ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ କିଛି ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଉଛି।…
ଟିକା ନେଲେ ମିଳିବ ମାଗଣା ମଦ!
ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ ଏବଂ ବେସରକାରୀ କମ୍ପାନୀଗୁଡିକ ଟିକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ଆକର୍ଷଣୀୟ ଅଫର…
କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ
ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ…
ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା ରହିଛି।…
ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍ ହୋଇଯାଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଅଭିଷେକ କହିଛନ୍ତି ଯେ, ସେ ନିଜ ପରିବାରକୁ ଫିଲ୍ମ ଦେଖାଇଥିଲେ। ମାତ୍ର ଏହାକୁ କେବଳ ବାପା ଅମିତାଭ…
ପୁଣି ମମତାଙ୍କୁ ନୋଟିସ
କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍’ ବୋଲି କହିଥିବାରୁ ତାଙ୍କୁ ଏହି ନୋଟିସ ମିଳିଛି। ଏହାପୂର୍ବରୁ ମମତା ଟିଏମସି ସପକ୍ଷରେ ଭୋଟ ଦେବାକୁ ମୁସଲିମ…
କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪…
ଲକ୍ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼
ମୁମ୍ବାଇ,୯।୪: କରୋନା ଭାଇରସ୍ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେତେକ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି। ଏହି କ୍ରମରେ ମହାରାଷ୍ଟ୍ରରେ…
ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ
ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…
ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ଆସିବ ଆଜ୍ଞାମାଳ
ବ୍ରହ୍ମପୁର ଅଫିସ୍,୯।୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ସମନ୍ବୟ ବୈଠକ ପରେ…
ଆଇପିଏଲ୍ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍ କରିବାକୁ ଗଣମାଧ୍ୟମକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଅବସ୍ଥା ସୁଧୁରିଲେ ଏହି ନିୟମ ଉଠାଇଦିଆଯିବ ବୋଲି କୁହାଯାଇଛି।…
ଆଜି ଟିଟିଲାଗଡ଼ ରେଳ ଓଭରବ୍ରିଜ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଟିଟିଲାଗଡ଼/କେସିଙ୍ଗା,୯।୪(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ତଥା ବ୍ୟସ୍ତବହୁଳ ରେଳ ଜଙ୍କସନ ଭାବେ ଟିଟିଲାଗଡ଼ ରେଲଓ୍ବେ ଷ୍ଟେଶନ ବେଶ୍ ଜଣାଶୁଣା। ଏହି ରେଳ ଓଭରବ୍ରିଜକୁ ଭିଡିଓ କନ୍ସଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନ ୫.୩୦ ମିନିଟ୍ରେ ଉଦ୍ଘାଟନ କରିବାର…
Archives


