Home

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୩ ଲକ୍ଷରୁ ଅଧିକ ଲୋକେ ନେଇଛନ୍ତି କରୋନା ଟିକା

ନୂଆଦିଲ୍ଲୀ,୬।୪: ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷରୁ ଅଧିକ ଲୋକଙ୍କୁ ଆଣ୍ଟି-କୋଭିଡ ଟିକା ଦିଆଯାଇଛି। ଏହି ଗୋଟିଏ ଏହା ସର୍ବାଧିକ ବୋଲି ଜଣାପଡିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ୮,୩୧,୧୦,୯୨୬ ଡୋଜ ଟିକା ଦିଆଯାଇଛି। ଗତ…

ସେଲୁନରେ କେଶ କାଟିବା ବେଳେ ବାରିକ ଲଗାଇଲେ ଏହି ଗୀତ: ଗ୍ରାହକ କାନ୍ଦି କାନ୍ଦି ବେହାଲ

ସୋସିଆଲ ମିଡିଆରେ ଏକ ସେଲୁନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଯେ କେହିବି ହସି ହସି ଗଡ଼ିଯିବେ। ପ୍ରାୟତଃ, ସେଲୁନରେ କେଶ କାଟିବା ସମୟରେ ବାରିକ ସବୁବେଳେ ଗୀତ ଲଗାଇଥାନ୍ତି। ହେଲେ ଏବେ ବାରିକ ଜଣଙ୍କ…

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ…

ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍‌ ହଠାତ୍‌…

ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ

ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ ଗ୍ରାମରେ ପହଞ୍ଚିଛି। ଏହି ସମୟରେ ହଜାର ହଜାର ଲୋକ ଲୁହ ଭିଜା ଆଖିରେ ଶହୀଦଙ୍କୁ…

ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ଜଣେ ପ୍ରଶଂସକଙ୍କ ପାଇଁ ଖୁବ୍‌ ଚର୍ଚ୍ଚାରେ। ଜଣେ ଛୋଟ ପ୍ରଶଂସକ ତାଙ୍କୁ ଏକ ଉପହାର…

ଗୁଗଲର ନିଆରା ଡୁଡଲ: ମାସ୍କ ଲଗାଇ ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ,୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହାର ନୂଆ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାକ୍ସିନ୍‌ ଆସିଯାଇଥିଲେ ମଧ୍ୟ ଏହାକୁ କାବୁ କରିହେଉନାହିଁ। ଫଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…

ମୁଁ ଆସିବା ପରେ ଭାଜପାର ଭାବମୂର୍ତ୍ତି ବଦଳିଛି: ମେଟ୍ରୋ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୬।୪: କେରଳ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ମଙ୍ଗଳବାର ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୧୪୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ସମସ୍ତଙ୍କ ଆଖି ଏଠାରେ ଥିବା ପଲକ୍କଡ ବିଧାନସଭା ଆସନ…

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯୋଗୁ ଚଳିତ ଥର ରୁପାଲୀ…

ରାଜଧାନୀରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେରିଓ୍ବାଲ ରାଜଧାନୀରେ ନାଇଟ୍‌ କର୍ଫ୍ୟୁ ଜାରି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାତ୍ର ୧୦ରୁ…

ମଇଳା ଭିତରେ ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି: ଫଟୋ ଶେୟାର କରି କହିଲେ…

ଆଇପିଏଲ୍‌ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ ଏବେ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ନିଜ ଦଳ ସହ ଅଭ୍ୟାସ ପାଇଁ ଯୋଗ ଦେଇ ନାହାନ୍ତି। କୋଭିଡ୍‌-୧୯ ଯୋଗୁ ଏବେ ସେ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କିନ୍ତୁ…

ରମନା ନୂଆ ପ୍ରଧାନ ବିଚାରପତି: ୨୪ ଏପ୍ରିଲ୍‌ରେ ନେବେ ଶପଥ

ନୂଆଦିଲ୍ଲୀ,୬।୪: ସୁପ୍ରିମ୍‌କୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍‌.ଭି. ରମନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି। ରମନା ଏପ୍ରିଲ୍‌ ୨୪ରେ ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ମାର୍ଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri