: ଡିସେମ୍ବର ୯ରୁ ୨୨ ମଧ୍ୟରେ ଭାରତ ଫେରିଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ, ଯେଉଁମାନଙ୍କଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂ କରାଯିବ। ନିକଟରେ ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ଏଭଳି…
ଗୋପାଳକରୁ ଜଜ୍ ସୋନଲ ଶର୍ମା
ଉଦୟପୁର, ୩୦ା୧୨: ଜଣେ ଗୋପାଳକରୁ ରାଜସ୍ଥାନ ନ୍ୟାୟିକ ସେବା(ଆର୍ଜେଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଉଦୟପୁରର ସୋନଲ ଶର୍ମା। ୨୦୧୮ରେ ଦ୍ୱିତୀୟ ଥର ପରୀକ୍ଷା ଦେବା ପରେ ସେ ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏକ ଗରିବ ପରିବାରରେ ଜନ୍ମ ଜଣେ…
କ୍ଷମା ମାଗିଲେ ଅମିତାଭ
ମୁମ୍ବାଇ, ୩୦ା୧୨: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ କବିତା ପୋଷ୍ଟ କରିବା ପରେ କବିଙ୍କୁ କ୍ରେଡିଟ ନ ଦେବାରୁ ତାଙ୍କୁ ଭୁଲ୍ ମାଗିବାକୁ ପଡିଛି। ଅମିତାଭ…
ଏହି ଭାରତୀୟ କ୍ରିକେଟର୍ ରଚିଲେ ଇତିହାସ
ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ୫୭ ରନ ସଂଗ୍ରହ କରିଥିବା ଜାଡେଜା ମଧ୍ୟ ଏହି ମ୍ୟାଚରେ…
ଚାଷୀଙ୍କୁ ଲାଠିମାଡ଼
ପାଟନା, ୩୦।୧୨: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ବିହାରର ହଜାର ହଜାର ଚାଷୀ ରାଜଭବନ ଅମଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଅଖିଳ ଭାରତୀୟ…
ଭାରତରେ ୮ ନୂଆ ଷ୍ଟ୍ରେନ୍
ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର୍ ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ଏବଂ ପୁଣେର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ…
ଜୀବନ ସଜାଡିଛି କଣ୍ଢେଇ
ବାରିପଦା ଅଫିସ,୩୦ା୧୨-ବିଶ୍ୱ ମହାମାରୀ କରୋନା ପାଇଁ ଲକ୍ଡାଉନ୍ ପରିସ୍ଥିତି। ଘରୁ କେହି ପଦାକୁ ବାହାରୁ ନ ଥିବା ବେଳେ ଜୀବନ ଜୀବିକା ହୋଇ ପଡ଼ିଥିଲା ବିପନ୍ନ। ଠିକ୍ ଏହି ସମୟରେ ୟୁ ଟ୍ୟୁବ୍ ଦେଖି ଖେଳନା କଣ୍ଢେଇ ତିଆରି ଆରମ୍ଭ କଲେ।…
ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…
ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ…
କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା…
କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି…
Archives


